ଜୁନ

୧୦୧୧୧୨୧୩୧୪୧୫
୧୬୧୭୧୮୧୯୨୦୨୧୨୨
୨୩୨୪୨୫୨୬୨୭୨୮୨୯
୩୦ 


ଜୁନ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଷଷ୍ଠ ମାସ ଯାହକି ୩୦ ଦିନ ବିଶିଷ୍ଟ । ରୋମାନ ଦେବତା 'ଜୁନୋ'ଙ୍କ ନାମରେ ଜୁନ ମାସର ନାମକରଣ କରାଯାଇଛି ।[୧]

ଭୌଗୋଳିକ ମହତ୍ତ୍ୱ

ଉତ୍ତର ଗୋଲାର୍ଦ୍ଧରେ ପାରମ୍ପାରିକ (ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ) ଗ୍ରୀଷ୍ମର ଆରମ୍ଭ ୨୧ ଜୁନରୁ ହେଉଥିବା ବେଳେ (ପାଣିପାଗ ବିଜ୍ଞାନ ଜନିତ ଗ୍ରୀଷ୍ମ ୧ ଜୁନ୍ରୁ ଆରମ୍ଭ ହୁଏ), ଦକ୍ଷିଣ ଗୋଲାର୍ଦ୍ଧରେ, ଜୁନ୍ ୧ରୁ ପାଣିପାଗ ବିଜ୍ଞାନ ଜନିତ ଶୀତ ଋତୁ ଆରମ୍ଭ ହୋଇଥାଏ ।[୨]

ଜ୍ୟୋର୍ତୀର୍ବିଜ୍ଞାନ ଅନୁସାରେ ଜୁନ୍ ଆରମ୍ଭରେ, ସୂର୍ଯ୍ୟ ବୃଷ ରାଶିରେ ଉଦୟ ହୁଅନ୍ତି ଏବଂ ଜୁନ୍ ଶେଷ ଭାଗରେ, ମିଥୁନ ରାଶିରେ ସୂର୍ଯ୍ୟ ଉଦୟ ହୁଅନ୍ତି ।

ଉତ୍ତର ଗୋଲାର୍ଦ୍ଧରେ ଜୁନ ୨୧ ହେଉଛି ବର୍ଷର ବୃହତ୍ତମ ଦିନ ।[୩]

ପାଳିତ ଦିବସ

ଆଧାର