ପାର୍ଥ ଚାଟାର୍ଜୀ

ପାର୍ଥ ଚାଟାର୍ଜୀ (ଜନ୍ମ ୧୯୪୭) ସବଲ୍ଟନ୍ ଷ୍ଟଡିଜ୍ ଓ ଉତ୍ତରଉପନିବେଶୀୟ ବିଚାରଧାରାର ଜଣେ ଭାରତୀୟ ସମାଜ ଶାସ୍ତ୍ରୀ । ତାଙ୍କର କାମ ବହୁବିଷୟକ ତଥା ରାଜନୀତି ବିଜ୍ଞାନ, ନୃତତ୍ତ୍ୱ ବିଜ୍ଞାନ ଓ ଇତିହାସ ଆଦି ଏକାଡେମିକ୍ ବିଭାଗ ଆଦି ମଧ୍ୟରେ ବ୍ୟାପ୍ତ । ସମାଜ ଶାସ୍ତ୍ର ପାଇଁ ନିଜର ଅବଦାନ ଯୋଗୁଁ ତାଙ୍କୁ ୨୦୦୯ ମସିହା ପାଇଁ ଫୁକୁଓକା ଏସୀୟ ସଂସ୍କୃତି ପୁରସ୍କାର ଦିଆଯାଇଅଛି । [୧]

କର୍ମଜୀବନ

ପାର୍ଥ ଚାଟାର୍ଜୀ ବର୍ତ୍ତମାନ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ଓ ଦକ୍ଷିଣ ଏସୀୟ ବିଦ୍ୟାର ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ । ଏହାଛଡା ସେ କଲିକତାସ୍ଥ ସେଣ୍ଟର୍ ଫର୍ ଷ୍ଟଡିଜ୍ ଇନ୍ ସୋସାଲ୍ ସାଇନ୍ସେସ୍ରେ ଅବୈତନିକ ପ୍ରାଧ୍ୟାପକ ଭାବରେ କାମ କରନ୍ତି । ସେ ଏହା ଆଗରୁ ଏହି ସେଣ୍ଟର୍ର ନିର୍ଦ୍ଦେଶକ ଥିଲେ ।

ନିର୍ବାଚିତ ଗ୍ରନ୍ଥାବଳୀ

  • ୧୯୮୬ । ନାଶନାଲିଷ୍ଟ୍ ଥଟ୍ ଆଣ୍ଡ୍ ଦ କଲୋନିଆଲ୍ ୱର୍ଲଡ୍ । ଲଣ୍ଡନ୍ : ଜେଡ୍ ବୁକ୍ସ୍ ।
  • ୧୯୯୩ । ଦ ନେଶନ୍ ଆଣ୍ଡ୍ ଇଟ୍ସ୍ ଫ୍ରାଗ୍ମେଣ୍ଟ୍ସ୍ : କଲେନିଆଲ୍ ହିଷ୍ଟୋରିଜ୍" । ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୯୫ । ଟେକ୍ସଟ୍ସ୍ ଅଫ୍ ପାୱାର୍ । ମିନାପୋଲିଜ୍  : ୟୁନିଭର୍ସିଟି ଅଫ୍ ମିନେସଟା ପ୍ରେସ୍ ।
  • ୧୯୯୭ । ଏ ପସିବଲ୍ ଇଣ୍ଡିଆ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୯୭ । ଦ ପ୍ରେଜେଣ୍ଟ୍ ହିଷ୍ଟ୍ରୀ ଅଫ୍ ୱେଷ୍ଟ୍ ବେଙ୍ଗଲ୍ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୨୦୦୩ । ଏ ପ୍ରିନ୍ସଲି ଇମ୍ପୋଷ୍ଚର୍ ? ଦ ଷ୍ଟ୍ରେଞ୍ ଆଣ୍ଡ୍ ୟୁନିଭର୍ସାଲ୍ ହିଷ୍ଟ୍ରୀ ଅଫ୍ ଦ କୁମାର୍ ଅଫ୍ ଭୱାଲ୍. ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍।
  • ୨୦୦୪ । ଦ ପଲିଟିକ୍ସ୍ ଅଫ୍ ଦ ଗଭର୍ଣ୍ଡ୍ : ପପୁଲାର୍ ପଲିଟିକ୍ସ୍ ଇନ୍ ମୋଷ୍ଟ୍ ଅଫ୍ ଦ ୱର୍ଲଡ୍, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୦ । ଏମ୍ପାୟର୍ ଆଣ୍ଡ୍ ନେଶନ୍ : ସିଲେକ୍ଟେଡ୍ ଏସେଜ୍ ୧୯୮୫ - ୨୦୦୫, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୧ । ଲିନିଏଜେସ୍ ଅଫ୍ ପଲିଟିକାଲ୍ ସୋସାଇଟି : ଷ୍ଟଡିଜ୍ ଇନ୍ ପୋଷ୍ଟକଲୋନିଆଲ୍ ଡେମୋକ୍ରାସୀ, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୨ । ଦ ବ୍ଲାକ୍ ହୋଲ୍ ଅଫ୍ ଏମ୍ପାୟର୍ : ହିଷ୍ଟ୍ରୀ ଅଫ୍ ଏ ଗ୍ଲୋବାଲ୍ ପ୍ରାକ୍ଟିସ୍ ଅଫ୍ ପାୱାର୍, ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍।

ଆଧାର