ଉଇକିଅଭିଧାନ


ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।[୨]

Wiktionary
Wiktionary logoWiktionary logo
Detail of the Wiktionary main page. All major wiktionaries are listed by number of articles.
Screenshot of wiktionary.org home page
ୟୁ.ଆର.ଏଲhttp://www.wiktionary.org
ସ୍ଳୋଗାନThe Free Dictionary
ବ୍ୟବସାୟିକNo
ସାଇଟର ପ୍ରକାରOnline dictionary
ରେଜେଷ୍ଟ୍ରିକରଣଇଚ୍ଛାଧିନ
ମିଳୁଥିବା ଭାଷାMulti-lingual (over 170)
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେJimmy Wales and the Wikimedia community
ଆରମ୍ଭ କରାଯାଇଥିଲା୧୨ ଡିସେମ୍ବର ୨୦୦୨
ଆଲେକ୍ସା କ୍ରମାଙ୍କnegative increase 614 (April 2014)[୧]
ଏବେକାର ସ୍ଥିତିସଚଳ

ଇତିହାସ

୧୨ ଡିସେମ୍ବର ୨୦୦୨ରେ ପ୍ରଥମ କରି ଏହି ଅଭିଧାନ ପ୍ରକଳ୍ପ ଆରମ୍ଭ ହେଇଥିଲା ।[୩]

ଆଧାର

ବାହାର ଲିଙ୍କ