ଫେବୃଆରୀ

୧୦
୧୧୧୨୧୩୧୪୧୫୧୬୧୭
୧୮୧୯୨୦୨୧୨୨୨୩୨୪
୨୫୨୬୨୭୨୮୨୯

ଫେବୃଆରୀ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଦ୍ୱିତୀୟ ମାସ । ସାଧାରଣତଃ ଫେବୃଆରୀ ମାସ ୨୮ ଦିନିଆ ହୋଇଥାଏ । ତେବେ ଅଧିବର୍ଷରେ ଏହା ୨୯ ଦିନିଆ ହୋଇଥାଏ । କ୍ୟାଲେଣ୍ଡର ବା ପଞ୍ଚାଙ୍ଗ ସହ ଖଗୋଳୀୟ ଘଟଣାବଳୀରେ ସାମ୍ୟତା ଆଣିବା ଉଦ୍ଦେଶ୍ୟରେ ଅଧିବର୍ଷ ବ୍ୟବସ୍ଥାକୁ ଫେବୃଆରୀ ମାସ ସହ ଯୋଡ଼ା ଯାଇଛି । ତେବେ ବାରମାସ ମଧ୍ୟରେ ଫେବୃଆରୀ ହେଉଛି ବର୍ଷର ସବୁଠାରୁ ଛୋଟ ମାସ ।ଲାଟିନ ଶବ୍ଦ "februum" (ଲାଟିନ ମାସ-Februarius) ଆଧାରରେ ବର୍ଷର ଏହି ଦ୍ୱିତୀୟ ମାସ ନାମିତ ।[୧] ରୋମାନ କ୍ୟାଲେଣ୍ଡରରେ ଜାନୁଆରୀ ଏବଂ ଫେବୃଆରୀ ଏହି ଦୁଇ ମାସ ହିଁ ଶେଷରେ ଯୋଡ଼ା ଯାଇଥିଲା ।

ପାଳିତ ଦିବସ

ଆଧାର