ଅଘରିଆ ଜାତି
ଭାରତୀୟ ହିନ୍ଦୁ ଜାତି
ଅଘରିଆ ଜାତି ଏକ ଭାରତୀୟ ହିନ୍ଦୁ ଜାତି ।
ଅଘରିଆମାନେ ମୁଖ୍ଯତଃ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ଛୋଟନାଗପୁର ଅଞ୍ଚଳରେ ବସବାସ କରିଥାନ୍ତି । ସେମାନେ ମୁଖ୍ଯତଃ କୃଷିଜୀବୀ ଥିଲେ କିନ୍ତୁ ଏବେ ଅନ୍ୟ ଜୀବିକା ମଧ୍ୟ କରିଥାନ୍ତି ।[୧]
ଓଡ଼ିଶାର ଅଘରିଆମାନେ ତାଙ୍କ ପୂର୍ବଜ ରାଜପୁତ ହେଇଥିବା କଥା ଦାବୀକରନ୍ତି । ଓଡ଼ିଶାର ଅଘରିଆମାନଙ୍କ ନାମରେ ସାଧାରଣତଃ ପଟେଲ, ଚୌଧୁରୀ ବା ନାୟକ ସାଙ୍ଗିଆ ଲାଗିଥାଏ । ତାଙ୍କ ମଧ୍ୟରେ ୮୪ଟି ଗଟର ଥାଏ । ଓଡ଼ିଶା ବାହାରେ ରାୟଗଡ଼, ବିଳାସପୁର, ମହାସମୁନ୍ଦ ଅଞ୍ଚଳରେ ତଥା ଛତିଶଗଡ଼ର ଚମ୍ପା-ଜାଙ୍ଗିର ଜିଲ୍ଲା ଅଧିକ ସଂଖ୍ୟାରେ ବସବାସ କରିଥାନ୍ତି ।[୧]
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ