ଅମୃତାୟନ

ମାସିକ ଓଡ଼ିଆ ପତ୍ରିକା

ଅମୃତାୟନ ଏକ ମାସିକ ଓଡ଼ିଆ[୨] ସାହିତ୍ୟ ତଥା ପାରିବାରିକ ପତ୍ରିକା ।[୩] ଏହା ଗୀତା ହୋତାଙ୍କ ସମ୍ପାଦନାରେ ଭୁବନେଶ୍ୱରରୁ ପ୍ରକାଶିତ ।[୪][୫] ସାହିତିକ୍ୟ ଶ୍ରୀ ସାତକଡ଼ି ହୋତା ଏହାର ଉପଦେଷ୍ଟା ଅଟନ୍ତି ।

ଅମୃତାୟନ
ମାଲିକଅମୃତାୟନ ପରିବାଋ
ସମ୍ପାଦକଗୀତା ହୋତା[୧]
ସହକାରୀ ସମ୍ପାଦକବିଜୟ କୁମାର ତ୍ରିପାଠୀ
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା

ଆଧାର