ଅଧମ ଚନ୍ଦ୍ର

ଓଡ଼ିଆ କବି

ଅଧମ ଚନ୍ଦ୍ର ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି । ସେ କେତେକ ସାଧାରଣ ପ୍ରେମଧର୍ମୀ କବିତାର ରଚୟିତା ।[୧]ତାଙ୍କର ପ୍ରାପ୍ତ ଏକ କବିତାର ଆଦ୍ୟ ପଦ-

ଅଧମ ଚନ୍ଦ୍ର
ବୃତ୍ତିକବି
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ

ଚାହାଁ ଚାହାଁ ବିଦେଶୀ ମୋତେ ଭାବରେ
ଆଜ ନିଶି ବଞ୍ଚିବି ଏହା ସଙ୍ଗରେ ।

ଆଧାର