ଅମର ଚିତ୍ର କଥା

ଅମର ଚିତ୍ର କଥା ହେଉଛି ଭାରତରେ ସବୁଠାରୁ ବେଶୀ ବିକ୍ରି ହେଉଥିବା "କମିକ୍" ପୁସ୍ତକ ସିରିଜ ମାନଂକ ଭିତରୁ ଏକ ସିରିଜ[୧]। ଏହାର କମିକ ବହି ବା ଚିତ୍ର କଥା ୨୦ଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇ ୧୦ କୋଟିରୁ ଅଧିକ ସଂଖ୍ୟାରେ ବିକ୍ରି ହୋଇଛି [୨]। ୧୯୬୭ ମସିହାରେ ଶ୍ରୀ ଅନ‍ନ୍ତ ପାଇଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି କମିକ ସିରିଜ ୪୦୦ରୁ ଉର୍ଦ୍ଧ୍ୱ ବିଷୟରେ କମିକ ବହି ପ୍ରକାଶ କରିଅଛି[୩] । ଏ ସବୁର ବିଷୟବସ୍ତୁ ମୁଖ୍ୟତଃ ଭାରତୀୟ ପୌରାଣିକ କଥା, ଲୋକ କଥା, ଭାରତୀୟ ଇତିହାସ ଏବଂ ଭାରତର ବୀର, ମହାନ୍ ନେତା, ଭାରତୀୟ ନୀତିକଥା ଆଦି ଉପରେ ଆଧାରିତ ଅଟେ ।


ସ୍ରଷ୍ଟା ଓ ଇତିହାସ

କଥିତ ଅଛି ଯେ ଫେବ୍ରୁଆରୀ ୧୯୬୭ ମସିହାରେ ଦିଲ୍ଲୀ ଦୂରଦର୍ଶନରେ ପ୍ରଦର୍ଶିତ ହେଉଥିବା ଏକ କୁଇଜ ବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାରତୀୟ ଛାତ୍ରମାନେ ଗ୍ରୀକ୍ ତଥା ରୋମାନ ପୁରାଣ ଉପରେ ଆଧାରିତ ପ୍ରଶ୍ନ ଗୁଡିକର ଉତ୍ତର ଦେ‍ଇ ପାରିଥିଲେ, ମାତ୍ର ରାମାୟଣରେ ରାମଙ୍କ ମାତାଙ୍କ ନାମ କହି ପାରିନଥିଲେ । ଏହା ଦେଖି ଶ୍ରୀ ଅନ‍ନ୍ତ ପାଇଙ୍କୁ ବହୁତ ଧକ୍କା ଲାଗିଥିଲା ଓ ସେ ଭାରତୀୟ ପିଲାମାନଂକୁ ଭାରତୀୟ ପୁରାଣ ତଥା ପରମ୍ପରା ଉପରେ ଜଣାଇବାକୁ ଏହି କମିକ ପୁସ୍ତକ ସିରିଜ ଆରମ୍ଭ କରିଥିଲେ</ref>[୪]


ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ