ଆଖୁ

ଆଖୁ ଏକ ତୃଣ ଜାତୀୟ ଏକବୀଜପତ୍ରୀ ଉଦ୍ଭିଦ ଯାହା ଦକ୍ଷିଣ ଏସିଆର କ୍ରାନ୍ତିୟ ମଣ୍ଡଳରୁ ପୃଥିବୀର ଅନ୍ୟାନ୍ୟ ଜାଗାକୁ ବ୍ୟାପିଥିଲା। ଏହାର ଉଚ୍ଚତା ୬ରୁ ୯ ଫୁଟ ଯାଏ ହୁଏ। ଏହାର ପ୍ରାୟ ୩୭ଟି କିସମ ରହିଛି।

ଆଖୁ
Cut sugar cane
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Monocots
ଅଶ୍ରେଣୀକୃତ:Commelinids
ଗଣ:Poales
କୁଳ:Poaceae
ଉପକୁଳ:Panicoideae
ଗୋଷ୍ଠୀ:Andropogoneae
ପ୍ରଜାତି:Saccharum
L.
Selected species

Saccharum arundinaceum
Saccharum bengalense[verification needed]
Saccharum edule
Saccharum munja[verification needed]
Saccharum officinarum
Saccharum procerum
Saccharum ravennae
Saccharum robustum
Saccharum sinense
Saccharum spontaneum

ଉତ୍ପାଦନ

୨୦୦୯ର ପ୍ରଥମ ଦଶଟି ଆଖୁ ଉତ୍ପାଦନକାରୀ ଦେଶ[୧]
ଦେଶଉତ୍ପାଦନ
(ଟନରେ)
ପାଦଟୀକା
ବ୍ରାଜିଲ672,157,000
ଭାରତ  ଭାରତ285,029,000
ଚୀନ116,251,272
ଥାଇଲାଣ୍ଡ66,816,400
ପାକିସ୍ତାନ50,045,400
ମେକ୍ସିକୋ49,492,700
କଲମ୍ବିଆ38,500,000
ଫିଲିପାଇନସ32,500,000
ଅଷ୍ଟ୍ରେଲିଆ30,284,000
ଆର୍ଜେଣ୍ଟିନା29,000,000
ପୃଥିବୀ1,743,068,525ଖ,ହ
ଖ = FAOଙ୍କ ଅନୁମାନ, ହ = ମୋଟାମୋଟି (ଏହା ସରକାରୀ, ଅର୍ଦ୍ଧ ସରକାରୀ ଅନୁମାନ ହୋଇପାରେ)

ସୌଜନ୍ୟ: Food And Agricultural Organization of United Nations: Economic And Social Department: The Statistical Division

ବ୍ରାଜିଲକୁ ପୃଥିବୀର ଗୁଡ଼ ମାଠିଆ କୁହାଯାଏ କାରଣ ଏହା 2010ରେ 719,157,000 ଟନର ଆଖୁ ଉତ୍ପାଦନ କରି ବିଶ୍ୱ ରେକର୍ଡ କରିଥିଲା। [୧] ଆଖୁ ଉତ୍ପାଦନରେ ଭାରତ ହେଉଛି ପୃଥିବୀରେ ଦ୍ୱିତୀୟ (277,750,000 ଟନ୍) ଓ ଚୀନ ପୃଥିବୀରେ ତୃତୀୟ (111,454,000 ଟନ) ଉତ୍ପାଦନ।

ଆହୁରି ଦେଖନ୍ତୁ

ଆଧାର

ବାହାର ଆଧାର

ଶିଳ୍ପ ସଂସ୍ଥା