ଉଇକିପିଡ଼ିଆ:IRC/02-09-2013

ଏହି IRC ଆଲୋଚନାଟି ଆସନ୍ତା ସୋମ‌ବାର (ସେପ୍ଟେମ୍ବର ୨, ୨୦୧୩) ସନ୍ଧ୍ୟା ୭:୩୦ ରେ ହେବାପାଇଁ ସ୍ଥିର ହୋଇଛି । ଏଥିରେ ଭାଗ ନେବା ପାଇଁ Freenode IRC ରେ #wikipedia-or ରେ ଯୋଗ ଦିଅନ୍ତୁ ।

ଆଲୋଚନାର ବିଷୟବସ୍ତୁ

  • ଆଗରୁ ହୋଇଥିବା ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପର ବିଶ୍ଳେଷଣ ଓ ଆହରିତ ଶିକ୍ଷା
  • ଆଗାମୀ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ବାବଦରେ ଆଲୋଚନା
  • ଓଡ଼ିଆ ଅଭିଧାନରୁ ଓଡ଼ିଆ ଉଇକିଅଭିଧାନ]ର ସମୃଦ୍ଧିକରଣ
  • ଲୀଳାବତୀଙ୍କ କନ୍ୟାଗଣ ଗଣ ସମ୍ପାଦନା ପ୍ରକଳ୍ପ
  • ଏସୀୟ ଦେଶଗୁଡ଼ିକରେ ଥିବା ଉଇକିପିଡ଼ିଆ ପ୍ରକଳ୍ପମାନଙ୍କ ମଧ୍ୟରେ ମିଳିତ ପ୍ରକଳ୍ପ
  • ଚଳିତ ପ୍ରକଳ୍ପମାନଙ୍କର ବିଶ୍ଳେଷଣ ଓ ଆଗାମୀ ଯୋଜନା

ଅଲୋଚନା ଲଗ (Log)


URL irc://freenode/wikipedia-or Mode +cnt Users 8, 1@, 0%, 0+
Topic <none>

  1. wikipedia-or

-->|YOU (subha1) have joined #wikipedia-or
===#wikipedia-or http://or.wikipedia.org
VishnutHello all
subha1ସମସ୍ତଙ୍କୁ ନମସ୍କାର, Hello
sipunhello sir....
|<--MKar has left freenode (Ping timeout: 250 seconds)
VishnutHi
sipunସୁବାସ ସାର ଯୋଗ ଦେଇ ପରିବେନି ........ ତାଙ୍କ ନତୁଣୀ ଦେହ ଖରାପ ସେ ହସ୍ପିଟାଲ ରେ .....
subha1ହଉ ତାହେଲେ
subha1ଆଜିର ଆଲୋଚନାର ବିଷୟବସ୍ତୁ ହେଲା:
subha1☗ ଆଗରୁ ହୋଇଥିବା ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପର ବିଶ୍ଳେଷଣ ଓ ଆହରିତ ଶିକ୍ଷା
subha1☗ ଆଗାମୀ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ବାବଦରେ ଆଲୋଚନା
subha1☗ ଲୀଳାବତୀଙ୍କ କନ୍ୟାଗଣ ଗଣ ସମ୍ପାଦନା ପ୍ରକଳ୍ପ
subha1☗ ଏସୀୟ ଦେଶଗୁଡ଼ିକରେ ଥିବା ଉଇକିପିଡ଼ିଆ ପ୍ରକଳ୍ପମାନଙ୍କ ମଧ୍ୟରେ ମିଳିତ ପ୍ରକଳ୍ପ
subha1☗ ଚଳିତ ପ୍ରକଳ୍ପମାନଙ୍କର ବିଶ୍ଳେଷଣ ଓ ଆଗାମୀ ଯୋଜନା
subha1ଏବେ ଆରମ୍ଭ କରିବା କି ଆଉ କିଛି ସମୟ ଅପେକ୍ଷା କରିବା ବାକିମାନଙ୍କ ପାଇଁ?
sipunକିଛି ସମୟ ଅପେକ୍ଷା କରିବା ..... ମୃତ୍ୟୁଞ୍ଜୟ ଭାଇ କୁଆଡେ ଗଲେ ?
sipunଏବେ ତ ଥିଲେ
GyanaKemiti achhanti samaste ?
Gyanasubha bhai
Gyanamkar bhai thile ebe bodhe offline heigale
subha1han Gyana: bhala achi, tame kemiti acha?
Gyanahan bhala
Gyanaama sachala sabhya mane kahanti ?
Gyanasitiknatha, adityabhai ?
Gyanagorva vai ?
sipunମୁଁ ଅଛି
subha1ଆଚ୍ଛା, ଗୋଟେ ଗୋଟେ କରି ଆଲୋଚନାର ବିଷୟବସ୍ତୁ ସବୁ ଆରମ୍ଭ କରିବା ଆଉ ବାକିମାନେ ଯୋଗଦେଲେ ଅଧିକ କଥା ହେବା, ନାଁ କଣ କହୁଛ sipun, Gyana ଭାଇ?
GyanaIST ta samaste tike pare pahanchibe (Indian Stretcchable time)
subha1
Gyanahan je hele aau jane kie asantu
sipunଆଦିତ୍ୟ ଭାଇ ଅନଲାଇନ ଅଛନ୍ତି ଫେସବୁକ ରେ
Gyanatanku tike daki dia
-->|Aditya (6a42c2ae@gateway/web/freenode/ip.106.66.194.174) has joined #wikipedia-or
sipunଆସିଗଲେ
AdityaHan bhai
Gyanasitikantha tume mrutyunjaya bhainky fb re ping kara se asijibe
sipunହଉ
Gyanasubha bhai ethara alochana arambha karantu
Adityaaau 5 minute apekshaa kariba.. Mruytunjaya Bhai aau Suratha Bhai aasibe...
subha1ଗତ କିଛି ଦିନ ତଳେ ଅଂଶୁମାନ ଭାଇ ମେଟା ପୃଷ୍ଠାରେ ଢେଙ୍କାନାଳ IIMC ରେ ହୋଇଥିବା ଶିକ୍ଷା ପ୍ରକଳ୍ପର ବିଫଳତା ବାବଦରେ କିଛି ମନ୍ତବ୍ୟ ଦେଇଛନ୍ତି: https://meta.wikimedia.org/wiki/Talk:India_Access_To_Knowledge/Work_plan_April_2013_-_June_2014/Odia#Final_discussion_summary
-->|MKar (75cbde47@gateway/web/freenode/ip.117.203.222.71) has joined #wikipedia-or
subha1ଯେଉଁଥିରେ ସେ ଏଥିରେ ଅଧିକ ଲେଖା ହୋଇନାପାରିବା ତ‌ଥା ଅଧିକ ସଂଖ୍ୟକ ଛାତ୍ର ଭାଗ ନ ନେବା ବାବଦରେ ମୋତେ ଦାୟୀ କରିଛନ୍ତି, ମୁଁ ଏଥି ପାଇଁ ଏକାନ୍ତ୍ୟ ବ୍ୟଥିତ
-->|suratha (75c30072@gateway/web/freenode/ip.117.195.0.114) has joined #wikipedia-or
subha1ହଉ, ମୁଁ ସେ ଭିତରେ କିଛି ଲେଖିଦେଉଛି
MKarଜୟ ଜଗନ୍ନାଥ
MKar;
Adityaକିଏ କହିବେ କି ଏଥିରେ କଣ ଅସୁବିଧା ହେଲା ଯେ, ପ୍ରକଳ୍ପ ଟି ସଫଳ ହେଇପାରିଲାନି..
subha1ଜୟ ଜଗନ୍ନାଥ ଭାଇ,
Adityaଜୟ ଜଗନ୍ନାଥ ଭାଇ..
subha1ଓଡ଼ିଆ ଉଇକିପିଡ଼ିଆ ପରିବାରକୁ ମୁଁ ନିଜ ପରିବାର ବୋଲି ଭାବି ସବୁବେଳେ ଯୋଗଦାନ କରିଛି, ଢେଙ୍କାନାଳର ଶିକ୍ଷା ପ୍ରକଳ୍ପରେ ବାକି ଉଇକିଆଳିମାନେ ମଧ୍ୟ ସାମିଲ ଥିଲେ । ଯଦି ସେମାନେ ନିଜ ମନ୍ତବ୍ୟ ଏହି ପୃଷ୍ଠାରେ ଦିଅନ୍ତେ ତେବେ ମଙ୍ଗଳ ହୁଅନ୍ତା: "ଆଗରୁ ହୋଇଥିବା ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପର ବିଶ୍ଳେଷଣ ଓ ଆହରିତ ଶିକ୍ଷା" (https://or.wikipedia.org/s/hfc)
surathaସବୁ ଭାଇମାନଙ୍କୁ ଜୁହାର
subha1suratha ଭାଇ ଜୁହାର
subha1Aditya ଭାଇ, ଏହି ପୃଷ୍ଠାରେ (https://meta.wikimedia.org/wiki/Talk:India_Access_To_Knowledge/Work_plan_April_2013_-_June_2014/Odia#Final_discussion_summary) ପଢ଼ିପାରିବ ଆଲୋଚନା ସବୁ, ସେଥିରେ ଉଲ୍ଲେଖ ଅଛି
MKarସୁରଥ ଭାଇ ଜୁହାର
Gyanamu padhuchhi ansuman bhai bahut ragi jaichhanti laguchhi
-->|s (75cbde47@gateway/web/freenode/ip.117.203.222.71) has joined #wikipedia-or
surathaଅନେକ ଦିନ ପରେ ସମସ୍ତଙ୍କ ସହିତ ମିଶି ବହୁତ ଭଲ ଲାଗୁଛି
subha1ପିଲାଙ୍କର ପରୀକ୍ଷା ପାଖେଇ ଆସୁଥିବାରୁ ପ୍ରକଳ୍ପଟି ଖୁବ କମ ସମୟ ଭିତରେ ସାରିବାକୁ ପଡ଼ିଲା, ତେଣୁ ବିଶେଷ କିଛି କରିହେଲାନାହିଁ । ସେଥିରେ ହୋଇଥିବା ଅସୁବିଧା ଓ ଶିକ୍ଷା ଏହି ପୃଷ୍ଠାରେ ଅଛି, ମୁଁ ତାକୁ ଖୁବ ଶୀଘ୍ର ଓଡ଼ିଆରେ ଅନୁବାଦ କରୁଛି
=-=s is now known as Guest71725
Adityaନିଶ୍ଚୟ.. ବର୍ତ୍ତମାନ ପାଇଁ ଆମେମାନେ ପୁନଃର୍ବାର ସେ ପ୍ରକଳ୍ପକୁ ଆଗକୁ ନେବା ପାଇଁ କିଛି ବିଚାର କରିବା ନା ଆଉ କିଛି..
surathaକେତେ କଣ କାମ ହେଇ ଗଲାଣି ମୁଁ ପଛରେ ଅଛି
Gyanasubha bhai ya mane kan tike kahiba On EP; A2K spent ₹ 80,000 for 8 stubs!
surathaତେବେ ଓଡ଼ିଆ ଅଭିଧାନ ଉପରେ କି କି କାମ ହେଲା ଜାଣିବାକୁ ଚାହୁଁଛି
subha1EP: Education Program
<--|Guest71725 has left #wikipedia-or
subha1Stub = ମୁଣ୍ଡିଆ ଲେଖା
GyanaOhh eita odia wikipedia na pura india pain ?
subha1suratha ଭାଇ ଓଡ଼ିଆ ଅହିଧାନ କ‌ଥାଟା ଏହି ଆଲୋଚନା ପରେ ଆଲୋଚନା କରିବା ।
subha1Aditya ଭାଇ ସେ ସିଦ୍ଧାନ୍ତ ସମସ୍ତେ ନିଅନ୍ତୁ, ମୋ ମୁଣ୍ଡରେ ଠେଙ୍ଗା ପଡ଼ିସାରିଛି
subha1Gyana ଭାଇଓଡ଼ିଆ ପାଇଁ
MKarଢେଙ୍କାନାଳ ଶିକ୍ଷା ପ୍ରକଳ୍ପ ପାଇଁ
surathaଏଇ ଆଲୋଚନାରେ ଟିକେ ବିଳମ୍ବରେ ଯୋଗ ଦେଇଥିବାରୁ ମୁଁ ପ୍ରସଂଗଟିକୁ ଠଉରେଇ ପାରୁନାହିଁ
Adityaସମସ୍ତଙ୍କୁ ଅନୁରୋଧ ଆମେ ସମସ୍ତେ ପ୍ରଥମେ ଗୋଟିଏ ପରେ ଗୋଟିଏ କଥା ଆଲୋଚନା କଲେ ଭଲ ହେବ, ସମସ୍ତେ ଗୋଟେ ଗୋଟେ କଥା କହିଲେ ପୁରା ଘାଣ୍ଟ ତରକାରୀ ହେଇ ଯାଉଛି..
-->|MANOJ (75c9a560@gateway/web/freenode/ip.117.201.165.96) has joined #wikipedia-or
subha1ମୁଁ ସମସ୍ତଙ୍କ ମତ ପାଇଁ ଅପେକ୍ଷା କରିଛି, କିଛି ଦିନ ତଳେ ମୁଁ ଓ ମୃତ୍ୟୁଞ୍ଜୟ ଭାଇ IIMC ଯାଇ ପ୍ରଫେସର ଚାଟ୍ଟାର୍ଜୀଙ୍କୁ ଭେଟିଥିଲୁ, ସେ ହଜ୍ଞ କରିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ପାଇଁ । ଏବେ ଆପଣମାନେ ଖନ୍ତୁ କିପରି ଆମେ ଆଗକୁ ଆଗେଇବା
Gyanasubha bhai mo present re ta AML room rent neithile
surathaହଁ ହଁ ଗୋଟିଏ ଗୋଟିଏ ପ୍ରସଂଗକୁ ନେଇ ଆଲୋଚନା ଚାଲୁ
subha1ଭାଇ, ଢେଙ୍କାନାଳ IIMC ଠାରେ ଓଡ଼ିଆ ଉଇକିପିଡ଼ିଆ ତରଫରୁ ଏକ ଶିକ୍ଷା ପ୍ରକଳ୍ପ କରାଯାଇଥିଲା ନ‌ଭେମ୍ବର ୨୦୧୨ ରୁ ଜାନୁଆରି ୨୦୧୩ ଭିତରେ । ସେଥିରେ ୧୨ ଜଣ ସଭ୍ୟ ପ୍ରସଙ୍ଗ ସମ୍ପାଦନା କରିଥିଲେ । ସେଥିର ଫଳାଫଳକୁ ବିଫଳତା ଭାବରେ ଗ୍ରହଣ କରି ଅଂଶୁମାନ ଭାଇ ମୋତେ ଦାୟୀ କରିଛନ୍ତି । ଶିକ୍ଷା ପ୍ରକଳ୍ପର ସବିଶେଷ: https://or.wikipedia.org/s/hfc
Adityaମୃତ୍ୟୁଞ୍ଜୟ ଭାଇ ଆଉ ଶୁଭ ଭାଇ ଆପଣ ମାନେ ନିଶ୍ଚୟ ଅନୁଭବ କରିଥିବେ ସେ ପ୍ରକଳ୍ପରେ ଅଧିକା ଅସୁବିଧା କଣ ହେଇଥିଲା .. ସେ କଥା ଜାଣିଲେ ଆମେ ଆଉ କିଛି ବିଚାର କରିବା..
subha1ଭାଇ, ଭୁଲ ଲିଙ୍କଟା ଦେଲି, ସେ ଆଗ ଲିଙ୍କରେ ଏହି ପ୍ରକଳ୍ପରୁ ଆହରିତ ଅନୁଭୂତି ଓ ଶିକ୍ଷା ଅଛି, ଶିକ୍ଷା ପ୍ରକଳ୍ପର ସବିଶେଷ ଏଠାରେ ଅଛି: https://or.wikipedia.org/s/gpn
-->|sule (75cbde47@gateway/web/freenode/ip.117.203.222.71) has joined #wikipedia-or
|<--sipun has left freenode (Ping timeout: 250 seconds)
Gyanamrutyunjaya bhai apananka mata kan ?
MKarସେମାନେ ଅନ୍ୟ ଲେଆଉଟରେ ଟାଇପ କରିବାରେ ଅଭ୍ୟସ୍ଥ, ତେଣୁ ସେମାନଙ୍କୁ ଲେଖିବାରେ ବହୁତ ଅସୁବିଧା ହେଇଥିଲା
subha1Aditya ଭାଇ, ମୁଁ ମୋ ଅଭିଜ୍ଞତା ଲେଖିଛି (https://or.wikipedia.org/s/hfc), ମୃତ୍ୟଞ୍ଜୟ ଭାଇ ଏବେ ତମ ଅନୁଭୂତି ଲେଖିଲେ ଭଲ ହୁଅନ୍ତା ।
Adityaଆଉ ମଧ୍ୟ ଆମ ଶିକ୍ଷା ପ୍ରକଳ୍ପର ସମୟରେ ପିଲାଙ୍କର ପରୀକ୍ଷା ସମୟ ପାଖେଇ ଆସୁଥିଲା. ତେଣୁ ଏ ଭୁଲ ଯେପରି ଦ୍ଵିତୀୟ ପର୍ଯ୍ୟାୟରେ ନ ହୁଏ ଧ୍ୟାନ ଦେବାକୁ ପଡିବ..
MKar୨ଟି କର୍ମଶାଳା ବି ଯଥେଷ୍ଟ ନ ଥିଲା
|<--MANOJ has left freenode (Ping timeout: 250 seconds)
subha1Aditya ଭାଇ, ଏକମତ
-->|susovan (b6484cda@gateway/web/freenode/ip.182.72.76.218) has joined #wikipedia-or
subha1susovan ଭାଇ, ପାଛୋଟା
Adityaମୃତ୍ୟୁଞ୍ଜୟ ଭାଇଙ୍କ କହିବା ଅନୁସାରେ ଶୁଭ ଭାଇ କହିବେ କି ସେମାନେ ଲେଖିବା ପାଇଁ ଆମେ ତାଙ୍କ ପାଇଁ ଅନ୍ୟ ଲେଆଉଟ ପ୍ରସ୍ତୁତ କରିପାରିବା କି .. ?
susovannamaskar bhai
MKarକେବଳ ଉଇକି ନିମନ୍ତେ ଆଉଗୋଟେ ଲେଆଉଟ ଶିଖିବାକୁ ଆଗ୍ରହ ଦେଖାଇଲେନି
Adityaଶୁଭ ଭାଇ...
subha1MKar ଭାଇ, ଦୟାକରି ଟିକେ ବିସ୍ତାର କରି କ‌ହିବକି ଏହି ଶିକ୍ଷା ପ୍ରକଳ୍ପର ସ‌ଫଳତା/ବିଫଳତା ବାବଦରେ । ଆମେ ଆଉ ୫ ମିନିଟ ପରେ ଦ୍ୱିତୀୟ ଆଲୋଚନାକୁ ଆଗେଇବା
Adityaସେମାନେ ଲେଖିବା ପାଇଁ ଆମେ ତାଙ୍କ ପାଇଁ ଅନ୍ୟ ଲେଆଉଟ ପ୍ରସ୍ତୁତ କରିପାରିବା କି .. ?
subha1Aditya ଭାଇ, କୁହ
-->|sipunnn (7113d3c8@gateway/web/freenode/ip.113.19.211.200) has joined #wikipedia-or
surathaଲେ ଆଉଟଟିଏ ତିଆରି କରିବା କିଛି ବଡ କଥା ନୁହଁ
subha1ହଁ କରିପାରିବା, ମୁଁ ଆଲୋଚନା ଆରମ୍ଭ କରିଛି: http://goo. gl/SMdMyn
sipunnnକେଉଁ ଲେ ଆଉଟ
MKarଏବର୍ଷ ସେମାନେ ଇନସ୍କ୍ରିପ୍ଟ ରେ ଟାଇପ କରିବେ, ତେଣୁ ଅସୁବିଧା ହେବନି
subha1ଆକୃତି ସମକକ୍ଷ ଆଉ ଏକ ଲେଆଉଟ
sipunnnଆଚ୍ଛା
subha1MKar ଭାଇ, ହଁ, ତେବେ ସମସ୍ତେ ଏ ବର୍ଷ ଶିକ୍ଷା ପ୍ରକଳ୍ପ ଆରମ୍ଭ କରିବାରେ ଏକମତ ନାଁ କାହାର ଭିନ୍ନ ମତ ଅଛି?
Adityaମୃତ୍ୟୁଞ୍ଜୟ ଭାଇ.. ଇନସ୍କ୍ରିପ୍ଟ ରେ ଟାଇପ କରିବେ ଯଦି ଆଉ ବୋଧେ ଅନ୍ୟ ଲେଆଉଟର ଆବଶ୍ୟକ ପଡିବ ନାହିଁ
surathaଇନସ୍କ୍ରିପ୍ଟ ଶିଖି ଯିବାଟା ସବୁଠାରୁ ଭଲ ବିକଳ୍ପ
sipunnnସେଠାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଆଗ୍ରହୀ ଟି ?
MKarସମସ୍ତେ ଭାବିଚିନ୍ତି Meta ପୃଷ୍ଠାରେ ମତ ଦିଅନ୍ତୁ
MKarଶିକ୍ଷକ ଆଗ୍ରହୀ
MKarଛାତ୍ର ଛାତ୍ରୀ ଜଣାପଡିନି
sipunnnକାରଣ ଯଦି ସେମାନେ ଆଗ୍ରହୀ ନୁହନ୍ତି ପୂର୍ବ ଥର ଭଳି କିଛି ଲାଭ ହେବନି ବୋଧେ
subha1ଛାତ୍ରଛାତ୍ରୀମାନେ ଆଗ୍ରହୀ କି ନାଁ କର୍ମଶାଳାଟେ କଲେ ଜଣାପଡ଼ିବ
subha1MKar ଭାଇ, ଆଗାମୀ ସ‌ପ୍ତାହ ବା ନିକଟ ଭବିଷ୍ୟତରେ କେବେ ସମ୍ଭବ ହେବ ଟିକେ କ‌ହିବ କି?
Adityaହଁ ଠିକ କଥା ଶୁଭ ଭାଇ..
sipunnnଠିକ
MKarସମସ୍ତେ ମତ ଦେବାପରେ ଏବର୍ଷର ପ୍ରକଳ୍ପ ବାବଦରେ ନିଷ୍ପତି ନେବା
Adityaଏବେ କିଛି ପରୀକ୍ଷା ନାହିଁ ତ ?
Gyanamate kain laguni sethiru kichhi adhika labha miliba mo mata mu meta page re dei dauchhi
subha1ଜଣେ କେହି ଆଲୋଚନା ସଭାରେ ଏ ବାବଦରେ ଆଲୋଚନାଟେ ଆରମ୍ଭ କରନ୍ତୁ । ସେଠି ସମସ୍ତଙ୍କ ମତ ନେବା ପରେ ଆରମ୍ଭ କରିବା
Adityaମୁଁ ସହମତ ପ୍ରକଳ୍ପ ପାଇଁ...
MKarନା, ଏବେ ପାଠ ଆରମ୍ଭ ହେଲା
subha1Gyana ଭାଇ ଠିକ ଅଛି, ବାକିମାନେ ବି ନିଜ ମତ ଦିଅନ୍ତୁ ମେଟାରେ
Adityaତା ହେଲେ କିଛି ଅସୁବିଧା ହେବନି ଏବେ କର୍ମଶାଳା କଲେ..
subha1ସମସ୍ତଙ୍କ ମତ ପରେ ମୁଁ ଶିକ୍ଷା ପ୍ରକଳ୍ପ ପୃଷ୍ଠାଟି ଆରମ୍ଭ କରିବି ।
sipunnnସୁବାସ ସାର ଆସିଗଲେ ..... ସେ ବୋଧେ ପାରୁନାହାନ୍ତି ..... ତାଙ୍କୁ ଟିକେ କେହି ସାହାଯ୍ୟ କରନ୍ତୁ
subha1ଏବେ ଆମେ ଦ୍ୱିତୀୟ ପ୍ରସଙ୍ଗ "ଲୀଳାବତୀଙ୍କ କନ୍ୟାଗଣ ଗଣ ସମ୍ପାଦନା ପ୍ରକଳ୍ପ" ଆରମ୍ଭ କରିବାକି?
MKarକିନ୍ତୁ ଏବର୍ଷ ଶିକ୍ଷା ପ୍ରକଳ୍ପ କରିବା କି ନା ପ୍ରଥମେ ନିଷ୍ପତ୍ତି ନିଆଯାଉ
MKarଠିକ ଅଛି
sipunnnପ୍ରକଳ୍ପ ସମୟରେ ଯେଉଁ ପ୍ୟାଡ ଦିଆଯାଉଛି ସେଥିରେ ଓଡିଆ ଲେଖା ସିଷ୍ଟମ ପ୍ରିଣ୍ଟ କରିଦେଲେ ଭଲ ହେବ
subha1ହଉ ତାହେଲେ, ସମସ୍ତେ ନିଜର ମତ ଜଣାନ୍ତୁ । ମୋ ମତରେ ଏ ବର୍ଷ ଆମେ ଆର ବର୍ଷ ଅପେକ୍ଷା ଭଲ ସ୍ଥିତିରେ ଅଛେ, ପିଲାମାନେ Inscript ଶିଖିବେ, ତେଣୁ ଅସୁବିଷା ହେବନି । ତାଛଡ଼ା ଏବେ ପାଠ ଆରମ୍ଭ ହୋଇଛି, ତେଣୁ ଆମ ହାତରେ ଅଧିକ ସମୟ ଅଛି
subha1sipunnn ହଁ, ସେଇଟା ଭଲ ମତାମତଟିଏ । ଯୋଡ଼ିଦେବା
subha1ସମସ୍ତେ ନିଜ ନିଜର ସିଦ୍ଧାନ୍ତ ଜଣାନ୍ତୁ ଏବର୍ଷ ଶିକ୍ଷା ପ୍ରକଳ୍ପ କରିବା କି ନା
sipunnnହଁ କରିବା .....
-->|MANOJ (75c5fe64@gateway/web/freenode/ip.117.197.254.100) has joined #wikipedia-or
subha1suratha ଭାଇ, MKar ଭାଇ, Gyana ଭାଇ, Aditya ଭାଇ ନିଜର ସିଦ୍ଧାନ୍ତ ଜଣାନ୍ତୁ
Adityaଏକ ମତ କରିବା..
surathaଏକମତ
MKarମୁଁ ଗତ ଥର ସାମିଲ ଥିଲି, ତେଣୁ ମତ ଦେବା ଠିକ ହେବନି
Gyanamu bhabuchhi besi kichhi labha miliba nahi
Adityaକିନ୍ତୁ ସମୟ ସ୍ଥିର କରିବା ପୂର୍ବରୁ ସମସ୍ତେ ଆଲୋଚନା କରିବା ଯେ କେଉଁ ସମୟରେ ପ୍ରକଳ୍ପ ଆରମ୍ଭ କଲେ ପୁନଃର୍ବାର ଅସୁବିଧା ନ ହେବ ଆଉ ଅଧିକା ୩-୪ ପୁରୁଖା ସଭ୍ୟ ଯୋଗ ଦେଇ ପାରିବେ..
Gyanakarana jete gudie karmashalare samil heluni sethu kichhi bhala output milunahi
subha1ଅଂଶୁମାନ ଭାଇ ଗୋଟେ ଜାଗାରେ ଲେଖିଛନ୍ତି: "I will not allow this to happen" ମୋର ଆଉ ଏକ ପ୍ରଶ୍ନ, ଯେହେତୁ ବିଷ୍ନୁ ବର୍ଦ୍ଧନଙ୍କୁ ଜଣାଯାଇଛି ଯେ ଏହି ଭଳି ପ୍ରତିକୂଳ ପରିସ୍ଥିତିରେ ଶିକ୍ଷା ପ୍ରକଳ୍ପ ଭଳି ଏକ ଦୀର୍ଘ ପ୍ରକଳ୍ପ ଆରମ୍ଭ କରିବା ସୁଚିନ୍ତିତ ନୁହେଁ, ଆପଣମାନେ କଣ ଅନୁଭବ କରୁଛନ୍ତି ।
Adityaନିଶ୍ଚୟ ଲାଭ ହେବ.. ଚେଷ୍ଟା କରି ସଫଳ କରିବାରେ ସମସ୍ତେ ସହଯୋଗ କରନ୍ତୁ...
MKarଏଥର କର୍ମଶାଳାରେ ସାହାଯ୍ୟ କରିବାକୁ ଆଉ କେହି ଆସିପାରିବେ କି?
Gyananua sachala bybaharakari karmashalaru asu nahanti eita heuchhi sata katha
subha1Gyana ଭାଇ, ସାଧାରଣ କର୍ମଶାଳାରେ କେବଳ ଥରୁଟେ ସମସ୍ତେ ଯୋଗ ଦେଇ ଆଉ କେବେ ଭେଟନ୍ତି ନାହିଁ, ଶିକ୍ଷା ପ୍ରକଳ୍ପଟି ପୁରା ଅଲଗା , ତେଣୁ ସାଧାରଣ କର୍ମଶାଳାର ଫଳାଫଳ ସାଙ୍ଗରେ ଶିକ୍ଷା ପ୍ରକଳ୍ପକୁ ତୁଳନା କରିହେବନାହିଁ
MKarଏକ ମତ
sipunnnଜ୍ଞାନ ଭାଇ ଙ୍କ ସହ ମୁଁ ଏକମତ କିନ୍ତୁ ଚେଷ୍ଟା କଲେ ହୁଏତ କେହି ଜଣେ ନୂଆ ଆସିବେ ଓ ସବୁଠୁ ସକ୍ରିୟ ବି ହେବେ .....
Gyanamora bi se bishayara abhigata kam tenu mu se babadare adhika kahiba thik hebani mu bi sikhya prakalpre joga deinahi kebe
Adityaଶୁଭ ଭାଇ ଙ୍କ ସହ ଏକମତ..
-->|Subas_ (7a3281bd@gateway/web/freenode/ip.122.50.129.189) has joined #wikipedia-or
sipunnnପ୍ରକଳ୍ପ କେବଳ ସେଇ ଗୋଟିଏ ଜାଗାରେ କାହିଁକି ଅନ୍ୟ କିଛି ଜାଗାରେ ବି କରାଯାଉ
Gyanajadi samaste ekamata heuchhanti ta ethire asubidha nahi kintu prakalpa arambha kariba purbaru kichhi sthai sahajogi(volunteer) darkar karana semane dedicated hei rahibe prakalp pain pura
subha1ଲୀଳାବତୀଙ୍କ କନ୍ୟାଗଣ ଓ ଓଡ଼ିଆ ଅଭିଧାନ ଗଣ ସମ୍ପାଦନା ପ୍ରକଳ୍ପ ଉପରେ ଏବେ ଆଲୋଚନା ଆରମ୍ଭ କରିବା ନାଁ ସମସ୍ତେ ଆଉ କିଛି ଶିକ୍ଷା ପ୍ରକଳ୍ପ ଉପରେ ଆଲୋଚନା କରିବା ପାଇଁ ଚାହୁଁଛନ୍ତି?
sipunnnଶେଠୀ ବି ହଉ ତା ସହ ଅନ୍ୟ ଜାଗାରେ
Gyanajadi kicchhi bada kam kara jaichhi ta sethi pain kichhi active aau permanent volunteer nija ichhare asantu emiti daka daki hei gala belaku thik heuni kie aji mnahi ta kie kali nahi
subha1ଭାଇ, ନିଶ୍ଚିତ । ଆଉ କେଉଁ କେଉଁ ଜାଗାରେ କରିହେବ ସେ ବାବଦରେ ମତାମତ ଦିଅ । ଆମେ ନିଶ୍ଚିତ ଚେଷ୍ଟାକରିବା ସେମାନଙ୍କ ସ‌ହ ଯୋଗାଯୋଗ କରି ଏ ବାବଦରେ କ‌ଥା ହେବା ପାଇଁ । ଆର ବର୍ଷ AML ପାଇଁ ଚେଷ୍ଟା କରି ହୋଇ‌ପାରିଲା ନାହିଁ
Gyanaaaau documentation teaching ee sabu bhaga bhaga kari dia jau
subha1ଆଗ ଲେଖାଟି ଶିତି ଭାଇଙ୍କ ପାଇଁ ଥିଲା । Gyana ହଁ ସେଇଟା ଭଲ ହେବ ।
Adityaପ୍ରଥମେ ଆମେ ଗୋଟିଏ ସ୍ଥାନରେ ସଫଳ ହେଲେ ଆମକୁ ମଧ୍ୟ ଖୁସି ଲାଗିବ.. ଆଉ ଅନ୍ୟ ସ୍ଥାନରେ କରିବାକୁ ମନବଳ ବଢିବ.. ଏ ପରିସ୍ଥିତିରେ ଗୋଟିଏ ଯାଆ ଠିକ ହେବ ବୋଲି ମୁଁ ଭାବୁଛି ଶିତି ଭାଇ...
Gyanaaau anya bishayare alochana karantu
subha1ଆଗେ ସୁରଥ ଭାଇଙ୍କୁ ଅନୁରୋଧ କରିବି ଓଡ଼ିଆ ଅଭିଧାନ ବାବଦରେ ଆଲୋଚନା ପାଇଁ
sipunnnଠିକ ଅଛି ସେଇଆ ହଉ
VishnutDear Friends apologies for my incapacity to not speak or type in your language
VishnutWanted to share some thoughts before you all leave
VishnutCould I?
MKarwelcome, no problem
surathaଅଭିଧାନର ପ୍ରାରମ୍ଭିକ କାମ କରା ସରିଛି, ଏବେ ସେଥିରେ ସମସ୍ତଙ୍କର ସହଯୋଗ ଦରକାର
sipunnnରେଭେନ୍ସା କି ଉତ୍କଳ ବିଶ୍ଵବିଦ୍ୟାଳୟ କଥା ମୁଁ ଭାବୁଥିଲି
VishnutI see great energy and enthusiasm in all of you.
|<--sule has left freenode (Quit: Page closed)
VishnutMet many of you personally
subha1Vishnut we have decided to have a discussion and know the consensus and decision of others for the education program for this year. Please share your view before we move to the next topic
VishnutPlease give us continuous feedback on everything we do in OR WP
VishnutIncluding EP
MKarସୁରଥ ଭାଇ କେଉଁଭଳି ସହଯୋଗ?
VishnutThis is our plan
surathaପ୍ରାୟ ୨୫,୦୦୦ ଶବ୍ଦ ସମ୍ବଳିତ ଅଭିଧାନଟିଏ ପ୍ରସ୍ତୁତ ହେଲାଣି, ହାଡ଼ କଙ୍କାଳରେ ମାଉଁସ ଲଗାଇବା ଦରକାର, ସମସ୍ତେ ସେଥିରେ କିଛି କିଛି ଶବ୍ଦ ଯୋଗ କଲେ ତାହା ବଢ଼ି ଚାଲିବ
VishnutSo let's ensure periodic review of where we are going with the plans
VishnutWhat is working and what is not working.
Subas_Yes review is required.
VishnutWe will ensure greater transparency from A2K and are fully acvountable to you
VishnutThanks
|<--Gyana has left freenode (Quit: Page closed)
Subas_Sorry, could not join from the beginning.
VishnutLook forward to meeting you all to celebrate the 5k mark on OR WP soon
-->|subha__ (3b5ae87f@gateway/web/freenode/ip.59.90.232.127) has joined #wikipedia-or
MKarsure, may be before 2014
VishnutDefinitely
subha__suratha Bhai nka mata babadare Kehi kahibe kemiti ame Adhika lokanku ethire samil karipariba?
MKarନିଶ୍ଚିତ ଭାବେ ଚେଷ୍ଟା କରିବା
subha1Vishnu, suratha bhai has compiled a dictionary with more than 25000 words, most of which are taken from dictionaries digitized by Srujanika
MANOJITER college re wikipedia workshop pai kichi mata diantu.. date? kie sabu attend kariparibe? And things I should take care of.. ?
Subas_I will attend.
VishnutSuratha splendid work!
subha1some of them are in Public Domain and this could be taken to a school to take content from this dictionary he has compiled and contribute to Odia Wiktionary (https://or.wiktionary.org)
sipunnn@subha ଭାଇ କିଛି preview ଦେଖି ପାରିବୁ...
VishnutLet's do a blog on this and celebrate his marvellous efforts
|<--subha__ has left freenode (Ping timeout: 250 seconds)
MKarITER ରେଯୋଗଦେବାକୁ ଚେଷ୍ଟା କରିବି
surathaଧନ୍ୟବାଦ, ଏହା ଉପରେ ଆହୁରି କାମ ଚାଲୁ ରହିଛି, ଅତି ଶୀଘ୍ର ତାହା ସାମନାକୁ ଆସିବ
sipunnn@MANOJ ମୁଁ ଚେଷ୍ଟା କରିବି ଯଦି ଛୁଟି ଥିବ
subha1ସ୍କୁଲ ପିଲାମାନଙ୍କ ପାଖକୁ ଏ ପ୍ରକଳ୍ପଟି ନେଇ ଆମେ ଓଡ଼ିଆ ଉଇକି ଅଭିଧାଣ୍ଟିକୁ ସମୃଦ୍ଧ କରିପାରିବା , ସମସ୍ତେ ଏ ବାବଦରେ ନିଜର ମତ ଦିଅନ୍ତୁ
sipunnnsuratha bhai କଣ ଏହା docx format re ?
subha1ଉଇକି-ଅଭିଧାନ‌ଟିକୁ*
<--|MANOJ has left #wikipedia-or
suratha1873 Miller (English-Oriya), 1916 Pike-Wilkins (English-Oriya) ଆଦି ଯାହା ସୃଜନିକାଙ୍କଦ୍ୱାରା ଡିଜିଟାଇଜ କରା ଯାଇଛି, ସେଥିରୁ କିଛି କିଛି ଶବ୍ଦ ଯଦି ଆମେ ସଭିଏଁ ଯୋଡ଼ିବା, ଭଲ ଅଭିଧାନଟିଏ ହେବ
surathaଏହା ୟୁନିକୋଡ଼ରେ ହୋଇଥିବାରୁ ଖୋଜିବା ଓ ବ୍ୟବହାର କରିବା ସୁଗମ ହେବ
sipunnnଠିକ ଅଛି
surathaଏହା .odt ଫର୍ମାଟରେ ଏହାକୁ ଅନ୍ୟ ଫର୍ମାଟରେ ମଧ୍ୟ କରିହେବ
MKarସମସ୍ତଙ୍କୁ ପ୍ରଥମେ ଗୋଟିଏ ଗୋଟିଏ ପୃଷ୍ଠାର କାମ ଦିଆଯାଉ
Subas_ନେଟରେ ମିଳିବକି?
|<--Aditya has left freenode (Ping timeout: 250 seconds)
-->|Aditya (6a42eea6@gateway/web/freenode/ip.106.66.238.166) has joined #wikipedia-or
<--|Vishnut has left #wikipedia-or ("AndroIRC")
surathaବର୍ତମାନ ଏହାକୁ ଛଡ଼ା ଯାଇନାହିଁ, ଏହାକୁ ସୁଧିର ପଟେଲ ଭାଇ android deviceରେ ମଧ୍ୟ ଆଣିବାପାଇଁ ଚେଷ୍ଟା କରୁଛନ୍ତି। ପ୍ରଥମେ ଏହା odialanguage.comରେ ଆସିବ
surathaସେଇ କଥା ସମସ୍ତେ ଫର୍ଦେ ଲେଖାଁ କଲେ କେତେ କାମ ସହଜରେ ହେଇଯିବ
Subas_ମୁଁ ଭାବୁଛି ସମସ୍ତେ ସାହାଯ୍ୟ କରିବେ ।
MKarମତେ କେଉଁ ପୃଷ୍ଠାଟି ଦେଲେ ଜଣାଇବେ..
Subas_ସମସ୍ତଙ୍କୁ ଜଣାଇବା ଦରକାର।
surathaତେବେ ପ୍ରଥମେ କେଉଁ ଅଭିଧାନଟି ନେବା ମୋ ମତରେ ଅକ୍ଷର କ୍ରମରେ ଯିବା, ଆଉ ପ୍ରଥମେ Pike Wilkinsରୁ ଆରମ୍ଭ କଲେ ଭଲ ହେବ ବୋଲି ଭାବୁଛି
surathaହଁ ଏ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରି ଦିଆଯିବ
subha1ସମସ୍ତଙ୍କୁ ଆଉଥରେ ଜଣାଇଦେଉଛି, ଆଜିର IRC ଲଗଟି ଏହି ପୃଷ୍ଠାରେ (https://or.wikipedia.org/s/hgj) ଅଛି ।
surathaପ୍ରଥମେ ମୁଁ a ଅକ୍ଷର
surathaକେମିତି କାମକୁ ବାଣ୍ଟିବା ସେ ନେଇ ସମସ୍ତେ ନିଜ ମତ କୁହନ୍ତୁ
subha1ଭାଇ, ଗୋଟେ ପ୍ରକଳ୍ପ ପୃଷ୍ଠା ଆରମ୍ଭ କରି ଏ ବାବଦରେ ଅଧିକ ଆଲୋଚନା ତ‌ଥା କାଅମ-ବିଭାଜନ କଲେ ଭଲ ହେବ
surathaହଁ ହଁ
Subas_ସେଇଟା ଠିକ ହେବ
MKarଠିକ କଥା
surathaତା ହେଲେ ସେମିତି କରାଯାଉ
Adityaସୁଭାସ ସାରଙ୍କୁ ଅନୁରୋଧ ସେ ମଧ୍ୟ ନିଜର ମତାମତ ଦିଅନ୍ତୁ...
Subas_ଅକ୍ଷର ଗୋଟିଏ ଗୋଟିଏ ସମସ୍ତଙ୍କୁ ଦିଆଯାଉ, ବାଣ୍ଟି ଦେଲେ ସୁବିଧା ଦେଖି ସମସ୍ତେ ଲେଖିବେ, କିନ୍ତୁ ବାଣ୍ଟିବା ଦାୟିତ୍ଵଟି କିଏ ନେବ ।
subha1ଉଇକିପ୍ରକଳ୍ପ ଓଡ଼ିଆ ଅଭିଧାନ ନାମରେ ମୁଁ ପୃଷ୍ଠାଟେ ଆରମ୍ଭ କରିଛି, ସମସ୍ତେ ସେଥିରେ ଯାଇ ନିଜର ନାମ ଯୋଡ଼ିବା ସ‌ହିତ ଅଧିକ ତ‌ଥ୍ୟ ଯୋଡ଼ନ୍ତୁ https://or.wikipedia.org/s/hit
Adityaସାର ଆପଣ ଏ ଦାୟିତ୍ଵ ବହନ କରନ୍ତୁ..
surathaପାଇକ ଉଇଲକିନସ ଅଭିଧାନଟି ୭୦୦ ପୃଷ୍ଠାର
Adityaଏ ମୋର ଅନୁରୋଧ ଆପଣଙ୍କୁ.. ଆପଣ ଙ୍କ ତତ୍ତ୍ଵାବଧାନରେ ନିଶ୍ଚିନ୍ତ ସଫଳ ହେବ ଆଉ ସମସ୍ତେ ସହଯୋଗ କରିବେ..
sipunnnଆଚ୍ଛା ଲୀଳାବତୀଙ୍କ ଉପରେ ଆଲୋଚନା ଆରମ୍ଭ ହେଉ ....
surathaତେବେ ଯେହେତୁ ମୁଁ କିଛି କିଛି ଶବ୍ଦ ଆଗରୁ ଯୋଡ଼ି ସାରିଛି, ତେଣୁ କେମିତି କରିବା?
MKarସୁରଥ ଭାଇ ସେ ସଂଯୋଜକ ଦାୟିତ୍ଵ ନିଅନ୍ତୁ, ସୁବାସ ସାର ବର୍ତ୍ତମାନ ଚିକିତ୍ସାପ୍ରକଳ୍ପରେ ବ୍ୟସ୍ତ
Subas_ଏଇଟା ସହଜ କାମ ନୁହେଁ, କାରଣ କେତେ ଲେଖା ହୋଇଗଲାଣି ତାକୁ ଖୋଜିବା କଷ୍ଟ । ଜଣେ କରିବା ସମ୍ଭବ ନୁହେଁ ।
Adityaହଁ ଠିକ କଥା ମୃତ୍ୟୁଞ୍ଜୟ ଭାଇ..
sipunnnମୁଁ ମୃତ୍ୟୁଞ୍ଜୟ ଭାଇଙ୍କ ସହ ଏକମତ
surathaରାଜି କିନ୍ତୁ କଣ କରା ଯିବ କିଛି ଜଣା ନାହିଁ
subha1ସମସ୍ତେ ଉପର ଲିଙ୍କରେ ( https://or.wikipedia.org/s/hit) ଯାଇ ନିଜର ଶବ୍ଦଗୁଚ୍ଛ ତ‌ଥା ନାମ ପ୍ରକଳ୍ପ ପୃଷ୍ଠାରେ ଲେଖନ୍ତୁ ଓ https://or.wikipedia.org/s/hiu କୁ ଯାଇ ନିଜର ମତ ଦିଅନ୍ତୁ ।
subha1ଆମେ ସବୁ କିଛି ନିଜେ କରିପାରିବା ନାହିଁ, ଆଉ ସବୁ ନିଜେ କରିବାକୁ ଚେଷ୍ଟା କଲେ ଆମ ପରିବାରରେ ନୂଆ ସଦସ୍ୟ ବଢ଼ିବାରେ ତାହା କିଛି ସାହାଯ୍ୟ କରିବା ନାହିଁ, ତେଣୁ ଅଧିକ ସ୍କୁଲ ପିଲାଙ୍କୁ ଏଥିରେ ସାମିଲ କରିପାରିବା । ଏଥିପାଇଁ ଆମେ ସ୍କୁଲ ମାନଙ୍କରେ ମାସେ ଦୁଇମାସ ଧରି ୩-୪ ଟି କର୍ମଶାଳା କରିପାରିଲେ ଖୁବ ଅଧିକ ଶବ୍ଦ ଏଥିରେ ଯୋଗ ହୋଇପାରିବ ।
surathaହଁ ଜଣକା ଅତି କମ୍​ରେ ଶହେ ଶବ୍ଦ ନେଇ ଆମେ ଯୋଡ଼ି ପାରିବା
surathaମାନେ ପିଲାମାନଙ୍କୁ ଯୋଡ଼ି ପାରିବେ
subha1ହଁ, କିନ୍ତୁ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ସକ୍ରିୟ ସଭ୍ୟଙ୍କ ଦେଇ କାମଟି ହେବା ନ ହେଉ, ଆମ ପାଇଁ ସବୁଠୁ ବଡ଼ ଅସୁବିଧା ହୋଇଛି ଅଧିକ ନୂଆ ସଭ୍ୟ ଯୋଡ଼ିବା । ଏ ପ୍ରକଳ୍ପଟି ଆମକୁ ସେମିତି କିଛି ନୂଆ ସଭ୍ୟ ଯୋଡ଼ିବାରେ ସାହାଯ୍ୟ କରୁ । ତାସାଙ୍ଗେ ଆମେ ସମସ୍ତେ ମଧ୍ୟ ନିଜେ ଶବ୍ଦ ଯୋଡ଼ିବା ।
surathaଅବଶ୍ୟ
surathaତେବେ ସୁଭ ଦେଇଥିବା ଉପରୋକ୍ତ ଲିଂକରେ ସମସ୍ତେ ନିଜ ନିଜର ନାଆଁ ଯୋଡ଼ନ୍ତୁ ଓ ସେଇ ହିସାବରେ ମୁଁ ଗୋ
Subas_ନିଜେ କରିବା ସହଜ, ସଭ୍ୟ ଯୋଗାଡ କରିବା ଅତୀବ କଷ୍ଟ ।
subha1ବୋଲେ ହୁଁ ଟି
|<--Aditya has left freenode (Ping timeout: 250 seconds)
surathaଟିଏ ଗୋଟିଏ ଅକ୍ଷର ଅପଲୋଡ କରିବି। ସେଥିରେ ନଥିବା ଶବ୍ଦକୁ ଆମେ ପାଇକ ଉଇଲକିନସରୁ ନେବେ
-->|Aditya (6a4217ef@gateway/web/freenode/ip.106.66.23.239) has joined #wikipedia-or
subha1Subas_ sir ହେଲେ ଆମ ପାଇଁ ସେଇ ଅଧିକ ସଭ୍ୟ ଯୋଡ଼ିବାଟି ସବୁଠୁ ବେଶୀ ଲୋଡ଼ା ।
subha1ଆଚ୍ଛା, ଆଉ ବାକି ପ୍ରସଙ୍ଗମାନ ଆଲୋଚନା କରିବା କି ଆଜି ପାଇଁ ସାଙ୍ଗ କରିବା? ୨ ଘଣ୍ଟା ପାଖାପାଖି ହେବାକୁ ବସିଲାଣି
surathaହଁ ମୁଁ ବି ସେଇକଥା ଭାବୁଥିଲି। ଆଜିପାଇଁ ସାଙ୍ଗକଲେ ଭଲ ହେବ।
Subas_ଆଜି ପାଇଁ ବିଦାୟ
surathaସମସ୍ତଙ୍କୁ ଓଳିଗି
Adityaକିଛି ଅସୁବିଧା ହେତୁ ^ କଣ ଆଲୋଚନା ହେଲା ମୁଁ ଜାଣି ପାରିଲିନି..
Adityaହଉ ହଉ.. ଜୟ ଜଗନ୍ନାଥ...
subha1ସମସ୍ତଙ୍କ୍ୁ ଆଉଥରେ ଅନୁରୋଧ, ଶିକ୍ଷା ପ୍ରକଳ୍ପ ବାବଦରେ ଏହି ଲିଙ୍କରେ ନିଜ ମତ ଦେବେ: https://meta.wikimedia.org/wiki/Talk:India_Access_To_Knowledge/Work_plan_April_2013_-_June_2014/Odia#Final_discussion_summary
MKarବିବରଣୀରୁ ଜାଣିପାରିବ
Subas_ଯାହା ଆଲୋଚନା ହେଲା ତାହା କପି ପେଷ୍ଟ କରିଦେଲେ ଭଲ ହେବ ।
subha1ଆଜିର ଆଲୋଚନାର ଲଗ ଏଇଠି ଅଛି Aditya bhai Subas_ sir: https://or.wikipedia.org/s/hgj
        subha1ସମସ୍ତଙ୍କୁ ଓଳଗି, ଜୟ ଜଗନ୍ନାଥ
        Adityaଜୟ ଜଗନ୍ନାଥ
        MKarଜୟ ଜଗନ୍ନାଥ
        subha1Chat log ବନ୍ଦ କଲି ଏଇଠି
subha1ମେଲାଣି