ଋତପର୍ଣ୍ଣା ପଣ୍ଡା

ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି


ଋତପର୍ଣ୍ଣା ପଣ୍ଡା (ଜନ୍ମ: ୭ ମଇ ୧୯୯୯) ଓଡ଼ିଶାରେ ଜନ୍ମିତ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି । ସେ ୨୦୧୮ ଏସିୟାନ ଗେମ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୧][୨][୩] ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ ଗୋପିଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ବାଙ୍ଗାଲୁରୁଠାଅରେ ଅନୁଷ୍ଠିତ ହୋଇଥିବା ଅଖିଳ ଭାରତୀୟ ସିନିୟର ର‍୍ୟାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲେ । ସେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଏମବିଏ ପଢିଛନ୍ତି ।[୪]

ଋତପର୍ଣ୍ଣା ପଣ୍ଡା
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1999-05-07) ୭ ମଇ ୧୯୯୯ (ବୟସ ୨୫)
ନୂଆବଜାର, କଟକ, ଓଡ଼ିଶା, ଭାରତ
ଦେଶଭାରତ
ମହିଳା ଏକଳ ଓ ମିକ୍ସଡ଼ ଡବଲ୍ସ
ସର୍ବୋଚ୍ଚ ରାଙ୍କ166 (WD 28 June 2018)
640 (XD 31 September 2018)
BWF Profile

ସମ୍ମାନ ଓ ପୁରସ୍କାର

ଆଧାର