ଓଡ଼ିଶା ସାହିତ୍ୟ ଏକାଡେମୀ

ଓଡ଼ିଶାର ସାରସ୍ୱତ ଅନୁଷ୍ଠାନ

ଓଡ଼ିଆ: ଓଡ଼ିଶା ସାହିତ୍ୟ ଏକାଡେମି ଏକ ସ୍ୱୟଂଶାସିତ ସାହିତ୍ୟିକ ଅନୁଷ୍ଠାନ । ଏହା ଓଡ଼ିଶା ସରକାର ୧୯୫୭ ମସିହାରେ ଗଠନ କରିଥିଲେ।[୧] । ଏହାର ଲକ୍ଷ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ , ସାହିତ୍ୟ ସମ୍ବନ୍ଧୀୟ କ୍ରିୟାକଳାପଦ୍ୱାରା ଓଡ଼ିଶାର ସାଂସ୍କୃତିକ ଐକ୍ୟ ସୁଦୃଢ କରିବା । [୨] ୧୯୭୦ ମସିହା ଜୁଲାଇ ୨୫ ତାରିଖରେ ସାହିତ୍ୟ ଏକାଡେମୀର ସମ୍ବିଧାନ ପ୍ରଣୟନ କରାଯାଇଥିଲା ଓ ଏହାକୁ ସ୍ୱୟଂଶାସିତ ସଂଗଠନର ମର୍ଯ୍ୟଦା ଦିଆ ଯାଇଥିଲା ।[୩]

ଓଡ଼ିଶା ସାହିତ୍ୟ ଏକାଡେମୀ
ସ୍ଥାପନାଜୁଲାଇ 25, 1957; 66 years ago (1957-୦୭-25)
ସଭାପତିହୃଷୀକେଶ ମଲ୍ଲିକ
ସଚିବପ୍ରବୋଧ କୁମାର ରାଉତ
ୱେବ୍‌ସାଇଟodishasahityaakademi.org/

ଓଡ଼ିଶା ସାହିତ୍ୟ ଏକାଡେମୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ଏହି ସଂସ୍ଥାପନ ନିମ୍ନଲିଖିତ କାର୍ଯ୍ୟକଳାପ  ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ।[୪]

ପୁରସ୍କାର

  • ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର [୫]
  • ସାହିତ୍ୟ ଏକାଡେମୀ ପୁରସ୍କାର
  • ଯୁବ ପ୍ରତିଭା ସମ୍ମାନ
  • ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା

ପ୍ରକାଶନ

ଓଡ଼ିଆ ଲେଖା ଏବଂ ପୁସ୍ତକ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବା ଏକାଡେମୀର ଅନ୍ୟତମ କାର୍ଯ୍ୟ ।

ସାହିତ୍ୟ ପ୍ରୋତ୍ସାହନ

  • ଆଲୋଚନା ଚକ୍ର ଆୟୋଜନ [୬]

ଆଧାର