କୈଥଲ

ଭାରତୀୟ ରାଜ୍ୟ ହରିଆଣା ର ଏକ ନଗର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୈଥଲ
कैथल
ਕੈਥਲ
city
Country India
StateHaryana
DistrictKaithal
Government
 • Member of ParliamentRaj Kumar Saini
 • Member of the Legislative AssemblyRandeep Singh Surjewala
Elevation
250 m (820 ft)
Population
 (2011)[୧]
 • Total୧,୪୪,୯୧୫
Languages
 • OfficialHindi, Punjabi
Time zoneUTC+5:30 (IST)
PIN
136027
Telephone code01746
ଯାନବାହାନ ପଞ୍ଚୀକରଣHR-08,HR-64(for commercial vehicles)
Sex ratio880 ♂/♀
Lok Sabha constituencyKurukshetra
Websitekaithal.nic.in


କୈଥଲ ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର କଇଥଲ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

କୈଥଲ ୨୯.୮୦୧୯ ଉତ୍ତର ଅକ୍ଷାଂଶ ଓ ୭୬.୩୯୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କୈଥଲ ସହରର ମୋଟ ଜନସଂଖ୍ୟା ୩୨୧୨୬ ଅଟେ ।[୩] ସେଥି ମଧ୍ୟରୁ ୫୪.୫୫% ଜଣ ପରୁଷ ହୋଇଥିବା ବେଳେ ୪୫.୪୫% ଜଣ ନାରୀ ଅଟନ୍ତି । କୈଥଲର ସାକ୍ଷରତା ହାର ୫୯.୩୦% ଅଟେ । ଏହା ଜାତୀୟ ହାରଠାରୁ ୫.୫୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୪୩% ପ୍ରତିଶତ ପୁରୁଷ ଓ ୨୩.୮୭% ନାରୀ ଅଟନ୍ତି । ୧୪.୦୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା

ହିନ୍ଦୀ କୈଥଲର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ