ଗ୍ରିସିଓଫଲଭିନ

ଗ୍ରିସିଓଫଲଭିନ (ଇଂରାଜୀ ଭାଷାରେ Griseofulvin) ଏକ କବକରୋଧୀ ଔଷଧ (antifungal medication ଯାହା ଅନେକ ପ୍ରକାରର ଡର୍ମାଟୋଫାଇଟିସ (dermatophytoses) ବା ringworm) ବା ଯାଦୁ ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ । [୧] କ୍ରିମ ଔଷଧଦ୍ୱାରା ଚର୍ମ ଓ ନ‌ଖ ଯାଦୁ (nails) ଭଲ ନ ହେଲେ ଏହି ଔଷଧ ଦିଆଯାଏ ।[୨] ଗ୍ରିସିଓଫଲଭିନ ପାଟିରେ ଦିଆଯାଏ । [୧]

ଗ୍ରିସିଓଫଲଭିନ
Clinical data
Trade namesGris-peg, Grifulvin V, others
AHFS/Drugs.commonograph
MedlinePlusa682295
Pregnancy
category
  • AU: B3
  • US: C (Risk not ruled out)
Routes of
administration
by mouth
ATC code
Legal status
Legal status
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityHighly variable (25 to 70%)
Metabolismliver (demethylation and glucuronidation)
Elimination half-life9–21 hours
Identifiers
IUPAC name
  • (2S,6'R)- 7-chloro- 2',4,6-trimethoxy- 6'-methyl- 3H,4'H-spiro [1-benzofuran- 2,1'-cyclohex[2]ene]- 3,4'-dione
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.004.335 Edit this at Wikidata
Chemical and physical data
FormulaC17H17ClO6
Molar mass352.766 g/mol
3D model (JSmol)
SMILES
  • O=C2c3c(O[C@@]21C(/OC)=C\C(=O)C[C@H]1C)c(Cl)c(OC)cc3OC
InChI
  • InChI=1S/C17H17ClO6/c1-8-5-9(19)6-12(23-4)17(8)16(20)13-10(21-2)7-11(22-3)14(18)15(13)24-17/h6-8H,5H2,1-4H3/t8-,17+/m1/s1 checkY
  • Key:DDUHZTYCFQRHIY-RBHXEPJQSA-N checkY
  (verify)

ଗ୍ରିସିଓଫଲଭିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions), ଅଇ, ତରଳ ଝାଡ଼ା, ମୁଣ୍ଡବଥା, ନିଦ୍ରାସମସ୍ୟା ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ପରଫିରିଆ (porphyria) ଓ ଯକୃତ ଫେଲ (liver failure) ରୋଗରେ ଏହା ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥାରେ ଓ ପୂର୍ବରୁ ଏହି ଔଷଧଦ୍ୱାରା ଶିଶୁର କ୍ଷତି ସାଧନ ହୁଏ ।[୧][୨] କବକର ମାଇଟୋସିସ (mitosis) ପ୍ରଣାଳୀରେ ଏହା ବାଧା ସୃଷ୍ଟି କରେ ।[୧]

ସନ ୧୯୩୯ରେ ଏକ ପ୍ରକାର ପେନିସଲିଅମ (Penicillium) ମୋଲ୍‌ଡରୁ ଗ୍ରିସିଓଫଲଭିନ ଆବିଷ୍କୃତ ହୋଇଥିଲା ।[୩][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୦୫ରୁ ୦.୧୮ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୧୦୦ରୁ ୨୦୦ ଡଲାର ।[୭]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ