ଚଞ୍ଚୂରୀ ପକ୍ଷୀ ଜାତି

ଚଞ୍ଚୂରୀ ଜାତି
ଚଞ୍ଚୂରୀ (Orthotomus sutorius)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ଶ୍ରେଣୀ:ଏଭସ
Order:Passeriformes
Family:Cisticolidae
Genus:Orthotomus
ହର୍ସଫିଲ୍ଡ, 1821
ପ୍ରଜାତି

ଲେଖା ଦେଖିବେ

ଚଞ୍ଚୂରୀ ବା ଦର୍ଜୀ ପକ୍ଷୀ ପ୍ରାୟତଃ ଅର୍ଥୋଟୋମସ ବଂଶର ଏକ ଛୋଟ ପକ୍ଷୀ । ସେମାନଙ୍କୁ ପ୍ରାୟତଃ ଓଲ୍ଡ ୱାର୍ଲ୍ଡ ୱାର୍ଲବର ପରିବାର ସିଲଭିଡେରେ ରଖାଯାଇଥିଲେ ମଧ୍ୟ ନିକଟର ଗବେଷଣାରୁ ଜଣା ଯେ ସେମାନେ ସିଷ୍ଟିକୋଲାଇଡା ଅନ୍ତର୍ଭୁକ୍ତ ଏବଂ ଏହା ଡେଲ୍ ହୋୟୋ ଇତ୍ୟାଦିଙ୍କ ଗବେଷଣା ନିବନ୍ଧରେ ଉଲ୍ଲିଖିତ ।[୧] ଏଥିମଧ୍ୟରୁ ଗୋଟିଏ ପ୍ରଜାତି ପାର୍ବତ୍ୟ ଚଞ୍ଚୂରୀ (ଏବଂ ସେଥିପାଇଁ ଏହାର ସହ ପ୍ରଜାତିଗୁଡ଼ିକ ରୁଫସ-ହେଡ଼ ଚଞ୍ଚୂରୀ) ମଧ୍ୟ ପ୍ରକୃତରେ ଏକ ଓଲ୍ଡ ୱାର୍ଲ୍ଡ ଜାତି ସେଟିଆ ପାଖାପାଖି ।[୨]ସେଗୁଡ଼ିକ ପୁରୁଣା ପୃଥିବୀର କ୍ରାନ୍ତୀୟ ଅଞ୍ଚଳରେ ଏବଂ ମୁଖ୍ୟତଃ ଏସିଆରେ ଦେଖିବାକୁ ମିଳିଥାନ୍ତି ।

ଆଧାର

ଗ୍ରନ୍ଥସମୂହ

  • The New Student's Reference Work/Tailor-Bird
  • Baker, Kevin. Warblers of Europe, Asia and North Africa. (2007). ISBN 0-7136-3971-7
  • Ryan, Peter (2006). Family Cisticolidae (Cisticolas and allies). Pp. 378–492 in del Hoyo, J.; Elliott, A.; Christie, D.A. (editors). (2006). Handbook of the Birds of the World. Volume 11. Old World Flycatchers to Old World Warblers. Lynx Edicions, Barcelona. ISBN 978-84-96553-06-4

ବାହାର ଲିଙ୍କ

*