ଜୟୀରାମ ସାମଲ

ଓଡ଼ିଆ ଅଭିନେତା

ଜୟୀରାମ ସାମଲ ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ।[୧]

ଜୟୀରାମ ସାମଲ
ଜନ୍ମ
କୁମୁଡ଼ା ଜଇପୁର, ମାହାଙ୍ଗା, କଟକ, ଓଡ଼ିଶା
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୭୫-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଜୟୀରାମ ସାମଲ ମାହାଙ୍ଗା ନିକଟବର୍ତ୍ତୀ କୁମୁଡ଼ା ଜଇପୁରଠାରେ ଜନ୍ମ ନେଇଥିଲେ ।[୨]

କଥାଚିତ୍ର ଜୀବନ

୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଜୟୀ, ବର୍ତ୍ତମାନ ସୁଦ୍ଧା ୨୧୭[୩]ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ଛାତି ଚିରି ଦେଲେ ତୁ୨୦୦୮ଏସ. କେ. ମୁରଲିଧରନ୍
ଏ ଯୁଗର କୃଷ୍ଣ ସୁଦାମା୨୦୦୭ହର ପଟ୍ଟନାୟକ
ଧଉଳି ଏକ୍ସପ୍ରେସ୍୨୦୦୭ଚିତ୍ତ ରଞ୍ଜନ ତ୍ରିପାଠୀ
ନାରୀ ନୁହେଁ ତୁ ନାରାୟଣୀ୨୦୦୭ହିମାଂଶୁ ପରିଜା
ଥ୍ୟାଙ୍କ ୟୁ ଭଗବାନ୨୦୦୬ହର ପଟ୍ଟନାୟକ
ପ୍ରେମ ଋତୁ ଆସିଲାରେ୨୦୦୬ସୁଧାଂଶୁ ସାହୁ
ମା’ ଓ ମମତା୧୯୯୯
ଅମର ପ୍ରେମ୧୯୭୬ଗୋପାଳ ଘୋଷ, ପଳାଶ ବାନାର୍ଜୀ
ସିନ୍ଦୂର ବିନ୍ଦୁ୧୯୭୬ଶିଶିର ମିଶ୍ର
କୃଷ୍ଣ ସୁଦାମା୧୯୭୬ନିତାଇ ପାଲିତ
ଯାଯାବର୧୯୭୫ତ୍ରିମୂର୍ତ୍ତି

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ


🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ