ଟ୍ରିପଲ ଏଚ

ପଉଲ ମାଇକଲ୍ ଲେଭେସକ୍ୟୁ [୩] (ଜନ୍ମ ଜୁଲାଇ ୨୭ ୧୯୬୬), [୪] ସେ ନିଜର ଆଖଡା ନାମ ଟ୍ରିପଲ ଏଚ( ପୂର୍ବ ଆଖଡା ନାମ ହଣ୍ଟର ହର୍ସ୍ଟ ହେଲ୍ମସ୍ଲେ) ନାମରେ ଅଧିକ ଜଣାଶୁଣା । ସେ ଜଣେ ଅର୍ଦ୍ଧ ଅବସର ପେଶାଦାର ମଲ୍ଲ ଏବଂ କର୍ପୋରେଟ ଅଧିକାରୀ । ସେ ଡବ୍ଲ୍ୟୁଡବ୍ଲ୍ୟୁଇର ଟାଲେଣ୍ଟ, ଲାଇଭ୍ ଇଭେଣ୍ଟ ଏବଂ କ୍ରିଏଟିଭର ଉପ ସଭାପତି ଅଛନ୍ତି ଏହା ଛଡା ସେ ଏନଏକ୍ସଟିର ଉଦ୍ଭାବକ ତଥା ପ୍ରଜୋଯକ ଏବଂ ହୋମୋନିମ ଟିଭି ଶୃଙ୍ଖଳାର ଆବିଷ୍କାରକ । ସେ ମାକମାହୋନ ପରିବାରରେ ବିବାହ କରିଛନ୍ତି , ଯାହାକି ଡବ୍ଲ୍ୟୁଡବ୍ଲ୍ୟୁଇର ମାଲିକାନାରେ ଅଧିକ ଭାଗର ଅଧିକାରୀ । [୨] ନିଜର କର୍ପୋରେଟ ଭୂମିକା ସହିତ ଲେଭେସକ୍ୟୁ ନିୟମିତ ଭାବରେ ଡବ୍ଲ୍ୟୁଡବ୍ଲ୍ୟୁଇ ଟିଭିରେ ପ୍ରାଧିକାରୀ ଭାବେ ଏବଂ ପେଶାଦାର ମଲ୍ଲ ଭବେ ଦେଖା ଦିଅନ୍ତି ।

ଟ୍ରିପଲ ଏଚ
Triple H in April 2016
ଜନ୍ମ
Paul Michael Levesque

(1969-07-27) ଜୁଲାଇ ୨୭, ୧୯୬୯ (ବୟସ ୫୪)
Nashua, New Hampshire, United States
ବୃତ୍ତି(ସମୂହ)Executive Vice President of Talent, Live Events and Creative for WWE
Professional wrestler
ସକ୍ରିୟ ବର୍ଷ1992–present
ଚାକିରିକ୍ଷେତ୍ରWWE
TitleExecutive Vice President of Talent, Live Events and Creative
(2013–present)
ବୈବାହିକ-ସାଥୀ
Stephanie McMahon
(m. ୨୦୦୩)
ସନ୍ତାନ3
ପରିବାରMcMahon
Professional wrestling career
Ring name(s)Hunter Hearst Helmsley
Jean-Paul Lévesque
Terra Ryzing
Terra Risin'
Terror Rising[୧]
Triple H
Billed height6 ft 4 in (1.93 m)
Billed weight255 lb (116 kg)
Billed fromBoston, Massachusetts
(as Terror Risin'/Terra Ryzing/Terror Rising)
Greenwich, Connecticut
(as Hunter Hearst Helmsley/Triple H)
Sainte-Mere-Eglise, France
(as Jean-Paul Lévesque)
Trained byKiller Kowalski
DebutMarch 24, 1992
ୱେବସାଇଟWWE Corporate Bio

ଆଧାର