ଡିଫାଇବ୍ରୋଟାଇଡ

ଡିଫାଇବ୍ରୋଟାଇଡ, ଡିଫିଟେଲିଓରେ ଏହାର ବିକ୍ରୟ ନାମ, ହେଉଛି, ଏକ ଔଷଧ ଯାହା ଅସ୍ଥି ମଜ୍ଜା ପ୍ରତିରୋପଣ ପରବର୍ତ୍ତୀ ଯକୃତର ଭେନୋ-ଅକ୍ଲୁସିଭ ରୋଗର (veno-occlusive disease) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୬] ଏହାର ବ୍ୟବହାରକୁ ସମର୍ଥନ କରିବାକୁ ଉଚ୍ଚ ମାନର ପ୍ରମାଣ ଅଭାବ ଅଛି ।[୬]

ଡିଫାଇବ୍ରୋଟାଇଡ
Clinical data
Trade namesDefitelio
SynonymsDefibrotide sodium
AHFS/Drugs.commonograph
data
Pregnancy
category
Routes of
administration
Intravenous
Legal status
Legal status
  • AU: S4 (Prescription only) [୧]
  • CA: ℞-only
  • UK: POM (Prescription only) [୪]
  • US: ℞-only [୫]
  • EU: Rx-only [୩]
  • ℞ (Prescription only)
Pharmacokinetic data
Bioavailability58 - 70% by mouth (i.v. and i.m. = 100%)
Elimination half-life< 2 hours[୫]
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଅଇ, ଏବଂ ରକ୍ତସ୍ରାବ ହୋଇପାରେ ।[୩] [୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୫] ରକ୍ତ ଜମାଟରୋଧୀ ଔଷଧ ପାଉଥିବା ଲୋକଙ୍କ ଉପରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ | [୫] ଏହା ଓଲିଗୋନ୍ୟୁକ୍ଲିଓଟାଇଡମାନଙ୍କର ଏକ ମିଶ୍ରଣ ଏବଂ ଏଣ୍ଡୋଥେଲିଆଲ୍ ଜୀବକୋଷ ସକ୍ରିୟତା ହ୍ରାସ କରି କିଛି ଅଂଶରେ କାମ କରେ ବୋଲି ବିଶ୍ୱାସ କରାଯାଏ ।[୪]

୨୦୧୩ ମସିହାରେ ୟୁରୋପରେ, ୨୦୨୬ରେ ଆମେରିକାରେ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଡାକ୍ତରୀ ବ୍ୟବହାର ପାଇଁ ଡିଫାଇବ୍ରୋଟାଇଡ ଅନୁମୋଦିତ ହୋଇଥିଲା ।[୩] [୬] [୧] ଯୁକ୍ତରାଷ୍ଟ୍ରରେ ଏହାର ୨୦୦ ମିଗ୍ରା ବିଶିଷ୍ଟ ୨୫ ମାତ୍ରାର ମୂଲ୍ୟ ପ୍ରାୟ ୧୦,୦୦୦ ଡଲାର ।[୭]

ଆଧାର