ଡୁମୁରିପୁଟ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଡୁମୁରିପୁଟ | |
---|---|
ଗ୍ରାମ | |
ଦେଶ | ଭାରତ |
State | ଓଡ଼ିଶା |
District | କୋରାପୁଟ |
Population (୨୦୧୧) | |
• Total | ୩୭୯ |
Languages | |
• Official | ଓଡ଼ିଆ |
Time zone | UTC+5:30 (IST) |
PIN | ୭୬୪୦୨୧ |
ଡୁମୁରିପୁଟ ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ତହସିଲରେ ଅବସ୍ଥିତ ଏକ ଗ୍ରାମ ଅଟେ । ଏହା ସୁନାବେଡା ସହରଠାରୁ ମାତ୍ର ୨୬ କିଲୋମିଟର ଦୂରରେ ଅବସ୍ଥିତ । [୧]
ଭୂଗୋଳ
ଡୁମୁରିପୁଟର ମୋଟ ଭୌଗୋଳିକ କ୍ଷେତ୍ରଫଳ ୨୨୦. ୫୪ ହେକ୍ଟର୍ ଅଟେ । ନବରଙ୍ଗପୁର ହେଉଛି ଡୁମୁରିପୁଟର ସବୁଠାରୁ ନିକଟତମ ସହର । [୧]
ଜନସଂଖ୍ୟା
୨୦୧୧ ଜନଗଣନା ଅନୁସାରେ ଡୁମୁରିପୁଟର ମୋଟ ଜନସଂଖ୍ୟା ୩୭୯ ଅଟେ । ସେଥି ମଧ୍ୟରୁ ୧୮୯ ଜଣ ପୁରୁଷ ଓ ୧୯୦ ଜଣ ମହିଳା ଅଟନ୍ତି । ଡୁମୁରିପୁଟରେ ୦ରୁ ୬ ବର୍ଷ ମଧ୍ୟରେ ମାତ୍ର ୫୮ ଜଣ ଶିଶୁ ଅଛନ୍ତି ଯାହାକି ମୋଟ ଜନସଂଖ୍ୟାର ୧୫. ୩୦% ଅଟେ ।[୨]
ଅର୍ଥନୀତି ଓ ପର୍ଯ୍ୟଟନ
ଡୁମୁରିପୁଟରେ ଆଣ୍ଠୁଆ ହନୁମାନଙ୍କ ଏକ ବିଶାଳ ମୂର୍ତ୍ତି ରହିଛି ।[୩]ଏହା ଓଡ଼ିଶାର ୨ୟ ବୃହତ୍ତମ ହନୁମାନ ମୂର୍ତ୍ତି ଅଟେ ।[୪]
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ