ତପସ୍ୱିନୀ

ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ ।[୧] ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି ।[୨] 'କରୁଣ ରସ'ରେ ଏହି କାବ୍ୟଟି ରଚିତ ।[୩] [୪] ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।[୫]

ତପସ୍ୱିନୀ  
ଲେଖକଗଙ୍ଗାଧର ମେହେର
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକନାଳନ୍ଦା, ବିନୋଦବିହାରୀ, କଟକ
ପୃଷ୍ଠା୧୬୧

ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।

ଆଧାର