ତେଜସ୍କ୍ରିୟ କ୍ଷୟ

ପ୍ରାକୃତିକ ଭାବେ ମିଳୁଥିବା ଅଧିକାଂଶ ସମସ୍ଥାନିକ ଗୁଡ଼ିକ ସ୍ଥାୟୀ ଅଟନ୍ତି । ଓଜନିଆ ମୌଳିକ ଯଥା ଥାଲିଅମ୍ (Z=୮୧), ସୀସା (Z=୮୨) ଓ ବିସ୍‌ମଥ୍ (Z=୮୩) ଗୁଡ଼ିକର 'କିଛି' ସମସ୍ଥାନିକ ଏବଂ ପୋଲୋନିଅମ୍ (Z=୮୪)ଠାରୁ ଆରମ୍ଭ କରି ତା'ଠାରୁ ଆହୁରି ଅଧିକ ଓଜନିଆ ମୌଳିକ ଗୁଡ଼ିକର 'ସମସ୍ତ' ସମସ୍ଥାନିକ ସ୍ଥାୟୀ ନୁହନ୍ତି (ନିଉକ୍ଲିଅନ୍ ପିଛା ବନ୍ଧନ ଶକ୍ତି ବହୁତ ଦୁର୍ବଳ) ଓ ଏକ ସ୍ଥାୟୀ ନାଭିରେ ପରିଣତ ହେବା ପର୍ଯ୍ୟନ୍ତ ବିକିରଣ କରିଚାଲନ୍ତି । ଏହି ସ୍ୱତଃସ୍ଫୁର୍ତ ବିକିରଣ (Spontaneous disintegration) ପ୍ରକ୍ରିୟାକୁ ତେଜସ୍କ୍ରିୟ କ୍ଷୟ (English: Radioactive decay) କୁହାଯାଏ ।

ଆଲ୍‌ଫା କ୍ଷୟ ତେଜସ୍କ୍ରିୟ କ୍ଷୟର ଏକ ଉଦାହରଣ

ଆଲ୍‌ଫା କ୍ଷୟ

ବିଟା କ୍ଷୟ

ଗାମା ବିକିରଣ

ପଜିଟ୍ରନ୍ କ୍ଷୟ

'କେ' ଅଧିକାର (K capture)

ନ୍ୟୁଟ୍ରନ ବିସର୍ଜନ (neutron emission)

ଟୀକା

ଆଧାର

ଆହୁରି ପଢନ୍ତୁ

ବାହାର ଲିଙ୍କ