ଦେବପ୍ରୟାଗ

ଦେବପ୍ରୟାଗ (Devanagari: देव प्रयाग Deva prayāga) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର । ଏହା ତେହରି ଗରବାଳ ଜିଲାରେ ଅବସ୍ଥିତ ।ଭାରତର ପାଞ୍ଚ-ପ୍ରୟାଗ ମଧ୍ୟରୁ ଏହା ଗୋଟିଏ । ଏଠାରେ ଅଳକାନନ୍ଦା ନଦୀ ସହ ଭାଗିରଥି ନଦୀର ସଂଗମ ହେଇଥାଏ ଓ ମିଳିତ ନଦୀ " ଗଙ୍ଗା " ଭାବରେ ପ୍ରବାହିତ ହେଇଥାଏ । 

ଅଳକାନନ୍ଦା ଓ ଭାଗୀରଥୀର ସଂଗମ ସ୍ଥଳୀ : ଗଙ୍ଗାର ଉପପତ୍ତି ସ୍ଥଳ 
ଦେବପ୍ରୟାଗ
Raghunath temple is visible in the top centre
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictTehri Garhwal
Location
ସ୍ଥାନUttarakhand, India
StateUttarakhand
CountryIndia

ଦୃଶ୍ୟ

ଛାଞ୍ଚ:Panch Prayagଏହା ଏକ ବିଖ୍ୟାତ ହିନ୍ଦୁ ତୀର୍ଥ ସ୍ଥଳୀ । କୁହାଯାଏ ଏଠାରେ ସନ୍ଥ ଦେବଶର୍ମା ତାଙ୍କର ଆଶ୍ରମ ଜୀବନ ବିତଉଥିଲେ ।  .[୧]

"ଦେବପ୍ରୟାଗ" ଅର୍ଥ  "ଦେବତୀୟ ମିଳନ " ବୋଲି ସଂସ୍କୃତରେ କୁହାଯାଇଥାଏ । ଏଠାରେ ଦୁଇ ପବିତ୍ର ନଦୀ ଅଳକାନନ୍ଦା ଓ ଭାଗୀରଥୀ ନଦୀର ମିଳନ ଘଟି ହିନ୍ଦୁ ଧର୍ମର ସର୍ବ ପୁର୍ଣ୍ଯମୟ ନଦୀ ଗଙ୍ଗାର ଉପପନ୍ନ ହେଇଥାଏ । 

ଏଠାରେ ପାର୍ବତ୍ଯ ଇଲାକାରେ ରଘୁନାଥଜୀ ମନ୍ଦିର ରହିଛି । [୨]

ଇତିହାସ

ଭୌଗୋଳିକ ଅବସ୍ଥିତି 

 .

ଜନ ଅବାଦୀ 

Confluence of the Alaknanda (left) and Bhagirathi (right) Rivers to form the Ganges at Devprayag

2001 ଜନଗଣନା[୩] ଅନୁସାରେ ଦେବପ୍ରୟାଗର ଜନସଂଖ୍ୟା  2144 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 77% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ଦେବପ୍ରୟାଗରେ 6 ବର୍ଷରୁ କମ ଆବାଡୀ 13% ଥିଲା ।  

ଗ୍ୟାଲେରି 

ପୁନଶ୍ଚ ଦେଖଣା 

ଆଧାର 

ବାହାର ଲିଙ୍କ 

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ