ନାଇଟ୍ରୋଗ୍ଲିସେରିନ

ନାଇଟ୍ରୋଗ୍ଲିସେରିନ (ଅନ୍ୟ ନାମ ଗ୍ଲିସେରିଲ ଟ୍ରାଇନାଇଟ୍ରେଟ/glyceryl trinitrate ବା GTN) ଏକ ଔଷଧ ଯାହା ହୃଦ୍‌ପାତ, ଉଚ୍ଚ ରକ୍ତଚାପମାନଙ୍କର ଚିକିତ୍ସା ନିମନ୍ତେ ଓ ଆଞ୍ଜାଇନା ପେକ୍ଟୋରିସ (chest pain from not enough blood flow to the heart) ରୋଗର ପ୍ରତିଷେଧ ତ‌ଥା ଚିକିତ୍ସା ନିମନ୍ତେ ବ୍ୟବ‌ହାର ହୁଏ । କୋକେନ (cocaine) ଯୋଗୁ ହେଉଥିବା ଛାତି ଯନ୍ତ୍ରଣା ଓ ହୃଦ୍‌ଘାତ ରୋଗରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହା ଜିଭ ତଳେ ଦିଆଯାଏ, ଚର୍ମରେ ଲଗାଯାଏ ଓ ଶିରାଭ୍ୟନ୍ତରରେ ମଧ୍ୟ ଦିଆଯାଏ । [୧]

ନାଇଟ୍ରୋଗ୍ଲିସେରିନ
Clinical data
Trade namesNitrol, others
AHFS/Drugs.commonograph
MedlinePlusa601086
Pregnancy
category
  • US: C (Risk not ruled out)
Routes of
administration
sublingual, transdermal, by mouth, intravenous
ATC code
Legal status
Legal status
  • AU: S3 (Pharmacist only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability<1%
Metabolismliver (rapid), red blood cells, vascular wall
Elimination half-life3 minutes
ExcretionIn urine, in bile
Identifiers
IUPAC name
  • 1,3-dinitrooxypropan-2-yl nitrate;
    [3-(nitrooxy)-2-[(nitrooxy)methyl]propyl] nitrate
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
ECHA InfoCard100.000.219 Edit this at Wikidata
Chemical and physical data
FormulaC3H5N3O9
Molar mass227.087 g/mol
3D model (JSmol)
SMILES
  • C(C(CO[N+](=O)[O-])O[N+](=O)[O-])O[N+](=O)[O-]
InChI
  • InChI=1S/C3H5N3O9/c7-4(8)13-1-3(15-6(11)12)2-14-5(9)10/h3H,1-2H2 checkY
  • Key:SNIOPGDIGTZGOP-UHFFFAOYSA-N checkY
 ☒NcheckY (what is this?)  (verify)

ନାଇଟ୍ରୋଗ୍ଲିସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା ଓ ନିମ୍ନ ରକ୍ତଚାପ (low blood pressure) ଆଦି ଲକ୍ଷଣ ଦେଖାଯାଏ । ନିମ୍ନ ରକ୍ତଚାପ ସାଂଘାତିକ ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ସିଲଡେନାଫିଲ (sildenafil) ଶ୍ରେଣୀର ଔଷଧ ସ‌ହିତ ଏହା ଦିଆଯାଏନାହିଁ । ନାଇଟ୍ରେଟ (nitrate) ଶ୍ରେଣୀର ଏହି ନାଇଟ୍ରୋଗ୍ଲିସେରିନ ଏକ ସଭ୍ୟ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରକ୍ତନଳୀକୁ ସ୍ଫୀତ (dilating blood vessels) କରି କାମ କରୁଥିବା ବିଶ୍ୱାସ କରାଯାଏ । [୧]

ନାଇଟ୍ରୋଗ୍ଲିସେରିନ ବିଷୟ ସନ ୧୮୪୬ ଭଳି ପ୍ରାକ୍‌କାଳରେ ଲିପିବଦ୍ଧ ହୋଇଥିଲା ଓ ଏହା ଡାକ୍ତରୀ ବ୍ୟବ‌ହାରରେ ସନ ୧୮୭୮ରୁ ଆରମ୍ଭ ହୋଇଥିଲା ।[୨][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଜିଭ ତଳେ ରଖାଯଉଥିବା ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ୦.୦୬ରୁ ୦.୨୨ ଆମେରିକୀୟ ଡଲାର ।[୫] ଏହା ରାସାୟନିକ ବିଷ୍ଫୋଟକ ନାଇଟ୍ରୋଗ୍ଲିସେରିନ (nitroglycerin) ଆକାରରେ ମଧ୍ୟ ବ୍ୟବ‌ହାର କରାଯାଏ ।[୩]

ଆଧାର