ବରପାଲି

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବରପାଲି
ସହର
Country India
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼
Population
 (2001)
 • Total୧୯,୧୫୪
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ସମ୍ବଲପୁରୀ ଶାଢ଼ୀ

ବରପାଲି ,ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ବିଜ୍ଞାପିତ ଅଞ୍ଚଳ । ଏଠାରେ ଓଡ଼ିଶାର ସ୍ୱଭାବ କବି ଗଙ୍ଗାଧର ମେହେର ଜନ୍ମ ଗ୍ରହଣ କରିଥିଲେ ।

ଭୂଗୋଳ

ଇତିହାସ

କବି ଗଙ୍ଗାଧରଙ୍କ ଜନ୍ମସ୍ଥଳୀ

ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ଶିଳ୍ପ

ବରପାଲି ପ୍ରକୃତରେ ବିଶ୍ୱ ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ମୁଖ୍ୟ ବୟାନ କେନ୍ଦ୍ର । ଯଦିଓ ବରଗଡରେ ଜନ୍ମିତ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ପ୍ରଥମ କରି ସମ୍ବଲପୁରୀ ବସ୍ତ୍ରକୁ ଏହାର ଅତୁଲ୍ୟ ରଙ୍ଗ ଓ ଡିଜାଇନ ଦେଇ ତାହାକୁ ଏକ ଶିଳ୍ପ ହିସାବରେ ରୂପ ଦେଇଥିଲେ , ବରପାଲିର ପଦ୍ମଶ୍ରୀ କୁଞ୍ଜବିହାରୀ ମେହେର ସମ୍ବଲପୁରୀ ବସ୍ତ୍ର ପାଇଁ ସୁନ୍ଦର ଡିଜାଇନ ସବୁ ଉଦ୍ଭାବନ କରି ତାକୁ ଆହୁରି ପ୍ରସିଦ୍ଧି ଦେଇଥିଲେ ।

ପର୍ଯ୍ୟଟନ

ଶିକ୍ଷା

ଆଧାର

ବାହାର ତଥ୍ୟ

[୧]