ବିଶ୍ୱ
ଉଭୟ ବସ୍ତୁ ଓ ଶକ୍ତି (matter and energy) ଏହି ବିଶାଳ ବିଶ୍ୱର ସଂରଚନା କରନ୍ତି । ଆମେ ସମସ୍ତେ ଏହାର ଅଂଶ ବିଶେଷ ଅଟୁ । ବିଶ୍ୱର ସଂଜ୍ଞା[୧] ଭିନ୍ନ ଭିନ୍ନ କ୍ଷେତ୍ରରେ ଅଲଗା ଭାବେ ପ୍ରକାଶ କରାଯାଇଥାଏ । ଏହା ପୃଥିବୀ , ସୌରଜଗତ , ସମଗ୍ର ଜୀବଜଗତ , ଛାୟାପଥ , ନକ୍ଷେତ୍ର , ଗ୍ରହାଣୁ ପୁଞ୍ଜର ସମାହାର ।
ଦ୍ୱନ୍ଦ
ବିଶ୍ୱ ଓ ବ୍ରହ୍ମାଣ୍ଡ ଭିତରେ ପାର୍ଥକ୍ୟ ଅଧିକାଂଶ ସମୟରେ ଦ୍ୱନ୍ଦ[୨]ରେ ପକାଇଥାଏ । ଇଂରାଜୀରେ world, ଓଡ଼ିଆରେ ବିଶ୍ୱ ସହ ସବୁ କ୍ଷେତ୍ରରେ ସମାର୍ଥବୋଧକ ନୁହଁ । କିନ୍ତୁ କିଛି ଅନୁବାଦରେ ଏହା ବ୍ୟବହାର କରାଯାଏ । ଅନେକାଂଶରେ ଏହା ଇଂରାଜୀ universe ସହ ସମାନ , କିନ୍ତୁ ସମସ୍ତ କ୍ଷେତ୍ରରେ ନୁହେଁ ।
ଆଧାର
ଅଧିକ ଦେଖନ୍ତୁ
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ