ଭକ୍ତ ଚରଣ ଦାସ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ
(ଭକ୍ତଚରଣ ଦାସରୁ ଲେଉଟି ଆସିଛି)

ଭକ୍ତ ଚରଣ ଦାସ (୧୭୨୯-୧୮୧୩)[୩] ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ ।[୪] ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।[୫] ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[ଆଧାର ଲୋଡ଼ା]

ଭକ୍ତ ଚରଣ ଦାସ
ଜନ୍ମ ଓ ଜନ୍ମସ୍ଥାନବୈରାଗୀ ଚରଣ ପଟ୍ଟନାୟକ
୧୭୨୯
ରାଜସୁନାଖଳା, ନୟାଗଡ଼ [୧]
ମୃତ୍ୟୁ୧୮୧୩
ବୃତ୍ତିକବି
ଭାଷାଓଡ଼ିଆ
ସମୟରୀତି ଯୁଗ
ସାହିତ୍ୟ କୃତିମଥୁରା ମଙ୍ଗଳ, ମନବୋଧ ଚଉତିଶା [୨]

ଆଧାର