ଭାଙ୍କୋମାଇସିନ

ଭାଙ୍କୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ । [୧] ଶିରା ଇଞ୍ଜେକସନ ଆକାରରେ ପ୍ରଥମ ଧାଡ଼ି ଚିକିତ୍ସା ଭାବରେରେ ଏହା ଦିଆଯାଉଥିବା ଜଟିଳ ହୋଇଥିବା ରୋଗମାନଙ୍କ ନାମ ଚର୍ମ ସଂକ୍ରମଣ, ରକ୍ତ ସଂକ୍ରମଣ, ଏଣ୍ଡୋକାର୍ଡ଼ାଇଟିସ, ଅସ୍ଥି-ଗଣ୍ଠି ସଂକ୍ରମଣ ଓ ମେଥିସିଲିନ ପ୍ରତିରୋଧିତ ସ୍ଟାଫିଲୋକୋକସ ଅରିଅସ ସଂକ୍ରମଣ ରୋଗ ସମୂହ ।[୨] ରକ୍ତ ପରୀକ୍ଷା କରି ଏହାର ସଠିକ ଡୋଜ ଦିଆଯାଇପାରେ ।[୩] ଏହି ଔଷଧ ସାଂଘାତିକ କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗରେ ପାଟିରେ ଦିଆଯାଇପାରେ । ପାଟିରେ ଦିଆଯାଉଥିବା ଔଷଧ ଭଲରୂପେ ଅବଶୋଷିତ ହୋଇପାରେ ନାହିଁ । [୧]

Vancomycin INN
Clinical data
Pronunciation/væŋk[invalid input: 'ɵ']ˈms[invalid input: 'ɨ']n/
Trade namesVancocin
AHFS/Drugs.commonograph
MedlinePlusa604038
data
Pregnancy
category
  • AU: B2
  • B (PO) / C (IV)(US)
Routes of
administration
IV, oral
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityNegligible (oral)
MetabolismExcreted unchanged
Elimination half-life4–11 hours (adults)
6-10 days (adults, impaired renal function)
ExcretionRenal
Identifiers
IUPAC name
  • (1S,2R,18R,19R,22S,25R,28R,40S)- 48- {[(2S,3R,4S,5S,6R)- 3- {[(2S,4S,5S,6S)- 4- amino- 5- hydroxy- 4,6- dimethyloxan- 2- yl]oxy}- 4,5- dihydroxy- 6- (hydroxymethyl)oxan- 2- yl]oxy}- 22- (carbamoylmethyl)- 5,15- dichloro- 2,18,32,35,37- pentahydroxy- 19- [(2R)- 4- methyl- 2- (methylamino)pentanamido]- 20,23,26,42,44- pentaoxo- 7,13- dioxa- 21,24,27,41,43- pentaazaoctacyclo[26.14.2.23,6.214,17.18,12.129,33.010,25.034,39]pentaconta- 3,5,8(48),9,11,14,16,29(45),30,32,34,36,38,46,49- pentadecaene- 40- carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.014.338 Edit this at Wikidata
Chemical and physical data
FormulaC66H75Cl2N9O24
Molar mass1449.3 g.mol−1
3D model (JSmol)
SMILES
  • C[C@H]1[C@H]([C@@](C[C@@H](O1)O[C@@H]2[C@H]([C@@H]([C@H](O[C@H]2Oc3c4cc5cc3Oc6ccc(cc6Cl)[C@H]([C@H](C(=O)N[C@H](C(=O)N[C@H]5C(=O)N[C@@H]7c8ccc(c(c8)-c9c(cc(cc9O)O)[C@H](NC(=O)[C@H]([C@@H](c1ccc(c(c1)Cl)O4)O)NC7=O)C(=O)O)O)CC(=O)N)NC(=O)[C@@H](CC(C)C)NC)O)CO)O)O)(C)N)O
InChI
  • InChI=1S/C66H75Cl2N9O24/c1-23(2)12-34(71-5)58(88)76-49-51(83)26-7-10-38(32(67)14-26)97-40-16-28-17-41(55(40)101-65-56(54(86)53(85)42(22-78)99-65)100-44-21-66(4,70)57(87)24(3)96-44)98-39-11-8-27(15-33(39)68)52(84)50-63(93)75-48(64(94)95)31-18-29(79)19-37(81)45(31)30-13-25(6-9-36(30)80)46(60(90)77-50)74-61(91)47(28)73-59(89)35(20-43(69)82)72-62(49)92/h6-11,13-19,23-24,34-35,42,44,46-54,56-57,65,71,78-81,83-87H,12,20-22,70H2,1-5H3,(H2,69,82)(H,72,92)(H,73,89)(H,74,91)(H,75,93)(H,76,88)(H,77,90)(H,94,95)/t24-,34+,35-,42+,44-,46+,47+,48-,49+,50-,51+,52+,53+,54-,56+,57+,65-,66-/m0/s1 checkY
  • Key:MYPYJXKWCTUITO-LYRMYLQWSA-N checkY
  (verify)

ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ ଓ ଆଲର୍ଜି ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା । ବେଳେ ବେଳେ ଶ୍ରବଣ ଅସୁବିଧା, ନିମ୍ନ ରକ୍ତଚାପ ଓ ଅସ୍ଥିମଜ୍ଜା ଦମନ ଭଳି ପ୍ରତିକ୍ରିୟା ହୁଏ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନ ହେଲେ ମଧ୍ୟ କୌଣସି କ୍ଷତି ହେବାର ପ୍ରମାଣ ମିଳିନାହିଁ, [୧][୪]ସ୍ତନ୍ୟପାନରେ ଏହା ନିରାପଦ ଥିବା ସମ୍ଭାବନା ଅଧିକ । [୫] ଏହା ଏକ ପ୍ରକାର ଗ୍ଲାଇକୋପେପ୍‌ଟାଇଡ ଆଣ୍ଟିବାୟୋଟିକ ଯାହା ଜୀବକୋଷ କାନ୍ଥ ତିଆରିକୁ ପ୍ରତିହତ କରେ ।[୧]

ସନ ୧୯୫୪ରେ ପ୍ରଥମେ ଭାଙ୍କୋମାଇସିନ ବିକ୍ରି ଆରମ୍ଭ ହୋଇଥିଲା । [୬] > ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୩] ଶୀରା ଇଞ୍ଜେକସନର ଡୋଜପିଛା ହୋଲସେଲ ମୂଲ୍ୟ ପ୍ରାୟ ୧.୭୦ରୁ ୬.୦୦ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଶୀରାଇଞ୍ଜେକସନ ଅପେକ୍ଷା ପାଟିରେ ଦିଆଯିବା ପିଲ ଅଧିକ ଦାମ ପଡ଼େ । [୧] ଖର୍ଚ୍ଚ କମେଇବା ପାଇଁ କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସରେ ଇଞ୍ଜେକସନ ଔଷଧକୁ ପାଟିରେ ଦିଆଯାଇପାରେ । [୯] ମାଟିରେ ଥିବା ଆମିକୋଲାଟପସିସ ଓରିଏଣ୍ଟାଲିସ ଜୀବାଣୁ ଭାଙ୍କୋମାଇସିନ ତିଆରି କରେ । [୧]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ