ଭୌଗଳିକ ଦିଗବାରେଣି

ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।[୧]

ପୃଥିବୀ ମାନଚିତ୍ରରେ ଅକ୍ଷାଂଶ (ଭୂସମାନ୍ତରାଳ) ଓ ଦ୍ରାଘିମା (ସିଧା) ଦେଖାଯାଇଛି, Eckert VI ପ୍ରଜେକସନ; ବଡ଼ ଭାଗ (ପି.ଡି.ଏଫ, ୩.୧୨ ଏମ.ବି)

ଦ୍ରଷ୍ଟବ୍ୟ

ଅଧିକ ତଥ୍ୟ