ମଦନମୋହନ ମିଶ୍ର
ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ
ମଦନମୋହନ ମିଶ୍ର (୧୩ ମାର୍ଚ୍ଚ ୧୯୩୪ - ୨ ଡିସେମ୍ବର, ୨୦୧୪), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା ସହିତ ଓଡ଼ିଆ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଅନୁବାଦ ସାହିତ୍ୟରେ, ସେ ନିଜର ବହୁ ଅବଦାନ ଛାଡିଯାଇଛନ୍ତି ।
ମଦନମୋହନ ମିଶ୍ର | |
---|---|
ଜନ୍ମ | |
ମୃତ୍ୟୁ | ୨ ଡିସେମ୍ବର ୨୦୧୪ ବାଣପୁର, ଖୋର୍ଦ୍ଧା | (ବୟସ ୮୦)
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ |
ସନ୍ତାନ | ସମ୍ବିତ ମିଶ୍ର, ସଚ୍ଚିତ ମିଶ୍ର, ଚିନ୍ମୟୀ ଷଢଙ୍ଗୀ, ହିରନ୍ମୟୀ ମିଶ୍ର[୧] |
ମଦନମୋହନ, ବାଣପୁର ନିକଟସ୍ଥ ଅଚ୍ୟୁତରାଜପୁର ଶାସନରେ ୧୯୩୪ ମସିହା ମାର୍ଚ୍ଚ ୧୩ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା ସହିତ, ସେ ଶିକ୍ଷାବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି କାର୍ଯ୍ୟକରିଛନ୍ତି । ୨୦୧୪ ମସିହା ଡିସେମ୍ବର ୦୨ ତାରିଖରେ ବାଣପୁରସ୍ଥିତ ନିଜ ବାସଭବନରେ ସେ ଇହଲିଳା ସମ୍ବରଣ କରିଛନ୍ତି ।
ରଚନାବଳୀ
- କାଳବେଳା
- ଅସମାପିକା
- ବହ୍ନିବଳୟ
- ଋତୁପର୍ଣ୍ଣା - ୨୦୦୪
- ସଂଗ୍ରାମୀ
- ପଥେର ଦାବି (ଶରତଚନ୍ଦ୍ରଙ୍କ ପୁସ୍ତକର ଓଡ଼ିଆରେ ଅନୁବାଦ)
- ଶେଷପ୍ରଶ୍ନ (ଶରତଚନ୍ଦ୍ରଙ୍କ ପୁସ୍ତକର ଓଡ଼ିଆରେ ଅନୁବାଦ)[୨]
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବହ୍ନିବଳୟ ନିମନ୍ତେ) - ୧୯୮୯
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ