ମୀରା କୁମାର

ଭାରତୀୟ ରାଜନୀତିଜ୍ଞ

ମୀରା କୁମାର ଜଣେ ଭାରତୀୟ ରାଜନେତା ଏବଂ ଲୋକ ସଭାକୁ ପାଞ୍ଚ ଥର ନିର୍ବାଚିତ ହୋଇଥିବା ସାଂସଦ । ମୀରା କୁମାର ବିନା ପ୍ରତିଦ୍ୱନ୍ଦୀତାରେ ଭାରତର ପ୍ରଥମ ମହିଳା ବାଚସ୍ପତି ହିସାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪-୨୦୧୪ ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ ।[୧][୨]

ମୀରା କୁମାର
ବାଚସ୍ପତି
କାର୍ଯ୍ୟକାଳ
୪ ଜୁନ ୨୦୦୯ – ୧୮ ମଇ ୨୦୧୪
ପୂର୍ବ ଅଧିକାରୀସୋମନାଥ ଚାଟର୍ଜୀ
ପର ଅଧିକାରୀସୁମିତ୍ରା ମହାଜନ
ସଦସ୍ୟ: ୧୪ଶ ଓ ୧୫ଶ ଲୋକ ସଭା
କାର୍ଯ୍ୟକାଳ
୧୦ମଇ ୨୦୦୪ – ୧୨ ମଇ ୨୦୧୪
ପୂର୍ବ ଅଧିକାରୀମୁନି ଲାଲ
ପର ଅଧିକାରୀଛେଦୀ ପାସ୍ୱନ
ନିର୍ବାଚନ ମଣ୍ଡଳୀସାସାରାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-03-31) ୩୧ ମାର୍ଚ୍ଚ ୧୯୪୫ (ବୟସ ୭୯)
ପାଟନା, ଭାରତ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀମଞ୍ଜୁଲ କୁମାର
ସନ୍ତାନ୧ ପୁଅ
୨ ଝିଅ
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ

ସେ ପେସାରେ ଜଣେ ଓକିଲ ଏବଂ ପୁର୍ବ ରାଜନୟୀକ ଅଟନ୍ତି। ୧୫ଶ ଲୋକ ସଭାରେ ସଦସ୍ୟ ହେବା ପୁର୍ବରୁ ସେ ୮ମ, ୧୧ଶ, ୧୨ଶ ଓ ୧୪ଶ ଲୋକ ସଭାର ମଧ୍ୟ ସଦସ୍ୟ ଥିଲେ । କୁମାର (୨୦୦୪-୨୦୦୯) ଯାଏଁ ମନମୋହନ ସିଂହଙ୍କ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରାଳୟରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।.[୩][୪][୫]

ଜୀବନ

ମୀରା କୁମାରଙ୍କ ଜନ୍ମ ବିହାରର ପଟନାରେ ହୋଇଥିଲା । ବାପା ବାବୁ ଜଗଜୀବନ ରାମ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଜଣେ ପ୍ରମୁଖ ଦଳୀତ ନେତା ଥିଲେ ଏବଂ ମାଆ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପ୍ରାରମ୍ଭିକ ଶିକ୍ଷା ୱେଲହାମ ମହିଳା ବିଦ୍ୟାଳୟରେ ହୋଇଥିଲା ଓ ପରେ ସେ ମାହାରାଣି ଗାୟତ୍ରୀ ଦେବୀ ମହିଳା ବିଦ୍ୟାଳୟକୁ ଯାଇଥିଲେ । ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳରୁ ଓକିଲାତି ସ୍ନାତୋକତ୍ତର ପାଇବା ପ୍ରାପ୍ତ କରିଥିଲେ। ୨୦୧୦ ମସିହାରେ ବନସ୍ପତି ବିଦ୍ୟାପୀଠରୁ ଡାକ୍ତରିକତା ପାଇଥିଲେ।[୬][୭]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ