ମେଇ ଯେମିସନ

ମେଇ ଯେମିସନ ହେଉଛନ୍ତି ଜଣେ ଆମେରିକୀୟ ଇଂଜିନିଅର, ପଦାର୍ଥ ବିଜ୍ଞାନୀ ଏବଂ ନାସାର ମହାକାଶ ବିଜ୍ଞାନୀ । ସେ ୧୯୫୬ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସେପ୍ଟେମ୍ପେର ୧୨, ୧୯୯୨ରେ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଥିଲେ। ସେ ଥିଲେ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ଯିଏ କି ମହାକାଶ ଯାତ୍ରା କରିଥିଲେ ।ସେ ୧୯୯୩ରେ ନାସାରୁ ଇସ୍ତଫା ଦେ ଗୋଟେ କମ୍ପାନୀରେ ଦୈନଦିନ ଜୀବନ ବିଷୟରେ ଗବେଷଣା କଲେ । ସେ ମଧ୍ୟ ଅନେକ ସମୟରେ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିବାର ଦେଖା ଯାଇଛି। ତାଙ୍କୁ star trek:the next generation ଚଳଚ୍ଚିତ୍ରର ଏକ ଅଧ୍ୟାୟରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ୧୦୦ year starship ସଂଗଠନର ଅଧ୍ୟକ୍ଷ ଅଟନ୍ତି।

Mae C. Jemison
Jemison in July 1992
NASA Astronaut
ଜାତୀୟତାAmerican
StatusRetired
ଜନ୍ମ (1956-10-17) ଅକ୍ଟୋବର ୧୭, ୧୯୫୬ (ବୟସ ୬୭)
Decatur, Alabama, U.S.
ଅନ୍ୟ ଜୀବିକାPhysician
College professor
Time in space190 h 30 min 23 s
Selection1987 NASA Group
ଅଭିଯାନSTS-47
Mission insigniaSTS-47

ପ୍ରାରମ୍ଭିକ ଜୀବନ

ମେଇ କାରୋଲ ଯେମିସନ ଆସିକ୍ତବର ୧୭ ୧୯୫୬ ମସିହାରେ ଅଲବମାର ଦେକଟୁର ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ।ସେ ଚାର୍ଲି ଯେମିସନ ଆଉ ଦୋରଥୀ ଗ୍ରୀନ ଙ୍କର ସଭା ସାନ ଝିଅ ଥିଲେ ।ତାଙ୍କର ପିତା ଥିଲେ ଏକ ଅନଥାଶ୍ରମର ପର୍ଯ୍ୟବେକ୍ଷଣକାରୀ ଏବଂ ତାଙ୍କ ମାତା ସିକାଗୋର ବୀଥୋବେନ ପ୍ରାଇମେରୀ ସ୍କୁଲର ଜଣେ ଇଂରାଜୀ ଏବଂ ଗଣିତ ଶିକ୍ଷୟତ୍ରୀ ।

ଯେତେବେଳେ ଯେମିସନ ୩ ବର୍ଷର ହୋଇଥିଲେ ତାଙ୍କର ପରିବାର ସେତେବେଳେ ସିକାଗୋର ଇଲ୍ଲିନୋଇସ ନାମକ ସ୍ଥାନକୁ ଉନ୍ନତ ଶିକ୍ଷା ଓ ଭଲ ଚାକିରୀ ପାଇବା ପାଇଁ ଚାଲି ଆସିଥିଲେ ।

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ