ମେପ୍ରୋବାମେଟ

ଏକ ଔଷଧ ଯାହା ଉଦ୍‌ବେଗ ବାତ, ଏବଂ ପ୍ରଶାନ୍ତି ପାଇଁ ବ୍ୟବହୃତ ହୁଏ ।

ମେପ୍ରୋବାମେଟ, ଏକ ବେପାର ନାମ ମିଲଟାଉନ, ହେଉଛି ଏକ ଔଷଧ ଯାହା ଉଦ୍‌ବେଗ ବାତ, ଏବଂ ପ୍ରଶାନ୍ତି ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ।[୧] ଔଷଧର ସ୍ୱଳ୍ପ ମିଆଦି ବ୍ୟବହାରକୁ ସମର୍ଥନ କରାଯାଏ ।[୧]

ମେପ୍ରୋବାମେଟ
Clinical data
Trade namesMiltown, Equanil, Meprospan, others
AHFS/Drugs.commonograph
MedlinePlusa682077
Pregnancy
category
  • AU: C
  • US: D (Evidence of risk)
Routes of
administration
By mouth
Legal status
Legal status
  • AU: S4 (Prescription only)
  • CA: Schedule IV
  • DE: Anlage II (Prohibited)
  • US: Schedule IV
Pharmacokinetic data
Bioavailability?
MetabolismLiver
Onset of actionWithin an hour[୧]
Elimination half-life10 hours
ExcretionKidney
Identifiers
IUPAC name
  • [2-(carbamoyloxymethyl)-2-methyl-pentyl] carbamate
ECHA InfoCard100.000.306 Edit this at Wikidata
Chemical and physical data
FormulaC9H18N2O4
Molar mass218.250
3D model (JSmol)
Density1.229 g/cm3
Melting point105 to 106 °C (221 to 223 °F)
Boiling point200 °C (392 °F) to 210 °C (410 °F)
SMILES
  • O=C(N)OCC(C)(CCC)COC(N)=O
InChI
  • InChI=1S/C9H18N2O4/c1-3-4-9(2,5-14-7(10)12)6-15-8(11)13/h3-6H2,1-2H3,(H2,10,12)(H2,11,13) checkY
  • Key:NPPQSCRMBWNHMW-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଛାତି ଧଡ଼ଧଡ଼ ହେବା, ନିମ୍ନ ରକ୍ତଚାପ, ନିଦ୍ରାଳୁ, ଦୁର୍ବଳ ସମନ୍ୱୟ ଏବଂ ଆପ୍ଲାଷ୍ଟିକ୍ ରକ୍ତହୀନତା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ କାର୍ବାମେଟ୍ ଶ୍ରେଣୀର ଔଷଧ ।[୨]

୧୯୦୫ ମସିହାରେ ଚିକିତ୍ସା ବ୍ୟବହାର ନିମନ୍ତେ ମେପ୍ରୋବାମେଟ ଆବିଷ୍କୃତ ହୋଇଥିଲା ।[୩] ୟୁରୋପରେ ଏହାର ଅନୁମୋଦନ ୨୦୧୨ ମସିହାରେ ପ୍ରତ୍ୟାହାର କରାଯାଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ବ୍ୟବ‌ହାର ନିମନ୍ତେ ମାସକୁ ପ୍ରାୟ ୧୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଜ୍ୟରେ ଏହା କେବଳ ସ୍ୱତନ୍ତ୍ର ଅର୍ଡରଦ୍ୱାରା ଉପଲବ୍ଧ ହୁଏ ଏବଂ ଏହା କମ୍ ଉପଯୁକ୍ତ ଔଷଧ ବୋଲି ଧରାଯାଏ ।[୬]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ