ରେଢ଼ାଖୋଲ
ସମ୍ବଲପୁର ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ
ରେଢ଼ାଖୋଲ ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଏକ ସହର ଓ ବିଜ୍ଞାପିତ ଅଞ୍ଚଳ ।
ରେଢ଼ାଖୋଲ Rairakhol | |
— ସହର — | |
ଦିଗବାରେଣି | 20°40′0″N 84°20′0″E / 20.66667°N 84.33333°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ସମ୍ବଲପୁର |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ଭୂଗୋଳ
ରେଢ଼ାଖୋଲ 21°04′N 84°21′E / 21.07°N 84.35°Eଠାରେ ଅବସ୍ଥିତ[୧] ସମୁଦ୍ର ପତ୍ତନଠାରୁ ଏହାର ହାରାହାରି ଉଚ୍ଚତା 182 m (597 ft) ।
ଇତିହାସ
ବ୍ରିଟିଶ ଶାସନ କାଳରେ ରେଢ଼ାଖୋଲ ପୂର୍ବର ରାଜକୀୟ ରାଜ୍ୟ ରେଢ଼ାଖୋଲ ରାଜ୍ୟର ରାଜଧାନୀ ଥିଲା । ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବାମଣ୍ଡାର ଏକ ସାମନ୍ତବାଦୀ ରାଜ୍ୟ ମଧ୍ୟ ଥିଲା ।[୨][୩]
ଦର୍ଶନୀୟ ସ୍ଥାନ
୧-ପଞ୍ଚଖଣ୍ଡା ଦେବୀ୨-ଭୀମଭୋଇ ସ୍ମୃତିପୀଠ (କନ୍ଧରା)
ଆଧାର
ବାହାର ଲିଙ୍କ
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ