ଶିଳା ଦେବୀ ମନ୍ଦିର

ଶିଳା ଦେବୀ (Hindi: शिला देवी) ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁରରେ ଥିବା ଆମେର ଦୁର୍ଗରେ ଥିବା ପ୍ରସିଦ୍ଧ ମାଁ ଦୁର୍ଗ ମନ୍ଦିର । ମହାରାଜା ମାନ ସିଂହ ତାଙ୍କୁ ଜେସୋର ( ବର୍ତ୍ତମାନ ବାଂଲା ଦେଶରେ )ରୁ ଆଣି 1604 ମସିହାରେ ସ୍ଥାପନ କରିଥିଲେ ।[୧] ନବରାତ୍ର ସମୟରେ ଷଷ୍ଠ ଦିନରେ ମାଁ ଶିଳା ଦେବୀଙ୍କ ସ୍ୱତନ୍ତ୍ର ଆରାଧନା ହେଇଥାଏ । I ସେହି ସମୟରେ ମନ୍ଦିରକୁ ସ୍ଥାନୀୟ ଓ ବାହାରୁ ବହୁତ ଭକ୍ତ ଆସିଥାଆନ୍ତି । 

ଶିଳା ଦେବୀ ମନ୍ଦିରରେ ନବଦୁର୍ଗାଙ୍କ ମୂର୍ତି ସବୁ 

ଲୋକ କଥା ଅନୁସାରେ ଦୁର୍ଗାପୁରର ସୁସାଙ୍ଗ ରାଜପରିବାର ଯେଉଁ ପ୍ରସ୍ତର ଖଣ୍ଡରେ ଦଶଭୁଜାଙ୍କ ମୂର୍ତିର ନିର୍ମାଣ କରେଇ ଥିଲେ ସେହି ପ୍ରସ୍ତରର ଅଂଶରୁ ଏହି ମୂର୍ତି ମଧ୍ୟ କରାଯାଇଥିଲା । ସେହି ଦଶଭୁଜା ଦୁର୍ଗଙ୍କ ମୂର୍ତି ମଧ୍ୟ ସୁସାଙ୍ଗ ରାଜପରିବାରରୁ ଚୋରୀ ହେଇଯାଇଥିଲା । 

ଇତିହାସ 

ଷୋଡଶ ଶତାବ୍ଦୀର ଅନ୍ତିମ ଭାଗରେ ମହାରାଜା ମାନସିଂହ ବଙ୍ଗ ରାଜ୍ୟର ରାଜା ପ୍ରତାପଦିତ୍ୟଙ୍କଠାରୁ ଏହି ମୂର୍ତି ଆଣିବା ସମୟରେ ମହାରାଜା ମାନସିଂହ ରାଜା କେଦାରଙ୍କଠାରୁ ଯୁଦ୍ଧରେ ପରାଜିତ ହେଇଥିବାରୁ ମାଁ କାଲୀଙ୍କୁ ଆରାଧନା କରି ତପସ୍ୟା କରିଥିଲେ ଓ ତାଙ୍କର ଆଶୀର୍ବାଦ ଲାଭ କରିଥିଲେ । ତେଣୁ ସେ ଶିଳା ଆକାରରେ ଆଣି ତାକୁ ମୂର୍ତି ତିଆରି କରି ମନ୍ଦିରରେ ସ୍ଥାପନ କରିଥିଲେ । ତେଣୁ ଦେବୀଙ୍କ ନାମ ଶିଳା ଦେବୀ ରଖା ଯାଇଥିଲା । 

References

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ