ସିଙ୍ଗରାଉଲି

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Singrauli
सिंगरौली
City
Nickname: 
Energy capital of India
Country India
StateMadhya Pradesh
DistrictSingrauli (Waidhan)
District HeadquarterWaidhan
Commissionaire/DivisionRewa
Government
 • Typemunicipal
Area
 • ସମୁଦାୟ2,200 km2 (800 sq mi)
Languages
 • OfficialHindi, Bagheli, English
Time zoneUTC+5:30 (IST)
PIN
486886
Telephone code07805
ଯାନବାହାନ ପଞ୍ଚୀକରଣMP-66
Websitewww.singrauli.nic.in


ସିଙ୍ଗରାଉଲି ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିଙ୍ଗରାଉଲି ସହରର ମୋଟ ଜନସଂଖ୍ୟା ୧୮୫୫୮୦ ଅଟେ ।[୧] ସେଥି ମଧ୍ୟରୁ ୫୪.୦୭% ଜଣ ପରୁଷ ହୋଇଥିବା ବେଳେ ୪୫.୯୩% ଜଣ ନାରୀ ଅଟନ୍ତି । ସିଙ୍ଗରାଉଲିର ସାକ୍ଷରତା ହାର ୫୮.୯୭% ଅଟେ । ଏହା ଜାତୀୟ ହାରଠାରୁ ୫.୮୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୬୬% ପ୍ରତିଶତ ପୁରୁଷ ଓ ୨୧.୩୧% ନାରୀ ଅଟନ୍ତି । ୧୭.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା

ହିନ୍ଦୀ ସିଙ୍ଗରାଉଲିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ