ସୋର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ସୋର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର |
ଲୋକ ସଭା | ଭଦ୍ରକ |
ଭାଷା | ଓଡ଼ିଆ |
Elevation | 3 m (10 ft) |
Population (୨୦୧୧) | |
• Total | ୨୭,୭୯୪ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୬୦୪୫[୧] |
Area code | +୦୬୭୮୮ |
ଯାନବାହାନ ପଞ୍ଚୀକରଣ | OR/01 |
ସୋର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହା ବାଲେଶ୍ୱର ଜିଲ୍ଲାର ୭ଟି ତହସିଲ ମଧ୍ୟରୁ ଗୋଟିଏ, ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ପଞ୍ଚାୟତ ସମିତି ।
ଅବସ୍ଥାନ
ଏହା ୫ ନମ୍ବର ଜାତୀୟ ରାଜପଥ ବା ଜଗନ୍ନାଥ ସଡ଼କ ନିକଟରେ କଲିକତାରୁ ଚେନ୍ନାଇ ଯିବା ରାସ୍ତରେ, ଭଦ୍ରକ ଓ ବାଲେଶ୍ୱର ସହରର ମଝା-ମଝିରେ ଅବସ୍ଥିତ । ଏହା ସୋର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ ।
ଲୋକଗଣନା
୨୦୧୧ ଜଣଗଣନା ଅନୁସାରେ,[୨] ସୋରରର ଲୋକସଂଖ୍ୟା ୨୭,୭୯୪ ।
ଭାଷା
ଓଡ଼ିଆ ସୋରର ସରକାରୀ ଭାଷା ।
ଆଧାର
ଛାଞ୍ଚ:ବାଲେଶ୍ୱର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ