ଆଙ୍କାଇଲୋସୁରିଆ

(Ankylosauriaରୁ ଲେଉଟି ଆସିଛି)
Ankylosaurs
ଜୀବାଶ୍ମ କାଳ: Middle Jurassic—Late Cretaceous, 167–66 Ma
PreЄ
Є
O
S
D
C
P
T
J
K
Pg
N
Mounted skeleton of Euoplocephalus tutus, Senckenberg Museum
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ଡାଇନୋସରିଆ
Order:Ornithischia
Clade:Eurypoda
Suborder:Ankylosauria
Osborn, 1923
Subgroups
  • Sarcolestes
  • Ankylosauridae
  • Nodosauridae

ଆଙ୍କାଇଲୋସୁରିଆ (English: Ankylosauria), ଅର୍ନିଥିସ୍କିଆ ବର୍ଗର ତୃଣଭୋଜୀ ଡାଇନୋସରମାନଙ୍କର ଏକ ସମୂହ ଅଟେ । ଏହାର ପିଠିରେ ଏକ ହାଡର ସାଞ୍ଜୁ ଥାଏ । ଆଙ୍କାଇଲୋସୁରିଆ ପ୍ରଥମେ ଜୁରାସିକ ଯୁଗର ଅଦ୍ୟାବସ୍ଥାରେ ଚୀନରେ ଦେଖାଯାଉଥିଲେ ଏବଂ କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ ଜୀବିତ ଥିଲେ । ଏମାନଙ୍କ ଅବଶେଷ ଆଫ୍ରିକା ବ୍ୟତୀତ ଅନ୍ୟ ସମସ୍ତ ଭୂଭାଗରେ ମିଳିଥାଏ । ଆଣ୍ଟର୍କଟିକାରେ ଅବିଷ୍କୃତ ହୋଇଥିବା ପ୍ରଥମ ଡାଇନୋସରଟି ହିଁ ଥିଲା ankylosaurian Antarctopelta; ଅବଶେଷ ଆଣ୍ଟର୍କଟିକାର ରସ୍ ଆଇଲ୍ୟାଣ୍ଡଠାରେ ମିଳିଥିଲା (୧୯୮୬) ।

ହେନେରୀ ଫେଆରଫିଲ୍ଡ ଓସ୍‌ବର୍ନ୍ ୧୯୨୩ରେ ପ୍ରଥମେ ଆଙ୍କାଇଲୋସୁରିଆର ବର୍ଣ୍ଣନା କରିଥିଲେ ।[୧]

ଗଠନ

ସାଞ୍ଜୁ

ଖାଦ୍ୟ

ପ୍ରଜନନ

ଶ୍ରେଣୀ ବିଭାଗ

ଆହୁରି ଦେଖନ୍ତୁ

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ