ଜୟ ଜଗନ୍ନାଥ

୨୦୦୭ର ଓଡ଼ିଆ କଥାଚିତ୍ର

ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ[୨] ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।[୩][୪]

ଜୟ ଜଗନ୍ନାଥ
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକବି. ଚିଣ୍ଟୁ ମହାପାତ୍ର
ସଂଳାପରଜନୀ ରଞ୍ଜନ[୧]
ଚିତ୍ରନାଟ୍ୟସବ୍ୟସାଚୀ ମହାପାତ୍ର
କଳାକାରଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ପିଣ୍ଟୁ ନନ୍ଦ, ସାଧୁ ମେହେର, ଗୁନା ମହାପାତ୍ର, ଶରତ ପୂଜାରୀ
ବର୍ଣ୍ଣନାଅନୁରାଗ ଶର୍ମା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣନିରଞ୍ଜନ ଦାସ, ସଞ୍ଜୟ ଧରଙ୍କର
ସମ୍ପାଦକରାଜେନ୍ଦ୍ର ମହାପାତ୍ର
ମୁକ୍ତିଲାଭ ତାରିଖ
୧୩ ଜୁଲାଇ ୨୦୦୭
କଥାଚିତ୍ରର ସମୟ
୧୨୭ ମିନଟ
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୮କୋଟି

ସାରା°ଶ

ଏହି ଚଳଚ୍ଚିତ୍ର ପୁରାତନ ଗ୍ରନ୍ଥ ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ । ସେହି ସମୟରେ ଅଛୁଆଁ ଲୋକମାନେ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା । ଶ୍ରିୟା, ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର, ପୂଜା କରିବା ପାଇଁ ଚେଷ୍ଟା କରୁଛି ଆଉ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଛି । ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ରଙ୍କ କଥା ମାନି ମାତାଙ୍କୁ ଘରୁ ବିତାଡିତ କରୁଛନ୍ତି ।

ଅଭିନୟ

ଗୀତ ଓ ସଙ୍ଗୀତ

ପୁରସ୍କାର

ସ୍ୱତନ୍ତ୍ର ଜୁରୀ ଓ ଶ୍ରେଷ୍ଠ ସମ୍ପାଦକ ପାଇଁ ଏହି ଚଳଚ୍ଚିତ୍ରକୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୫]

ଆଧାର

ବାହାର ତଥ୍ୟ