ଅନୁଗୋଳ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅନୁଗୋଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସମ୍ବଲପୁର, ଢେଙ୍କାନାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ପାଲଲହଡ଼ା (୫୯)
    ୨. ତାଳଚେର(୬୦)
    ୩. ଅନୁଗୋଳ(୬୧)
    ୪. ଛେଣ୍ଡିପଦା(୬୨)
    ୫. ଆଠମଲ୍ଲିକ(୬୩)
Area
 • ଜିଲ୍ଲା6232 km2 (2,406 sq mi)
Population
 (୨୦୧୧)
 • ଜିଲ୍ଲା୧୨୭୧୭୦୩
 • Density199/km2 (520/sq mi)
 • Urban
୨୦୬୩୯୪
 • Rural
୧୦୬୫୩୦୯
 • ୬ ବର୍ଷରୁ କମ ଶିଶୁ
୧୪୫୬୯୦
Time zoneIST (+୫.୩୦)
ଡାକ କୋଡ଼ (ପିନ)
୭୫୯ ୧xx
ତାର (ଏସ.ଟି.ଡ଼ି)୦୬୭୬x
ଯାନବାହାନ ପଞ୍ଚୀକରଣOD-19
ଜିଲ୍ଲାପାଳଅରବିନ୍ଦ ଅଗରୱାଲ
WebsiteOfficial website
ସମ୍ୟକ ତଥ୍ୟ
ଉପଖଣ୍ଡ:
ବ୍ଳକ:
ପୌର ପରିଷଦ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ସହର:
ତହସିଲ:
ଗ୍ରାମ ପଞ୍ଚାୟତ:୧୮୦
ଗ୍ରାମ:୧,୯୨୨
ଜଙ୍ଗଲ ଅଞ୍ଚଳ :୨,୭୧୬.୮୨ କି.ମି.²

ଅନୁଗୋଳ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଅନୁଗୋଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ

ଭୂଗୋଳ

ଜନସଂଖ୍ୟା

୨୦୧୧ ଜନଗଣନା[୧] ଅନୁସାରେ, ଅନୁଗୋଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୭୧,୭୦୩ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୬୫,୩୦୯ ଓ ସହରାଞ୍ଚଳରେ ୨,୦୬,୩୯୪ ଲୋକ ବାସ କରନ୍ତି [୨]

  • ପୁରୁଷ: ୬,୫୪,୮୯୮
  • ମହିଳା: ୬,୧୬,୮୦୫
    • ଛ ବର୍ଷରୁ କମ: ୧,୪୫,୬୦୯
  • ସାକ୍ଷରତା ହାର ୭୮.୯୬%
    • ପୁରୁଷ: ୮୭.୦୬%
    • ମହିଳା: ୭୦.୪୪%

ସହର ନଜର

ଦର୍ଶନୀୟ ସ୍ଥାନ

ରାଜନୀତି

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ

#ନିର୍ବାଚନ ମଣ୍ଡଳୀଆରକ୍ଷଣପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ
୫୯ପାଲଲହଡ଼ାଅଣ ସଂରକ୍ଷିତପାଲଲହଡ଼ା, କଣିହା (ଅଂଶ)ରବି ନାରାୟଣ ପାଣୀବିଜଦ
୬୦ତାଳଚେରଅଣ ସଂରକ୍ଷିତତାଳଚେର (ପୌ), ତାଳଚେର, କଣିହା (ଅଂଶ)ବ୍ରଜ କିଶୋର ପ୍ରଧାନସ୍ୱାଧୀନ
୬୧ଅନୁଗୋଳଅଣ ସଂରକ୍ଷିତଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ)ରଜନୀକାନ୍ତ ସିଂହବିଜଦ
୬୨ଛେଣ୍ଡିପଦାଅନୁସୂଚିତ ଜାତିଛେଣ୍ଡିପଦା, ବଅଁରପାଳ (ଅଂଶ)ଖଗେଶ୍ୱର ବେହେରାବିଜେଡି
୬୩ଆଠମଲ୍ଲିକଅଣ ସଂରକ୍ଷିତଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ)ସଞ୍ଜୀବ କୁମାର ସାହୁବିଜଦ

ଆଧାର

ଅଧିକ ତଥ୍ୟ