ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା

ଓଡ଼ିଶାର ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧][୨]ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ସଭ୍ୟମାନଙ୍କ ତାଲିକା ।[୩]

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।

#ନିର୍ବାଚନ ମଣ୍ଡଳୀଆରକ୍ଷଣଜିଲ୍ଲାପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ
ପଦ୍ମପୁରଅଣ ସଂରକ୍ଷିତବରଗଡ଼ ଜିଲ୍ଲାପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର,ବିଜୟ ରଞ୍ଜନ ସିଂ ବରିହାବିଜଦ
ବିଜେପୁରଅଣ ସଂରକ୍ଷିତବରଗଡ଼ ଜିଲ୍ଲାବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଅଂଶ)ସୁବଳ ସାହୁକଂଗ୍ରେସ
ବରଗଡ଼ଅଣ ସଂରକ୍ଷିତବରଗଡ଼ ଜିଲ୍ଲାବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ)ସାଧୁ ନେପାକକଂଗ୍ରେସ
ଅତାବିରାଅନୁସୂଚିତ ଜାତିବରଗଡ଼ ଜିଲ୍ଲାଅତାବିରା (ବି), ଅତାବିରା, ଭେଡେନନିହାର ରଞ୍ଜନ ମହାନନ୍ଦକଂଗ୍ରେସ
ଭଟଲୀଅଣ ସଂରକ୍ଷିତବରଗଡ଼ ଜିଲ୍ଲାସୋହେଲା, ଭଟଲୀ, ଅମ୍ବାଭୋନାସୁସାନ୍ତ ସିଂହବିଜଦ
ବ୍ରଜରାଜନଗରଅଣ ସଂରକ୍ଷିତଝାରସୁଗୁଡ଼ା ଜିଲ୍ଲାବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ)ଅନୁପ କୁମାର ସାଏକଂଗ୍ରେସ
ଝାରସୁଗୁଡ଼ାଅଣ ସଂରକ୍ଷିତଝାରସୁଗୁଡ଼ା ଜିଲ୍ଲାଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ)ନବକିଶୋର ଦାସକଂଗ୍ରେସ
ତଳସରାଅନୁସୂଚିତ ଜନଜାତିସୁନ୍ଦରଗଡ଼ ଜିଲ୍ଲାସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ)ପ୍ରଫୁଲ୍ଲ ମାଝିକଂଗ୍ରେସ
ସୁନ୍ଦରଗଡ଼ଅନୁସୂଚିତ ଜନଜାତିସୁନ୍ଦରଗଡ଼ ଜିଲ୍ଲାସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ)ଜୋଗେଶ କୁମାର ସିଂହକଂଗ୍ରେସ
୧୦ବୀରମିତ୍ରପୁରଅନୁସୂଚିତ ଜନଜାତିସୁନ୍ଦରଗଡ଼ ଜିଲ୍ଲାବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ)ଜର୍ଜ ତିର୍କୀସ୍ୱାଧୀନ
୧୧ରଘୁନାଥପାଲୀଅନୁସୂଚିତ ଜାତିସୁନ୍ଦରଗଡ଼ ଜିଲ୍ଲାରାଉରକେଲା (Township), ଲାଠିକଟା (ଆଂଶିକ)ସୁବ୍ରତ ତରାଇବିଜଦ
୧୨ରାଉରକେଲାଅଣ ସଂରକ୍ଷିତସୁନ୍ଦରଗଡ଼ ଜିଲ୍ଲାରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ)ଶାରଦା ପ୍ରସାଦ ନାୟକବିଜଦ
୧୩ରାଜଗାଙ୍ଗପୁରଅନୁସୂଚିତ ଜନଜାତିସୁନ୍ଦରଗଡ଼ ଜିଲ୍ଲାରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ)ଗ୍ରେଗୋରୀ ମିଞ୍ଜକଂଗ୍ରେସ
୧୪ବଣାଇଅନୁସୂଚିତ ଜନଜାତିସୁନ୍ଦରଗଡ଼ ଜିଲ୍ଲାଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରାଭୀମସେନ ଚୌଧୁରୀଭାଜପା
୧୫କୁଚିଣ୍ଡାଅନୁସୂଚିତ ଜନଜାତିସମ୍ବଲପୁର ଜିଲ୍ଲାକୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରାରାଜେନ୍ଦ୍ର କୁମାର ଛତ୍ରିଆକଂଗ୍ରେସ
୧୬ରେଙ୍ଗାଲିଅନୁସୂଚିତ ଜାତିସମ୍ବଲପୁର ଜିଲ୍ଲାରେଙ୍ଗାଲି, ଧାନକୁଡ଼ା, ମାନେଶ୍ୱର (ଆଂଶିକ)ଦୁର୍ଯ୍ୟୋଧନ ଗଡ଼ିଆକଂଗ୍ରେସ
୧୭ସମ୍ବଲପୁରଅଣ ସଂରକ୍ଷିତସମ୍ବଲପୁର ଜିଲ୍ଲାସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି)ଜୟନାରାୟଣ ମିଶ୍ରଭାଜପା
୧୮ରେଢ଼ାଖୋଲଅଣ ସଂରକ୍ଷିତସମ୍ବଲପୁର ଜିଲ୍ଲାରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ୱର (ଆଂଶିକ)ପ୍ରସନ୍ନ ଆଚାର୍ଯ୍ୟବିଜଦ
୧୯ଦେବଗଡ଼ଅଣ ସଂରକ୍ଷିତଦେବଗଡ଼ ଜିଲ୍ଲାଦେବଗଡ଼ (ପୌ), ତିଳେଇବଣି, ବାରକୋଟ, ରିଆମାଳ,ସଞ୍ଜିବ କୁମାର ପ୍ରଧାନବିଜଦ
୨୦ତେଲକୋଇଅନୁସୂଚିତ ଜନଜାତିକେନ୍ଦୁଝର ଜିଲ୍ଲାହରିଚନ୍ଦନପୁର, ତେଲକୋଇ, ବାଂଶପାଳ (ଅଂଶ)ପ୍ରେମାନନ୍ଦ ନାୟକବିଜଦ
୨୧ଘସିପୁରାଅଣ ସଂରକ୍ଷିତକେନ୍ଦୁଝର ଜିଲ୍ଲାଘସିପୁରା, ଘଟଗାଁ, ଆନନ୍ଦପୁର (ଅଂଶ)ବଦ୍ରିନାରାୟଣ ପାତ୍ରବିଜଦ
୨୨ଆନନ୍ଦପୁରଅନୁସୂଚିତ ଜାତିକେନ୍ଦୁଝର ଜିଲ୍ଲାଆନନ୍ଦପୁର (ପୌ), ହାତୀବାଡ଼ି, ଆନନ୍ଦପୁର (ଅଂଶ)ଭାଗିରଥୀ ସେଠୀବିଜଦ
୨୩ପାଟଣାଅନୁସୂଚିତ ଜନଜାତିକେନ୍ଦୁଝର ଜିଲ୍ଲାପାଟଣା, ସହରପଡ଼ା, ଝୁମ୍ପୁରା (ଅଂଶ), ଚମ୍ପୁଆ (ଅଂଶ)ହୃଷିକେଶ ନାୟକବିଜଦ
୨୪କେନ୍ଦୁଝରଅନୁସୂଚିତ ଜନଜାତିକେନ୍ଦୁଝର ଜିଲ୍ଲାକେନ୍ଦୁଝର (ପୌ), କେନ୍ଦୁଝର, ଝୁମ୍ପୁରା (ଅଂଶ) , ବାଂଶପାଳ (ଅଂଶ)ସୁବର୍ଣ୍ଣ ନାୟକବିଜଦ
୨୫ଚମ୍ପୁଆଅଣ ସଂରକ୍ଷିତକେନ୍ଦୁଝର ଜିଲ୍ଲାଯୋଡ଼ା (ପୌ), ବଡ଼ବିଲ (ପୌ), ଯୋଡ଼ା, ଚମ୍ପୁଆ (ଅଂଶ)ଜିତୁ ପଟ୍ଟନାୟକସ୍ୱାଧୀନ
୨୬ଯଶୀପୁରଅନୁସୂଚିତ ଜନଜାତିମୟୂରଭଞ୍ଜ ଜିଲ୍ଲାଯଶୀପୁର, ରରୁଆଁ, ଶୁକୃଳି, କୁସୁମି (ଅଂଶ)କମଳାକାନ୍ତ ନାୟକବିଜଦ
୨୭ସାରସକଣାଅନୁସୂଚିତ ଜନଜାତିମୟୂରଭଞ୍ଜ ଜିଲ୍ଲାସାରସକଣା, ବିଜାତଳ, ବିଶୋଇ, କୁସୁମୀ (ଅଂଶ)ରାମ ଚନ୍ଦ୍ର ହାଁସଦାବିଜଦ*
୨୮ରାଇରଙ୍ଗପୁରଅନୁସୂଚିତ ଜନଜାତିମୟୂରଭଞ୍ଜ ଜିଲ୍ଲାରାଇରଙ୍ଗପୁର (ବି), ରାଇରଙ୍ଗପୁର, ତିରିଙ୍ଗି, ବହଳଦା, ଜାମଡ଼ାଶ୍ୟାମ ଚରଣ ହାଁସଦାକଂଗ୍ରେସ
୨୯ବାଙ୍ଗିରିପୋଷିଅନୁସୂଚିତ ଜନଜାତିମୟୂରଭଞ୍ଜ ଜିଲ୍ଲାବାଙ୍ଗିରିପୋଶି, କୁଳିଅଣା, ଶାମଖୁଣ୍ଟାସରୋଜିନୀ ହେମ୍ବ୍ରମବିଜଦ
୩୦କରଞ୍ଜିଆଅନୁସୂଚିତ ଜନଜାତିମୟୂରଭଞ୍ଜ ଜିଲ୍ଲାକରଞ୍ଜିଆ (ବି), କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା (ଅଂଶ)ବିଜୟ କୁମାର ନାୟକବିଜଦ
୩୧ଉଦଳାଅନୁସୂଚିତ ଜନଜାତିମୟୂରଭଞ୍ଜ ଜିଲ୍ଲାଉଦଳା (ବି), ଉଦଳା, ଗୋପବନ୍ଧୁନଗର, କପ୍ତିପଦା (ଅଂଶ)ଶ୍ରୀନାଥ ସୋରେନବିଜଦ
୩୨ବଡ଼ସାହିଅନୁସୂଚିତ ଜାତିମୟୂରଭଞ୍ଜ ଜିଲ୍ଲାବେତନଟି, ବଡ଼ସାହି (ଅଂଶ)ମନୋରଞ୍ଜନ ସେଠୀବିଜଦ
୩୩ବାରିପଦାଅନୁସୂଚିତ ଜନଜାତିମୟୂରଭଞ୍ଜ ଜିଲ୍ଲାବାରିପଦା (ପୌ), ବାରିପଦା, ଖୁଣ୍ଟା, ବଡ଼ସାହି (ଅଂଶ)ସାନନ୍ଦ ମାରାଣ୍ଡିବିଜଦ
୩୪ମୋରଡ଼ାଅଣ ସଂରକ୍ଷିତମୟୂରଭଞ୍ଜ ଜିଲ୍ଲାମୋରଡ଼ା, ଶୁଳିଆପଡ଼ା, ରାସଗୋବିନ୍ଦପୁରପ୍ରବୀଣ ଚନ୍ଦ୍ର ଭଞ୍ଜଦେଓବିଜଦ
୩୫ଜଳେଶ୍ୱରଅଣ ସଂରକ୍ଷିତବାଲେଶ୍ୱର ଜିଲ୍ଲାଜଳେଶ୍ୱର (ବି), ଜଳେଶ୍ୱର, ବସ୍ତା (ଅଂଶ)ଦେବୀପ୍ରସନ୍ନ ଚାନ୍ଦକଂଗ୍ରେସ
୩୬ଭୋଗରାଇଅଣ ସଂରକ୍ଷିତବାଲେଶ୍ୱର ଜିଲ୍ଲାଭୋଗରାଇଅନନ୍ତ ଦାସବିଜଦ
୩୭ବସ୍ତାଅଣ ସଂରକ୍ଷିତବାଲେଶ୍ୱର ଜିଲ୍ଲାବାଲିଆପାଳ, ବସ୍ତା (ଅଂଶ)ରଘୁନାଥ ମହାନ୍ତିବିଜଦ
୩୮ବାଲେଶ୍ୱରଅଣ ସଂରକ୍ଷିତବାଲେଶ୍ୱର ଜିଲ୍ଲାବାଲେଶ୍ୱର (ପୌ), ବାଲେଶ୍ୱର (ଅଂଶ)ଜୀବନ ପ୍ରଦୀପ ଦାଶବିଜଦ
୩୯ରେମୁଣାଅନୁସୂଚିତ ଜାତିବାଲେଶ୍ୱର ଜିଲ୍ଲାରେମୁଣା, ବାଲେଶ୍ୱର (ଅଂଶ)ସୁଦର୍ଶନ ଜେନାବିଜଦ
୪୦ନୀଳଗିରିଅଣ ସଂରକ୍ଷିତବାଲେଶ୍ୱର ଜିଲ୍ଲାନୀଳଗିରି (ବି), ନିଳଗିରି, ଔପଦା, ବାହନଗା (ଅଂଶ)ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀସ୍ୱାଧୀନ
୪୧ସୋରଅନୁସୂଚିତ ଜାତିବାଲେଶ୍ୱର ଜିଲ୍ଲାସୋରୋ (ବି), ସୋରୋ, ବାହାନଗା (ଅଂଶ)ସୁରେନ୍ଦ୍ର ପ୍ରସାଦ ପରମାଣିକକଂଗ୍ରେସ
୪୨ଶିମୂଳିଆଅଣ ସଂରକ୍ଷିତବାଲେଶ୍ୱର ଜିଲ୍ଲାଶିମୂଳିଆ, ଖଇରାପର୍ଶୁରାମ ପାଣିଗ୍ରାହୀବିଜଦ
୪୩ଭଣ୍ଡାରିପୋଖରୀଅଣ ସଂରକ୍ଷିତଭଦ୍ରକ ଜିଲ୍ଲାଭଣ୍ଡାରୀପୋଖରି, ବନ୍ତପ୍ରଫୁଲ୍ଲ ସାମଲବିଜଦ
୪୪ଭଦ୍ରକଅଣ ସଂରକ୍ଷିତଭଦ୍ରକ ଜିଲ୍ଲାଭଦ୍ରକ (ପୌ), ଭଦ୍ରକଯୁଗଳ କିଶୋର ପଟ୍ଟନାୟକବିଜଦ
୪୫ବାସୁଦେବପୁରଅଣ ସଂରକ୍ଷିତଭଦ୍ରକ ଜିଲ୍ଲାବାସୁଦେବପୁର, ବାସୁଦେବପୁର, ତିହିଡ଼ି (ଅଂଶ)ବିଜୟଶ୍ରୀ ରାଉତରାୟବିଜଦ
୪୬ଧାମନଗରଅନୁସୂଚିତ ଜାତିଭଦ୍ରକ ଜିଲ୍ଲାଧାମନଗର, ତିହିଡ଼ି (ଅଂଶ)ରାଜେନ୍ଦ୍ର କୁମାର ଦାସବିଜଦ
୪୭ଚାନ୍ଦବାଲିଅଣ ସଂରକ୍ଷିତଭଦ୍ରକ ଜିଲ୍ଲାଚାନ୍ଦବାଲି, ତିହିଡ଼ି (ଅଂଶ)ବିଜୟ ନାୟକବିଜଦ
୪୮ବିଞ୍ଝାରପୁରଅନୁସୂଚିତ ଜାତିଯାଜପୁର ଜିଲ୍ଲାବିଞ୍ଝାରପୁର, ଦଶରଥପୁର (ଅଂଶ)ପ୍ରମିଳା ମଲ୍ଲିକବିଜଦ
୪୯ବରୀଅଣ ସଂରକ୍ଷିତଯାଜପୁର ଜିଲ୍ଲାବରୀ, ଯାଜପୁର (ଅଂଶ), ରସୁଲପୁର (ଅଂଶ)ଦେବାଶିଷ ନାୟକବିଜଦ
୫୦ବଡ଼ଚଣାଅଣ ସଂରକ୍ଷିତଯାଜପୁର ଜିଲ୍ଲାବଡ଼ଚଣାଅମର ପ୍ରସାଦ ଶତପଥୀବିଜଦ*
୫୧ଧର୍ମଶାଳାଅଣ ସଂରକ୍ଷିତଯାଜପୁର ଜିଲ୍ଲାଧର୍ମଶାଳା, ରସୁଲପୁର (ଅଂଶ)କଳ୍ପତରୁ ଦାସବିଜଦ
୫୨ଯାଜପୁରଅଣ ସଂରକ୍ଷିତଯାଜପୁର ଜିଲ୍ଲାଯାଜପୁର (ପୌ), ଯାଜପୁର (ଅଂଶ), ଦଶରଥପୁର (ଅଂଶ)ପ୍ରଣବ ପ୍ରକାଶ ଦାସବିଜଦ
୫୩କୋରାଇଅଣ ସଂରକ୍ଷିତଯାଜପୁର ଜିଲ୍ଲାବ୍ୟାସନଗର (ପୌ), ବ୍ୟାସନଗର (O. G), କୋରେଇ, ରସୁଲପୁର (ଅଂଶ)ପ୍ରିତୀରଞ୍ଜନ ଘଡ଼ାଇବିଜଦ
୫୪ସୁକିନ୍ଦାଅଣ ସଂରକ୍ଷିତଯାଜପୁର ଜିଲ୍ଲାସୁକିନ୍ଦା, ଦାନଗଦିପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇବିଜଦ
୫୫ଢେଙ୍କାନାଳଅଣ ସଂରକ୍ଷିତଢେଙ୍କାନାଳ ଜିଲ୍ଲାଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ)ନବୀନ ନନ୍ଦବିଜଦ*
୫୬ହିନ୍ଦୋଳଅନୁସୂଚିତ ଜାତିଢେଙ୍କାନାଳ ଜିଲ୍ଲାହିନ୍ଦୋଳ, ଓଡ଼ାପଡ଼ାଅଞ୍ଜଳୀ ବେହେରାବିଜଦ
୫୭କାମାକ୍ଷାନଗରଅଣ ସଂରକ୍ଷିତଢେଙ୍କାନାଳ ଜିଲ୍ଲାକାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ)ପ୍ରଫୁଲ୍ଲ କୁମାର ମଲିକବିଜଦ
୫୮ପର୍ଜଙ୍ଗଅଣ ସଂରକ୍ଷିତଢେଙ୍କାନାଳ ଜିଲ୍ଲାପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ)ନୃସିଂହ ସାହୁବିଜଦ
୫୯ପାଲଲହଡ଼ାଅଣ ସଂରକ୍ଷିତଅନୁଗୋଳ ଜିଲ୍ଲାପାଲଲହଡ଼ା, କଣିହା (ଅଂଶ)ରବି ନାରାୟଣ ପାଣୀବିଜଦ
୬୦ତାଳଚେରଅଣ ସଂରକ୍ଷିତଅନୁଗୋଳ ଜିଲ୍ଲାତାଳଚେର (ପୌ), ତାଳଚେର, କଣିହା (ଅଂଶ)ବ୍ରଜ କିଶୋର ପ୍ରଧାନସ୍ୱାଧୀନ
୬୧ଅନୁଗୋଳଅଣ ସଂରକ୍ଷିତଅନୁଗୋଳ ଜିଲ୍ଲାଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ)ରଜନୀକାନ୍ତ ସିଂହବିଜଦ
୬୨ଛେଣ୍ଡିପଦାଅନୁସୂଚିତ ଜାତିଅନୁଗୋଳ ଜିଲ୍ଲାଛେଣ୍ଡିପଦା, ବଅଁରପାଳ (ଅଂଶ)ଖଗେଶ୍ୱର ବେହେରାବିଜଦ
୬୩ଆଠମଲ୍ଲିକଅଣ ସଂରକ୍ଷିତଅନୁଗୋଳ ଜିଲ୍ଲାଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ)ରମେଶ ଚନ୍ଦ୍ର ନାୟକବିଜଦ
୬୪ବୀରମହାରାଜପୁରଅନୁସୂଚିତ ଜାତିସୁବର୍ଣ୍ଣପୁର ଜିଲ୍ଲାବିନିକା (ବି), ଉଲୁଣ୍ଡା, ବୀରମହାରାଜପୁର, ବିନକା (ଅଂଶ)ପଦ୍ମନାଭ ବେହେରାବିଜଦ
୬୫ସୋନପୁରଅଣ ସଂରକ୍ଷିତସୁବର୍ଣ୍ଣପୁର ଜିଲ୍ଲାସୋନପୁର (ପୌ), ତରଭା (ବି), ସୋନପୁର, ତରଭା, ଡୁଙ୍ଗୁରିପାଲୀ, ବିନିକା (ଅଂଶ)ନିରଞ୍ଜନ ପୂଜାରୀବିଜଦ
୬୬ଲୋଇସିଂହାଅନୁସୂଚିତ ଜାତିବଲାଙ୍ଗୀର ଜିଲ୍ଲାଲୋଇସିଂହା, ଆଗଲପୁର, ପୁଇଁତଳାରମାକାନ୍ତ ସେଠବିଜଦ
୬୭ପାଟଣାଗଡ଼ଅଣ ସଂରକ୍ଷିତବଲାଙ୍ଗୀର ଜିଲ୍ଲାପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ାକନକ ବର୍ଦ୍ଧନ ସିଂଦେଓଭାଜପା
୬୮ବଲାଙ୍ଗୀରଅଣ ସଂରକ୍ଷିତବଲାଙ୍ଗୀର ଜିଲ୍ଲାବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁଅନଙ୍ଗ ଉଦୟ ସିଂହ ଦେଓବିଜଦ
୬୯ଟିଟିଲାଗଡ଼ଅଣ ସଂରକ୍ଷିତବଲାଙ୍ଗୀର ଜିଲ୍ଲାଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା)ସୁରେନ୍ଦ୍ର ସିଂହ ଭୋଇକଂଗ୍ରେସ
୭୦କଣ୍ଟାବାଞ୍ଝିଅଣ ସଂରକ୍ଷିତବଲାଙ୍ଗୀର ଜିଲ୍ଲାକଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲସନ୍ତୋଷ ସିଂହ ସାଲୁଜାକଂଗ୍ରେସ
୭୧ନୂଆପଡ଼ାଅଣ ସଂରକ୍ଷିତନୂଆପଡ଼ା ଜିଲ୍ଲାନୂଆପଡ଼ା, କୋମନା, ଖରିଆର ରୋଡ଼ (ବି)ରାଜେନ୍ଦ୍ର ଢୋଲକିଆବିଜଦ
୭୨ଖଡ଼ିଆଳଅଣ ସଂରକ୍ଷିତନୂଆପଡ଼ା ଜିଲ୍ଲାଖଡ଼ିଆଳ (ବି), ବୋଡ଼େନ, ସିନାପାଲ୍ଲୀ, ଖଡ଼ିଆଳ,ହିତେଶ କୁମାର ବଗର୍ତ୍ତୀଭାଜପା
୭୩ଉମରକୋଟଅନୁସୂଚିତ ଜନଜାତିନବରଙ୍ଗପୁର ଜିଲ୍ଲାଉମରକୋଟ (ବି), ରାଇଘର, ଉମରକୋଟ (ଅଂଶ)ସୁବାଶ ଗଣ୍ଡ (ଉ.ନି)ବିଜଦ
୭୪ଝରିଗାଁଅନୁସୂଚିତ ଜନଜାତିନବରଙ୍ଗପୁର ଜିଲ୍ଲାଝରିଗାଁ, ଚନ୍ଦାହାଣ୍ଡି, ଉମରକୋଟ (ଅଂଶ)ରମେଶ ଚନ୍ଦ୍ର ମାଝିବିଜଦ
୭୫ନବରଙ୍ଗପୁରଅନୁସୂଚିତ ଜନଜାତିନବରଙ୍ଗପୁର ଜିଲ୍ଲାନବରଙ୍ଗପୁର (ପୌ), ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା (ଅଂଶ)ମନୋହର ରନ୍ଧାରୀବିଜଦ
୭୬ଡାବୁଗାଁଅନୁସୂଚିତ ଜନଜାତିନବରଙ୍ଗପୁର ଜିଲ୍ଲାଡାବୁଗାଁ, ପାପଡ଼ାହାଣ୍ଡି, କୋଷାଗୁମୁଡ଼ା (ଅଂଶ)ଭୁଜବଳ ମାଝିକଂଗ୍ରେସ
୭୭ଲାଞ୍ଜିଗଡ଼ଅନୁସୂଚିତ ଜନଜାତିକଳାହାଣ୍ଡି ଜିଲ୍ଲାଲାଞ୍ଜିଗଡ଼, ଥୁଆମାଳ ରାମପୁର, ଜୟପାଟଣା (ଅଂଶ), , ଭବାନିପାଟଣା (ଅଂଶ)ଶିବାଜୀ ମାଝିକଂଗ୍ରେସ
୭୮ଜୁନାଗଡ଼ଅଣ ସଂରକ୍ଷିତକଳାହାଣ୍ଡି ଜିଲ୍ଲାଜୁନାଗଡ଼ (ବି), ଜୁନାଗଡ଼, ଗୋଲାମୁଣ୍ଡାଗୋବର୍ଦ୍ଧନ ଦାଶକଂଗ୍ରେସ
୭୯ଧର୍ମଗଡ଼ଅଣ ସଂରକ୍ଷିତକଳାହାଣ୍ଡି ଜିଲ୍ଲାଧର୍ମଗଡ଼, କୋକସରା, କଳମପୁର, ଜୟପାଟଣା (ଅଂଶ)ପୁଷ୍ପେନ୍ଦ୍ର ସିଂଦେଓବିଜଦ
୮୦ଭବାନୀପାଟଣାଅନୁସୂଚିତ ଜାତିକଳାହାଣ୍ଡି ଜିଲ୍ଲାଭବାନୀପାଟଣା (ପୌ), କେସିଙ୍ଗା (ବି), ଭବାନୀପାଟଣା (ଅଂଶ), କେସିଙ୍ଗା (ଅଂଶ)ଦୁଷ୍ମନ୍ତ ନାୟକକଂଗ୍ରେସ
୮୧ନର୍ଲାଅଣ ସଂରକ୍ଷିତକଳାହାଣ୍ଡି ଜିଲ୍ଲାନର୍ଲା, କାର୍ଲାମୁଣ୍ଡା, ମଦନପୁର-ରାମପୁର, କେସିଙ୍ଗା (ଅଂଶ)ଭୂପିନ୍ଦର ସିଂହକଂଗ୍ରେସ
୮୨ବାଲିଗୁଡ଼ାଅନୁସୂଚିତ ଜନଜାତିକନ୍ଧମାଳ ଜିଲ୍ଲାବାଲିଗୁଡ଼ା, କ. ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ,କରେନ୍ଦ୍ର ମାଝିଭାଜପା
୮୩ଘୁ. ଉଦୟଗିରିଅନୁସୂଚିତ ଜନଜାତିକନ୍ଧମାଳ ଜିଲ୍ଲାଘୁ. ଉଦୟଗିରି (ବି), ରାଇକିଆ, ଦାରିଙ୍ଗବାଡ଼ି, ଘୁ. ଉଦୟଗିରି, ଟିକାବାଲି,ମନୋଜ କୁମାର ପ୍ରଧାନଭାଜପା
୮୪ଫୁଲବାଣୀଅନୁସୂଚିତ ଜନଜାତିକନ୍ଧମାଳ ଜିଲ୍ଲାଫୁଲବାଣୀ (ବି), ଚକାପାଦ, ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ,ଦେବେନ୍ଦ୍ର କହଁରବିଜଦ
୮୫କଣ୍ଟାମାଳଅଣ ସଂରକ୍ଷିତବୌଦ୍ଧ ଜିଲ୍ଲାକଣ୍ଟାମାଳ, ବୌଦ୍ଧ (ଅଂଶ)ଭଗବାନ କହଁରବିଜଦ
୮୬ବୌଦ୍ଧଅଣ ସଂରକ୍ଷିତବୌଦ୍ଧ ଜିଲ୍ଲାବୌଦ୍ଧଗଡ଼ (ବି), ହରଭଙ୍ଗା, ବୌଦ୍ଧ (ଅଂଶ)ପ୍ରଦୀପ କୁମାର ଅମାତବିଜଦ
୮୭ବଡ଼ମ୍ବାଅଣ ସଂରକ୍ଷିତକଟକ ଜିଲ୍ଲାବଡ଼ମ୍ବା, ବଡ଼ମ୍ବା ନରସିଂହପୁରଦେବୀପ୍ରସାଦ ମିଶ୍ରବିଜଦ
୮୮ବାଙ୍କୀଅଣ ସଂରକ୍ଷିତକଟକ ଜିଲ୍ଲାବାଙ୍କୀ (ବି), ବାଙ୍କୀ, ବାଙ୍କୀ-ଡମପଡ଼ା, ବାରଙ୍ଗ (ଅଂଶ)ପ୍ରଭାତ କୁମାର ତ୍ରିପାଠୀବିଜଦ
୮୯ଆଠଗଡ଼ଅଣ ସଂରକ୍ଷିତକଟକ ଜିଲ୍ଲାଆଠଗଡ଼ (ବି), ଆଠଗଡ଼, ତିଗିରିଆ, ଟାଙ୍ଗୀ-ଚୌଦ୍ୱାର (ଅଂଶ)ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଉ.ନି)ବିଜଦ
୯୦ବାରବାଟି କଟକଅଣ ସଂରକ୍ଷିତକଟକ ଜିଲ୍ଲାକଟକ (ମ) (ଅଂଶ)ଦେବାଶିଷ ସାମନ୍ତରାୟବିଜଦ
୯୧ଚୌଦ୍ୱାର-କଟକଅଣ ସଂରକ୍ଷିତକଟକ ଜିଲ୍ଲାଚୌଦ୍ୱାର (ପୌ), ଚୌଦ୍ୱାର (O. G), ଚାରବାଟିଆ (C. T), କଟକ (ମ) (ଅଂଶ), ଟାଙ୍ଗୀ-ଚୌଦ୍ୱାର (ଅଂଶ)ପ୍ରଭାତ ରଞ୍ଜନ ବିଶ୍ୱାଳବିଜଦ
୯୨ନିଆଳିଅନୁସୂଚିତ ଜାତିକଟକ ଜିଲ୍ଲାନିଆଳି, କଣ୍ଟାପଡ଼ା, ବାରଙ୍ଗ (ଅଂଶ)ପ୍ରମୋଦ କୁମାର ମଲ୍ଲିକବିଜଦ
୯୩କଟକ ସଦରଅନୁସୂଚିତ ଜାତିକଟକ ଜିଲ୍ଲାକଟକ ସଦର, କଟକ (ମ) (ଅଂଶ), ନିଶ୍ଚିନ୍ତକୋଇଲି (ଅଂଶ)କାଳିନ୍ଦୀ ବେହେରାବିଜଦ
୮୭ସାଲେପୁରଅଣ ସଂରକ୍ଷିତକଟକ ଜିଲ୍ଲାସାଲେପୁର, ଟାଙ୍ଗୀ-ଚୌଦ୍ୱାର (ଅଂଶ)ଚନ୍ଦ୍ର ସାରଥୀ ବେହେରାବିଜଦ
୯୫ମାହାଙ୍ଗାଅଣ ସଂରକ୍ଷିତକଟକ ଜିଲ୍ଲାମାହାଙ୍ଗା, ନିଶ୍ଚିନ୍ତକୋଇଲି (ଅଂଶ)ପ୍ରତାପ ଜେନାବିଜଦ
୯୬ପାଟକୁରାଅଣ ସଂରକ୍ଷିତକେନ୍ଦ୍ରାପଡ଼ା ଜିଲ୍ଲାଡେରାବିଶ, ଗରଦପୁର, ମାର୍ଶାଘାଇ (ଅଂଶ)ବେଦ ପ୍ରକାଶ ଅଗ୍ରୱାଲବିଜଦ
୯୭କେନ୍ଦ୍ରାପଡ଼ାଅନୁସୂଚିତ ଜାତିକେନ୍ଦ୍ରାପଡ଼ା ଜିଲ୍ଲାକେନ୍ଦ୍ରାପଡ଼ା (ପୌ), କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ (ଅଂଶ)ସିପ୍ରା ମଲ୍ଲିକବିଜଦ
୯୮ଆଳିଅଣ ସଂରକ୍ଷିତକେନ୍ଦ୍ରାପଡ଼ା ଜିଲ୍ଲାଆଳି, ରାଜକନିକାପ୍ରତାପ କେଶରୀ ଦେବବିଜଦ
୯୯ରାଜନଗରଅଣ ସଂରକ୍ଷିତକେନ୍ଦ୍ରାପଡ଼ା ଜିଲ୍ଲାପଟ୍ଟାମୁଣ୍ଡାଇ (ବି), ରାଜନଗର, ପଟ୍ଟାମୁଣ୍ଡାଇ (ଅଂଶ)ଅଲେଖ କୁମାର ଜେନାବିଜଦ
୧୦୦ମହାକାଳପଡ଼ାଅଣ ସଂରକ୍ଷିତକେନ୍ଦ୍ରାପଡ଼ା ଜିଲ୍ଲାମହାକାଳପଡ଼ା, ମାର୍ଶାଘାଇ (ଅଂଶ)ଅତନୁ ସବ୍ୟସାଚୀ ନାୟକବିଜଦ
୧୦୧ପାରାଦ୍ୱୀପଅଣ ସଂରକ୍ଷିତଜଗତସିଂହପୁର ଜିଲ୍ଲାପାରାଦୀପ (ପୌ), କୁଜଙ୍ଗ, ତିର୍ତ୍ତୋଲ (ଅଂଶ)ଦାମୋଦର ରାଉତବିଜଦ
୧୦୨ତିର୍ତ୍ତୋଲଅନୁସୂଚିତ ଜାତିଜଗତସିଂହପୁର ଜିଲ୍ଲାବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ (ଅଂଶ)ରବିନ୍ଦ୍ରନାଥ ଭୋଇବିଜଦ
୧୦୩ବାଲିକୁଦା-ଏରସମାଅଣ ସଂରକ୍ଷିତଜଗତସିଂହପୁର ଜିଲ୍ଲାବାଲିକୁଦା, ଏରସମାପ୍ରଶାନ୍ତ କୁମାର ମୁଦୁଲିବିଜଦ
୧୦୪ଜଗତସିଂହପୁରଅଣ ସଂରକ୍ଷିତଜଗତସିଂହପୁର ଜିଲ୍ଲାଜଗତସିଂହପୁର (ପୌ), ଜଗତସିଂହପୁର, ନୂଆଗାଁବିଷ୍ଣୁ ଚରଣ ଦାସବିଜଦ
୧୦୫କାକଟପୁରଅନୁସୂଚିତ ଜାତିପୁରୀ ଜିଲ୍ଲାକୋଣାର୍କ (ବି), କାକଟପୁର, ଅସ୍ତରଙ୍ଗ, ଗୋପ(ଅଂଶ)ରବି ମଲ୍ଲିକବିଜଦ
୧୦୬ନିମାପଡ଼ାଅଣ ସଂରକ୍ଷିତପୁରୀ ଜିଲ୍ଲାନିମାପଡ଼ା (ବି), ନିମାପଡ଼ା, ଗୋପ (ଅଂଶ)ସମିର ରଞ୍ଜନ ଦାଶବିଜଦ
୧୦୭ପୁରୀଅଣ ସଂରକ୍ଷିତପୁରୀ ଜିଲ୍ଲାପୁରୀ (ପୌ), ପୁରୀ ସଦର (ଅଂଶ), ଗୋପ (ଅଂଶ)ମହେଶ୍ୱର ମହାନ୍ତିବିଜଦ
୧୦୮ବ୍ରହ୍ମଗିରିଅଣ ସଂରକ୍ଷିତପୁରୀ ଜିଲ୍ଲାବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର (ଅଂଶ)ସଞ୍ଜୟ କୁମାର ଦାସବର୍ମାବିଜଦ
୧୦୯ସତ୍ୟବାଦୀଅଣ ସଂରକ୍ଷିତପୁରୀ ଜିଲ୍ଲାସତ୍ୟବାଦୀ, କଣାସପ୍ରସାଦ କୁମାର ହରିଚନ୍ଦନକଂଗ୍ରେସ
୧୧୦ପିପିଲିଅଣ ସଂରକ୍ଷିତପୁରୀ ଜିଲ୍ଲାପିପିଲି (ବି), ପିପିଲି, ଡେଲାଙ୍ଗପ୍ରଦୀପ ମହାରଥୀବିଜଦ
୧୧୧ଜୟଦେବଅନୁସୂଚିତ ଜାତିଖୋର୍ଦ୍ଧା ଜିଲ୍ଲାବାଲିଅନ୍ତା, ବାଲିପାଟଣାଅରବିନ୍ଦ ଢାଲିବିଜଦ
୧୧୨ଭୁବନେଶ୍ୱର ସେଣ୍ଟ୍ରାଲ (ମଧ୍ୟ)ଅଣ ସଂରକ୍ଷିତଖୋର୍ଦ୍ଧା ଜିଲ୍ଲାଭୁବନେଶ୍ୱର (ମ) (ଅଂଶ)ବିଜୟ କୁମାର ମହାନ୍ତିବିଜଦ
୧୧୩ଭୁବନେଶ୍ୱର ନର୍ଥ (ଉତ୍ତର)ଅଣ ସଂରକ୍ଷିତଖୋର୍ଦ୍ଧା ଜିଲ୍ଲାଭୁବନେଶ୍ୱର (ମ) (ଅଂଶ), ଭୁବନେଶ୍ୱର (ଅଂଶ)ଭାଗିରଥୀ ବଡ଼ଜେନାବିଜଦ
୧୧୪ଏକାମ୍ର-ଭୁବନେଶ୍ୱରଅଣ ସଂରକ୍ଷିତଖୋର୍ଦ୍ଧା ଜିଲ୍ଲାଭୁବନେଶ୍ୱର (ମ) (ଅଂଶ), ଭୁବନେଶ୍ୱର (ଅଂଶ)ଅଶୋକ ଚନ୍ଦ୍ର ପଣ୍ଡାବିଜଦ
୧୧୫ଜଟଣୀଅଣ ସଂରକ୍ଷିତଖୋର୍ଦ୍ଧା ଜିଲ୍ଲାଜଟଣୀ (ପୌ), ଜଟଣୀ, ଖୋର୍ଦ୍ଦା (ଅଂଶ), ଭୁବନେଶ୍ୱର (ଅଂଶ)ବିଭୁତି ଭୂଷଣ ବଳବନ୍ତରାୟବିଜଦ
୧୧୬ବେଗୁନିଆଅଣ ସଂରକ୍ଷିତଖୋର୍ଦ୍ଧା ଜିଲ୍ଲାବେଗୁନିଆ, ବୋଲଗଡ଼ପ୍ରଶାନ୍ତ ନନ୍ଦବିଜଦ*
୧୧୭ଖୋର୍ଦ୍ଧାଅଣ ସଂରକ୍ଷିତଖୋର୍ଦ୍ଧା ଜିଲ୍ଲାଖୋର୍ଦ୍ଧା (ପୌ), ଟାଙ୍ଗୀ, ଖୋର୍ଦ୍ଦା (ଅଂଶ)ରାଜେନ୍ଦ୍ର କୁମାର ସାହୁସ୍ୱାଧୀନ
୧୧୮ଚିଲିକାଅଣ ସଂରକ୍ଷିତଖୋର୍ଦ୍ଧା ଜିଲ୍ଲାବାଲୁଗାଁ (ବି), ବାଣପୁର (ବି), ଚିଲିକା, ବାଣପୁରରଘୁନାଥ ସାହୁବିଜଦ
୧୧୯ରଣପୁରଅଣ ସଂରକ୍ଷିତନୟାଗଡ଼ ଜିଲ୍ଲାରଣପୁର, ଓଡ଼ଗାଁ (ଅଂଶ)ସତ୍ୟନାରାୟଣ ପ୍ରଧାନବିଜଦ
୧୨୦ଖଣ୍ଡପଡ଼ାଅଣ ସଂରକ୍ଷିତନୟାଗଡ଼ ଜିଲ୍ଲାଖଣ୍ଡପଡ଼ା (ବି), ଖଣ୍ଡପଡ଼ା, ଭାପୁରସିଦ୍ଧାର୍ଥ ଶେଖର ସିଂହବିଜଦ
୧୨୧ଦଶପଲ୍ଲାଅନୁସୂଚିତ ଜାତିନୟାଗଡ଼ ଜିଲ୍ଲାଦଶପଲ୍ଲା, ଗଣିଆ, ନୂଆଗାଁକାଶିନାଥ ମଲ୍ଲିକବିଜଦ
୧୨୨ନୟାଗଡ଼ଅଣ ସଂରକ୍ଷିତନୟାଗଡ଼ ଜିଲ୍ଲାନୟାଗଡ଼ (ବି), ନୟାଗଡ଼, ଓଡ଼ଗାଁ (ଅଂଶ)ଅରୁଣ କୁମାର ସାହୁବିଜଦ
୧୨୩ଭଞ୍ଜନଗରଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାଭଞ୍ଜନଗର (ବି), ଭଞ୍ଜନଗର, ଜଗନ୍ନାଥପ୍ରସାଦବିକ୍ରମ କେଶରୀ ଆରୁଖବିଜଦ
୧୨୪ପୋଲସରାଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାବୁଗୁଡ଼ା (ବି), ପୋଲସରା (ବି), ବୁଗୁଡ଼ା, ପୋଲସରାନିରଞ୍ଜନ ପ୍ରଧାନବିଜଦ
୧୨୫କବିସୂର୍ଯ୍ୟ ନଗରଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାକବିସୂର୍ଯ୍ୟ ନଗର(ବି), କୋଦଳା (ବି), ବେଗୁନିଆପଡ଼ା, କବିସୂର୍ଯ୍ୟନଗର (ଅଂଶ), ପୁରୁଷୋତ୍ତମପୁର (ଅଂଶ)ଭି. ସୁଜ୍ଞାନ କୁମାରୀ ଦେଓବିଜଦ
୧୨୬ଖଲ୍ଲିକୋଟଅନୁସୂଚିତ ଜାତିଗଞ୍ଜାମ ଜିଲ୍ଲାଖଲ୍ଲିକୋଟ (ବି), ପୁରୁଷୋତ୍ତମପୁର (ବି), ଖଲିକୋଟ, ପୁରୁଷୋତ୍ତମପୁର (ଅଂଶ)ପୂର୍ଣ୍ଣ ଚନ୍ଦ୍ର ସେଠୀବିଜଦ
୧୨୭ଛତ୍ରପୁରଅନୁସୂଚିତ ଜାତିଗଞ୍ଜାମ ଜିଲ୍ଲାଛତ୍ରପୁର (ବି), ଗଞ୍ଜାମ (ବି), ରମ୍ଭା (ବି), ଗଞ୍ଜାମ, ଛତ୍ରପୁରଆଦିକନ୍ଦ ସେଠୀସି. ପି. ଆଇ
୧୨୮ଆସିକାଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାଆସିକା (ବି), ଆସିକା, କବିସୂର୍ଯ୍ୟ ନଗର (ଅଂଶ)ଦେବରାଜ ମହାନ୍ତିବିଜଦ
୧୨୯ସୋରଡ଼ାଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାସୋରଡ଼ା (ବି), ବେଲଗୁଣ୍ଠା (ବି), ସୋରଡ଼ା, ବେଲଗୁଣ୍ଠାପୂର୍ଣ୍ଣଚନ୍ଦ୍ର ସ୍ୱାଇଁବିଜଦ
୧୩୦ସାନଖେମୁଣ୍ଡିଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାସାନଖେମୁଣ୍ଡି, ଧରାକୋଟରମେଶ ଚନ୍ଦ୍ର ଜେନାକଂଗ୍ରେସ
୧୩୧ହିଞ୍ଜିଳିଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାହିଞ୍ଜିଳିକାଟୁ (ବି), ହିଞ୍ଜିଳିକାଟୁ, ଶେରଗଡ଼ନବୀନ ପଟ୍ଟନାୟକବିଜଦ
୧୩୨ଗୋପାଳପୁରଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାଗୋପାଳପୁର (ବି), ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି (ଅଂଶ), ବ୍ରହ୍ମପୁର (ପୌ) (ଅଂଶ)ପ୍ରଦୀପ କୁମାର ପାଣିଗ୍ରାହୀବିଜଦ
୧୩୩ବ୍ରହ୍ମପୁରଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାବ୍ରହ୍ମପୁର (ପୌ) (ଅଂଶ),ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକବିଜଦ
୧୩୪ଦିଗପହଣ୍ଡିଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାଦିଗପହଣ୍ଡି (ବି), ଦିଗପହଣ୍ଡି, କୁକୁଡ଼ାଖଣ୍ଡି (ଅଂଶ)ସୂର୍ଯ୍ୟନାରାୟଣ ପାତ୍ରବିଜଦ
୧୩୫ଚିକିଟିଅଣ ସଂରକ୍ଷିତଗଞ୍ଜାମ ଜିଲ୍ଲାଚିକିଟି (ବି), ଚିକିଟି, ଚିକିଟି ପାତ୍ରପୁରଉଷାଦେବୀବିଜଦ
୧୩୬ମୋହନାଅନୁସୂଚିତ ଜନଜାତିଗଜପତି ଜିଲ୍ଲାମୋହନା, ରା. ଉଦୟଗିରି, ନୂଆଗଡ଼, ରାୟଗଡ଼ାଚକ୍ରଧର ପାଇକକଂଗ୍ରେସ
୧୩୭ପାରଳାଖେମୁଣ୍ଡିଅଣ ସଂରକ୍ଷିତଗଜପତି ଜିଲ୍ଲାପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି, ଗୁମା, କାଶିନଗରକୋଦୁରୁ ନାରାୟଣ ରାଓବିଜଦ
୧୩୮ଗୁଣୁପୁରଅନୁସୂଚିତ ଜନଜାତିରାୟଗଡ଼ା ଜିଲ୍ଲାଗୁଣୁପୁର (ବି), ଗୁଡାରୀ (ବି), ଗୁଣୁପୁର, ଗୁଡାରୀ, ରାମନଗୁଡ଼ା, ପଦମପୁର, ଚନ୍ଦ୍ରପୁରରାମମୂର୍ତ୍ତି ମୁତିକାବିଜଦ
୧୩୯ବିଷମ କଟକଅନୁସୂଚିତ ଜନଜାତିରାୟଗଡ଼ା ଜିଲ୍ଲାବିଷମ କଟକ, ମୁନିଗୁଡ଼ା, କୋଲନରା, କଲ୍ୟାଣସିଂପୁରଡମ୍ବରୁଧର ଉଲାକାକଂଗ୍ରେସ
୧୪୦ରାୟଗଡ଼ାଅନୁସୂଚିତ ଜନଜାତିରାୟଗଡ଼ା ଜିଲ୍ଲାରାୟଗଡ଼ା (ପୌ), ରାୟଗଡ଼ା, କାଶୀପୁରଲାଲ ବିହାରି ହିମିରିକାବିଜଦ
୧୪୧ଲକ୍ଷ୍ମୀପୁରଅନୁସୂଚିତ ଜନଜାତିକୋରାପୁଟ ଜିଲ୍ଲାଲକ୍ଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ, ନାରାୟଣପାଟଣାଝିନ ହିକ୍‌କାବିଜଦ
୧୪୨କୋଟପାଡ଼ଅନୁସୂଚିତ ଜନଜାତିକୋରାପୁଟ ଜିଲ୍ଲାକୋଟପାଡ଼ (ବି), କୋଟପାଡ଼, କୁନ୍ଦ୍ରା, ବୋରିଗୁମ୍ମା (ଅଂଶ), ବୈପାରୀଗୁଡ଼ା (ଅଂଶ)ବାସୁଦେବ ମାଝିକଂଗ୍ରେସ
୧୪୩ଜୟପୁରଅଣ ସଂରକ୍ଷିତକୋରାପୁଟ ଜିଲ୍ଲାଜୟପୁର (ପୌ), ଜୟପୁର, ବୋରିଗୁମ୍ମା (ଅଂଶ)ରବି ନାରାୟଣ ନନ୍ଦବିଜଦ
୧୪୪କୋରାପୁଟଅନୁସୂଚିତ ଜାତିକୋରାପୁଟ ଜିଲ୍ଲାକୋରାପୁଟ (ବି), ସୁନାବେଡ଼ା (ବି), ଲମ୍ପତାପୁଟ, କୋରାପୁଟ (ଅଂଶ) , ବୈପାରୀଗୁଡ଼ା (ଅଂଶ)ରଘୁରାମ ପଦଲବିଜଦ
୧୪୫ପଟ୍ଟାଙ୍ଗିଅନୁସୂଚିତ ଜନଜାତିକୋରାପୁଟ ଜିଲ୍ଲାପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, କୋରାପୁଟ (ଅଂଶ)ରାମଚନ୍ଦ୍ର କଦମକଂଗ୍ରେସ
୧୪୬ମାଲକାନଗିରିଅନୁସୂଚିତ ଜନଜାତିମାଲକାନଗିରି ଜିଲ୍ଲାମାଲକାନଗିରି (ବି), ମାଲକାନଗିରି, କାଲିମେଳା, ପୋଡ଼ିଆ, କୋରୁକୁଣ୍ଡା (ଆଂଶିକ)ମୁକୁନ୍ଦ ସୋଡ଼ୀବିଜଦ
୧୪୭ଚିତ୍ରକୋଣ୍ଡାଅନୁସୂଚିତ ଜନଜାତିମାଲକାନଗିରି ଜିଲ୍ଲାବାଲିମେଳା (ବି), ମାଥିଲି, କୁଡୁମୁଳୁଗୁମ୍ମା, ଖଇରପୁଟ, କୋରୁକୋଣ୍ଡା (ଆଂଶିକ)ମମତା ମାଢ଼ୀକଂଗ୍ରେସ

୧୬ତମ ବିଧାନ ସଭା ସଦସ୍ୟଗଣ

ବିଧାନ ସଭା ନିର୍ବାଚନ ମଣ୍ଡଳୀନିର୍ବାଚନ ମଣ୍ଡଳୀ କ୍ରମାଙ୍କବିଧାନ ସଭା ସଭ୍ୟ
ଅତାବିରା(ସଂ)ସ୍ନେହାଙ୍ଗିନୀ ଛୁରିଆ
ଅନୁଗୁଳ୬୧ରଜନୀକାନ୍ତ ସିଂହ
ଆଠଗଡ୮୯ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଆଠମଲ୍ଲିକ୬୩ରମେଶ ଚନ୍ଦ୍ର ସାଇ
ଆନନ୍ଦପୁର(ସଂ)୨୨ଭାଗିରଥୀ ସେଠୀ
ଆଳି୯୮ପ୍ରତାପ କେଶରୀ ଦେବ
ଆସ୍କା୧୨୮ମଞ୍ଜୁଳା ସ୍ୱାଇଁ
ଉଦଳା (ସଂ)୩୧ଭାସ୍କର ମଢ଼େଇ
ଉମରକୋଟ(ସଂ)୭୩ନିତ୍ୟାନନ୍ଦ ଗଣ୍ଡ
ଏକାମ୍ର ଭୁବନେଶ୍ୱର୧୧୪ଅଶୋକ ଚନ୍ଦ୍ର ପଣ୍ଡା
କଟକ ସଦର(ସଂ)୯୩ଚନ୍ଦ୍ର ସାରଥି ବେହେରା
କଣ୍ଟାବାଞ୍ଜି୭୦ସନ୍ତୋଷ ସିଂ ସାଲୁଜା
କଣ୍ଟାମାଳ୮୫ମହୀଧର ରଣା
କବିସୂର୍ଯ୍ୟ ନଗର୧୨୫ଲତିକା ପ୍ରଧାନ
କରଂଜିଆ(ସଂ)୩୦ବାସନ୍ତୀ ହେମ୍ବ୍ରମ
କାକଟପୁର(ସଂ)୧୦୫ତୁଷାରକାନ୍ତି ବେହେରା
କାମାକ୍ଷାନଗର୫୭ପ୍ରଫୁଲ୍ଲ କୁମାର ମଲ୍ଲିକ
କୁଚିଣ୍ଡା(ସଂ)୧୫କିଶୋର ଚନ୍ଦ୍ର ନାୟକ
କେନ୍ଦୁଝର(ସଂ)୨୪ମୋହନ ଚରଣ ମାଝୀ
କେନ୍ଦ୍ରାପଡ଼ା୯୭ଶଶିଭୂଷଣ ବେହେରା
କୋଟପାଡ଼(ସଂ)୧୪୨ପଦ୍ମିନୀ ଦିଆନ
କୋରାପୁଟ(ସଂ)୧୪୪ରଘୁରାମ ପୋଡାଲ
କୋରାଇ୫୩ଅଶୋକ କୁମାର ବଳ
ଖଣ୍ଡପଡ଼ା୧୨୦ସୌମ୍ୟ ରଞ୍ଜନ ପଟ୍ଟନାୟକ
ଖଡ଼ିଆଳ୭୨ଅଧିରାଜ ମୋହନ ପାଣିଗ୍ରାହୀ
ଖଲ୍ଲିକୋଟ (ସଂ)୧୨୬ସୂର୍ଯ୍ୟମଣି ବୈଦ୍ୟ
ଖୋର୍ଦ୍ଧା୧୧୭ଜ୍ୟୋତିରିନ୍ଦ୍ର ନାଥ ମିତ୍ର
ଗୁଣୁପୁର(ସଂ)୧୩୮ରଘୁନାଥ ଗମାଙ୍ଗ
ଗୋପାଳପୁର୧୩୨ପ୍ରଦୀପ କୁମାର ପାଣିଗ୍ରାହୀ
ଘସିପୁରା୨୧ବଦ୍ରି ନାରାୟଣ ପାତ୍ର
ଚମ୍ପୁଆ୨୫ମିନାକ୍ଷୀ ମହନ୍ତ
ଚାନ୍ଦବାଲି୪୭ବ୍ୟୋମକେଶ ରାୟ
ଚିକିଟି୧୩୫ଉଷା ଦେବୀ
ଚିତ୍ରକୋଣ୍ଡା(ସଂ)୧୪୭ପୂର୍ଣଚନ୍ଦ୍ର ବକା
ଚିଲିକା୧୧୮ପ୍ରଶାନ୍ତ କୁମାର ଜଗଦେବ
ଚୌଦ୍ୱାର କଟକ୯୧ସୌଭିକ ବିଶ୍ୱାଳ
ଛତ୍ରପୁର୧୨୭ସୁବାସ ଚନ୍ଦ୍ର ବେହେରା
ଛେଣ୍ଡିପଦା(ସଂ)୬୨ସୁଶାନ୍ତ କୁମାର ବେହେରା
ଜଗତସିଂହପୁର୧୦୪ପ୍ରଶାନ୍ତ କୁମାର ମୁଦୁଲି
ଜଟଣୀ୧୧୫ସୁରେଶ କୁମାର ରାଉତରାୟ
ଜଳେଶ୍ୱର୩୫ଅଶ୍ୱିନୀ କୁମାର ପାତ୍ର
ଜି.ଉଦୟଗିରି(ସଂ)୮୩ସାଲୁଜା ପ୍ରଧାନ
ଜୁନାଗଡ଼୭୮ଦିବ୍ୟଶଙ୍କର ମିଶ୍ର
ଜୟପୁର୧୪୩ତାରାପ୍ରସାଦ ବାହିନୀପତି
ଜୟଦେବ୧୧୧ଅରବିନ୍ଦ ଢାଲି
ଝରିଗ୍ରାମ୭୪ପ୍ରକାଶ ଚନ୍ଦ୍ର ମାଝୀ
ଝାରସୁଗୁଡ଼ାନବ କିଶୋର ଦାସ
ଟିଟିଲାଗଡ଼୬୯ଟୁକୁନି ସାହୁ
ଡାବୁଗାଁ(ସଂ)୭୬ମନୋହର ରନ୍ଧାରୀ
ଢେଙ୍କାନାଳ୫୫ସୁଧୀର କୁମାର ସାମଲ
ତଳସରା(ସଂ)ଭବାନୀ ଶଙ୍କର ଭୋଇ
ତାଳଚେର୬୦ବ୍ରଜ କିଶୋର ପ୍ରଧାନ
ତିର୍ତ୍ତୋଲ (ସଂ)୧୦୨ବିଷ୍ଣୁ ଚରଣ ଦାସ
ତେଲକୋଇ (ସଂ)୨୦ପ୍ରେମାନନ୍ଦ ନାଏକ
ଦଶପଲ୍ଲା(ସଂ)୧୨୧ରମେଶ ଚନ୍ଦ୍ର ବେହେରା
ଦିଗପହଣ୍ଡି୧୩୪ସୂର୍ଯ୍ୟ ନାରାୟଣ ପାତ୍ର
ଦେବଗଡ୧୯ସୁବାଶ ଚନ୍ଦ୍ର ପାଣିଗ୍ରାହୀ
ଧର୍ମଗଡ଼୭୯ମୌସଦୀ ବାଗ
ଧର୍ମଶାଳା୫୧ପ୍ରଣବ କୁମାର ବଳବନ୍ତରାୟ
ଧାମନଗର (ସଂ)୪୬ବିଷ୍ଣୁ ଚରଣ ସେଠୀ
ନବରଙ୍ଗପୁର(ସଂ)୭୫ସଦାଶିବ ପ୍ରଧାନୀ
ନର୍ଲା୮୧ଭୂପିନ୍ଦର ସିଂ
ନିଆଳୀ୯୨ପ୍ରମୋଦ କୁମାର ମଲ୍ଲିକ
ନିମାପଡ଼ା୧୦୬ସମୀର ରଞ୍ଜନ ଦାସ
ନୀଳଗିରି୪୦ସୁକାନ୍ତ କୁମାର ନାୟକ
ନୂଆପଡ଼ା୭୧ରାଜେନ୍ଦ୍ର ଢ଼ୋଲକିଆ
ନୟାଗଡ଼୧୨୨ଅରୁଣ କୁମାର ସାହୁ
ପଟାଙ୍ଗୀ୧୪୫ପ୍ରୀତମ୍ ପାଢ଼ୀ
ପଦ୍ମପୁରବିଜୟରଞ୍ଜନ ସିଂ ବରିହା
ପରଜଙ୍ଗ୫୮ନୃସିଂହ ଚରଣ ସାହୁ
ପାଟକୁରା୯୬ସାବିତ୍ରୀ ଅଗରୱାଲ [୪]
ପାଟଣା୨୩ଜଗନ୍ନାଥ ନାଏକ
ପାଟଣାଗଡ଼୬୭ସରୋଜ ମେହେର
ପାରଳାଖେମୁଣ୍ଡି୧୩୭କେ. ନାରାୟଣ ରାଓ
ପାରାଦୀପ୧୦୧ସମ୍ବିତ ରାଉତରାୟ
ପୁରୀ୧୦୭ଜୟନ୍ତ କୁମାର ଷଡ଼ଙ୍ଗୀ
ପାଲଲହଡା୫୯ମୁକେଶ କୁମାର ପାଲ
ପିପିଲି୧୧୦ପ୍ରଦୀପ ମହାରଥୀ
ପୋଲସରା୧୨୪ଶ୍ରୀକାନ୍ତ ସାହୁ
ଫୁଲବାଣୀ୮୪ଅଙ୍ଗଦ କଅଁର
ବଡ଼ଚଣା୫୦ଅମର ପ୍ରସାଦ ଶତପଥୀ
ବଡ଼ମ୍ବା୮୭ଦେବୀ ପ୍ରସାଦ ମିଶ୍ର
ବଡ଼ସାହି (ସଂ)୩୨ସନାତନ ବିଜୁଳି
ବଣାଇଗଡ଼(ସଂ)୧୪ଲକ୍ଷ୍ମଣ ମୁଣ୍ଡା
ବରଗଡ଼ଦେବେଶ ଆଚାର୍ଯ୍ୟ
ବରୀ୪୯ସୁନନ୍ଦା ଦାସ
ବସ୍ତା୩୭ନିତ୍ୟାନନ୍ଦ ସାହୁ
ବଲାଙ୍ଗୀର୬୮ନରସିଂହ ମିଶ୍ର
ବାଙ୍କି୮୮ଦେବୀରଞ୍ଜନ ତ୍ରିପାଠୀ
ବାଙ୍ଗିରିପୋଷି (ସଂ)୨୯ସୁଦାମ ମାରାଣ୍ଡି
ବାରବାଟୀ-କଟକ୯୦ମହମ୍ମଦ ମୁକ୍କିମ
ବାରିପଦା (ସଂ)୩୩ପ୍ରକାଶ ସୋରେନ
ବାଲିକୁଦା ଏରସମା୧୦୩ରଘୁନନ୍ଦନ ଦାସ
ବାଲିଗୁଡ଼ା(ସଂ)୮୨ଚକ୍ରମଣି କହଁର
ବାଲେଶ୍ୱର୩୮ମଦନମୋହନ ଦତ୍ତ
ବାସୁଦେବପୁର୪୫ବିଷ୍ଣୁବ୍ରତ ରାଉତରାୟ
ବିଞ୍ଝାରପୁର (ସଂ)୪୮ପ୍ରମିଳା ମଲ୍ଲିକ
ବିଜେପୁରନବୀନ ପଟ୍ଟନାୟକ
ବିଷମ କଟକ(ସଂ)୧୩୯ଜଗନ୍ନାଥ ସାରକା
ବୀରମହାରାଜପୁର(ସଂ)୬୪ପଦ୍ମନାଭ ବେହେରା
ବୀରମିତ୍ରପୁର(ସଂ)୧୦ଶଙ୍କର ଓରାମ
ବେଗୁନିଆ୧୧୬ରାଜେନ୍ଦ୍ର କୁମାର ସାହୁ
ବୌଦ୍ଧ୮୬ପ୍ରଦୀପ କୁମାର ଅମାତ
ବ୍ରଜରାଜନଗରକିଶୋର କୁମାର ମହାନ୍ତି
ବ୍ରହ୍ମଗିରି୧୦୮ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ବ୍ରହ୍ମପୁର୧୩୩ବିକ୍ରମ କୁମାର ପଣ୍ଡା
ଭଞ୍ଜନଗର୧୨୩ବିକ୍ରମ କେଶରୀ ଆରୁଖ
ଭଦ୍ରକ୪୪ସଞ୍ଜିବ କୁମାର ମଲିକ
ଭଣ୍ଡାରିପୋଖରୀ୪୩ପ୍ରଫୁଲ ସାମଲ
ଭଟଲିସୁଶାନ୍ତ ସିଂ
ଭବାନୀପାଟଣା(ସଂ)୮୦ପ୍ରଦୀପ୍ତ କୁମାର ନାୟକ
ଭୁବନେଶ୍ୱର (ଉତ୍ତର)୧୧୩ସୁଶାନ୍ତ କୁମାର ରାଉତ
ଭୁବନେଶ୍ୱର (ମଧ୍ୟ)୧୧୨ଅନନ୍ତ ନାରାୟଣ ଜେନା
ଭୋଗରାଇ୩୬ଅନନ୍ତ ଦାସ
ମହାକାଳପଡ଼ା୧୦୦ଅତନୁ ସବ୍ୟସାଚୀ ନାୟକ
ମାଲକାନଗିରି(ସଂ)୧୪୬ଆଦିତ୍ୟ ମାଢ଼ୀ
ମାହାଙ୍ଗା୯୫ପ୍ରତାପ ଜେନା
ମୋହନା(ସଂ)୧୩୬ଦାଶରଥୀ ଗମାଙ୍ଗ
ମୋରଡ଼ା୩୪ରାଜକିଶୋର ଦାସ
ଯଶିପୁର (ସଂ)୨୬ଗଣେଶରାମ ଖୁଣ୍ଟିଆ
ଯାଜପୁର୫୨ପ୍ରଣବ ପ୍ରକାଶ ଦାସ
ରଘୁନାଥପାଲ୍ଲି(ସଂ)୧୧ସୁବ୍ରତ ତରାଇ
ରଣପୁର୧୧୯ସତ୍ୟନାରାୟଣ ପ୍ରଧାନ
ରାଉରକେଲା୧୨ଶାରଦା ପ୍ରସନ୍ନ ନାୟକ
ରାଇରଂଗପୁର୨୮ନବ ଚରଣ ମାଝୀ
ରାଜଗାଙ୍ଗପୁର(ସଂ)୧୩ସି.ଏସ୍.ରାଜନ୍ ଏକ୍କା
ରାଜନଗର୯୯ଧ୍ରୁବ ଚରଣ ସାହୁ
ରାୟଗଡ଼ା(ସଂ)୧୪୦ମାର୍କଣ୍ଡ ମୁଦୁଲି
ରେଙ୍ଗାଲି(ସଂ)୧୬ନାଉରୀ ନାୟକ
ରେଢାଖୋଲ୧୮ରୋହିତ ପୂଜାରୀ
ରେମୁଣା (ସଂ)୩୯ସୁଧାଂଶୁ ଶେଖର ପରିଡ଼ା
ଲକ୍ଷ୍ମୀପୁର(ସଂ)୧୪୧ପ୍ରଭୁ ଜାନୀ
ଲାଞ୍ଜିଗଡ଼(ସଂ)୭୭ପ୍ରଦୀପ କୁମାର ଦିଶାରୀ
ଲୋଇସିଂହା(ସଂ)୬୬ମୁକେଶ ମହାଲିଙ୍ଗା
ସତ୍ୟବାଦୀ୧୦୯ଉମାକାନ୍ତ ସାମନ୍ତରାୟ
ସମ୍ବଲପୁର୧୭ଜୟନାରାୟଣ ମିଶ୍ର
ସାନଖେମୁଣ୍ଡି୧୩୦ରମେଶ ଚନ୍ଦ୍ର ଜେନା
ସାରସକଣା (ସଂ)୨୭ବୁଧନ ମୁର୍ମୁ
ସାଲେପୁର୮୭ପ୍ରଶାନ୍ତ ବେହେରା
ଶିମୁଳିଆ୪୨ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ସୁକିନ୍ଦା୫୪ପ୍ରୀତିରଞ୍ଜନ ଘଡ଼େଇ
ସୁନ୍ଦରଗଡ଼(ସଂ)କୁସୁମ ଟେଟେ
ସୋନପୁର୬୫ନିରଞ୍ଜନ ପୂଜାରୀ
ସୋରଡା୧୨୯ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସୋରୋ (ସଂ)୪୧ପର୍ଶୁରାମ ଧଡା
ହିଞ୍ଜିଳି୧୩୧ନବୀନ ପଟ୍ଟନାୟକ
ହିନ୍ଦୋଳ (ସଂ)୫୬ସୀମାରାଣୀ ନାୟକ

ସଂ: ସଂରକ୍ଷିତ

ଆହୁରି ଦେଖନ୍ତୁ

ଆଧାର