ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି

(ଅନୁସୂଚିତ ଜାତିରୁ ଲେଉଟି ଆସିଛି)

ଅନୁସୂଚିତ ଜାତି ଭାରତୀୟ ସମ୍ବିଧାନର ଅନୁସୂଚିତ ଧାରା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବୁଝାଏ ।[୧][୨] ଜାତିଗତ ଦୃଷ୍ଟିରୁ ଦଳିତ ଓ ହରିଜନ ଆଦି ନାମ ମଧ୍ୟ ଅନୁସୂଚିତ ଜାତି ପାଇଁ ବ୍ୟବହାର କରାଯାଏ ।[୩]

ଓଡ଼ିଶାର ଜଣେ କନ୍ଧ ମହିଳା

ଅନୁସୂଚିତ ଜନଜାତି ବା ଆଦିବାସୀ ସାମୁହିକ ଭାବେ ଆଦିମ ଅଧିବାସୀମାନଙ୍କୁ ବୁଝାଏ । ଓଡ଼ିଶାରେ ୬୨ଟି ଅନୁସୂଚିତ ଜନଜାତିର ଲୋକ ବାସକରନ୍ତି ।

Percent of scheduled tribes in India by tehsils by census 2011

ଆଧାର

ବାହାର ଆଧାର