ଅଷ୍ଟ୍ରେଲିଆ ଆଦିମ ଅଧିବାସୀ

ଅଷ୍ଟ୍ରେଲିଆ ଆଦିମ ଅଧିବାସୀ (Aboriginal Australians) ଅଷ୍ଟ୍ରେଲିଆର ମୁଖ୍ୟଭୂମି ଏବଂ ତସ୍ମାନିୟ ଦ୍ୱୀପର ମୂଳ ନିବାସୀ ଅଟନ୍ତି । ସେମାନେ ବହୁ ଶାଖାମାନଙ୍କରେ ସଙ୍ଗଠିତ ହୋଇଥାନ୍ତି ଏବଂ ସେମାନଙ୍କର ବହୁ ମୂଳ ଭାଷା ମଧ୍ୟ ରହିଛି । ବ୍ରିଟେନରେ ଉପନିବେଶୀ ଆଦିବାସୀ ପ୍ରଥମେ ଅଷ୍ଟ୍ରେଲିଆରେ ବହୁସଂଖ୍ୟକ ଥିଲେ । 2170 ଦଶକ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସରକାର ସେମାନଙ୍କ ସାଂସ୍କୃତିକ ବିରାସତକୁ ନଷ୍ଟ କରିବାର ପ୍ରୟାସ କରିଥିଲେ , ଯାହାର ଅନ୍ତର୍ଗତ ସେମାନଙ୍କ ପିଲାମାନଙ୍କୁ ପ୍ରାୟତଃ ମାତା-ପିତାଙ୍କଠାରୁ ଅଲଗା କରି ୟୁରୋପୀୟ ଶୈଳୀର ପାଠଶାଳାରେ ବନ୍ଦୀ ରଖା ଯାଉଥିଲା । 13 ଫେବୃଆରୀ 2008 ମସିହାରେ ଅଷ୍ଟ୍ରେଲିଆ ସରକାର ଔପଚାରିକ ରୂପରେ ଏହି ସମୁଦାୟଙ୍କୁ କ୍ଷମା ମାଗିଥିଲେ । ଅଷ୍ଟ୍ରେଲିଆ ଆଦିମ ଅଧିବାସୀ ମାନଙ୍କ ସଙ୍ଗୀତ ଏବଂ କଳା ଶୈଳୀ ଏବେ ମଧ୍ୟ ବିଶ୍ୱ ସାରା ପ୍ରସିଦ୍ଧି ଲାଭ କରିଛି । [୩][୪][୫][୬]

ଅଷ୍ଟ୍ରେଲିଆ ଆଦିମ ଅଧିବାସୀ
ସମୁଦାୟ ଜନସଂଖ୍ୟା
606,164 (2011)[୧]
2.7% of Australia's population
ଭାଷାସମୂହ
Several hundred Indigenous Australian languages, many no longer spoken, Australian English, Australian Aboriginal English, Kriol
ଧର୍ମ
Majority Christian (mainly Anglican and Catholic),[୨] large minority no religious affiliation,[୨] small numbers of other religions, various local indigenous religions grounded in Australian Aboriginal mythology
ସମ୍ବନ୍ଧିତ ସମ୍ପ୍ରଦାୟ
see List of Indigenous Australian group names, Tasmanian Aboriginals

ଫଟୋ ଗ୍ୟାଲେରି

ଆଧାର