ଆପଲ ଇନକର୍ପୋରେଟେଡ
ଆପଲ ଇନକର୍ପୋରେଟେଡ ଏକ ଆମେରିକୀୟ ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଓ ଏହାର ମୁଖ୍ୟାଳୟ କାଲିଫର୍ଣ୍ଣିଆର କୁପରଟିନୋରେ ରହିଛି । ମାର୍ଚ୍ଚ ୨୦୨୩ ସୁଦ୍ଧା, ଆପଲ ବଜାର ପୁଞ୍ଜି ଦୃଷ୍ଟିରୁ ବିଶ୍ୱର ସର୍ବବୃହତ କମ୍ପାନୀ,[୬] ଏବଂ ୨୦୨୨ ରାଜସ୍ୱ ସୁଦ୍ଧା ୩୯୪.୩ ବିଲିୟନ ଆମେରିକୀୟ ଡଲାର ଥିବା ସର୍ବବୃହତ ଟେକ୍ନୋଲୋଜି କମ୍ପାନୀ ।[୨] ଜୁନ୍ ୨୦୨୨ ସୁଦ୍ଧା[୩], ଆପଲ ୟୁନିଟ୍ ବିକ୍ରି ଦୃଷ୍ଟିରୁ ଚତୁର୍ଥ ବୃହତ୍ତମ ବ୍ୟକ୍ତିଗତ କମ୍ପ୍ୟୁଟର ବିକ୍ରେତା; ରାଜସ୍ୱ ଦୃଷ୍ଟିରୁ ସବୁଠାରୁ ବଡ଼ ଉତ୍ପାଦନକାରୀ କମ୍ପାନୀ; ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ ନିର୍ମାତା । ଆଲଫାବେଟ୍ (ଗୁଗଲର ମୂଳ କମ୍ପାନୀ), ଆମାଜନ, ମେଟା ପ୍ଲାଟଫର୍ମଏବଂ ମାଇକ୍ରୋସଫ୍ଟ ସହିତ ଏହାକୁ ବିଗ୍ ଫାଇଭ୍ ଆମେରିକୀୟ ସୂଚନା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ ।
ପ୍ରକାର | ପବ୍ଲିକ |
---|---|
ISIN | US0378331005 |
ଶିଳ୍ପ | କମ୍ପ୍ୟୁଟର ହାର୍ଡବେର କମ୍ପ୍ୟୁଟର ସଫ୍ଟୱେର ଇଲେକ୍ଟ୍ରୋନିକ୍ସ ଡିଜିଟାଲ ବଣ୍ଟନ |
ପ୍ରତିଷ୍ଠିତ ସ୍ଥାନ | ଅପ୍ରେଲ 1, 1976 |
ପ୍ରତିଷ୍ଠାତା | ଷ୍ଟିଭ ଜବସ ଷ୍ଟିଭ ଓଜନିଆକ ରୋନାଲଡ଼ ଉଏନେ |
ମୁଖ୍ୟ କାର୍ଯ୍ୟାଳୟ | ଆପଲ କାମ୍ପସ , କାଲିଫର୍ନିଆ ଆମେରିକା |
Number of locations | ୩୧୭ (ଅକ୍ଟୋବର ୨୦୧୦)[୧] |
Area served | ପୃଥିବୀସାରା |
ପ୍ରମୁଖ ବ୍ୟକ୍ତି | ଟିମ କୁକ (ସି.ଇ.ଓ) |
ଉତ୍ପାଦ | Products List
|
Services | Services List
|
Revenue | US$ 65.23 billion (FY 2010)[୧] |
Operating income | US$ 18.39 billion (FY 2010)[୧] |
Net income | US$ 14.01 billion (FY 2010)[୧] |
Total assets | US$ 75.18 billion (FY 2010)[୧] |
Total equity | US$ 47.79 billion (FY 2010)[୧] |
Number of employees | ୪୯,୪୦୦ (୨୦୧୦)[୧] |
Subsidiaries | Braeburn Capital FileMaker Inc. |
ୱେବ୍ସାଇଟ୍ | Apple.com |
ଆଧାର
ଅଧିକ ତଥ୍ୟ
ଆପଲ ଇନକର୍ପୋରେଟେଡ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ