ଏକବୀଜପତ୍ରୀ

ଏକବୀଜପତ୍ରୀ
ଜୀବାଶ୍ମ କାଳ: ପ୍ରାଥମିକ କ୍ରେଟୀୟ – ହୋଲୋସିନ
PreЄ
Є
O
S
D
C
P
T
J
K
Pg
N
ଗହମ - ଏକ ଅର୍ଥନୈତିକ ମହତ୍ବପୂର୍ଣ୍ଣ ଏକବୀଜପତ୍ରୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ:ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ:ଟ୍ରାକିଓଫାଇଟା
ଗୋଷ୍ଠୀ:ସ୍ପର୍ମାଟୋଫାଇଟା
ଗୋଷ୍ଠୀ:ଆବୃତବୀଜୀ
ଗୋଷ୍ଠୀ:ଏକବୀଜପତ୍ରୀ
Type genus
Lilium
ଗଣ
  • ଆଲିସ୍ମାଟିଡ ଏକବୀଜପତ୍ରୀ
  • ଆକୋରେଲ
  • ଆଲିସ୍ମାଟେଲ
  • ଲିଲିଓଏଡ ଏକବୀଜପତ୍ରୀ
  • ଆସ୍ପାରାଗେଲ
  • ଡାୟୋସ୍କୋରିଏଲ
  • ଲିଲିଏଲ
  • ପାଣ୍ଡାନେଲ
  • ପେଟ୍ରୋସେବିଏଲ
  • କୋମେଲିନିଡ ଏକବୀଜପତ୍ରୀ
  • ଆରେକେଲ
  • କମେଲିନେଲ
  • ପୋଏଲ
  • ଜିଞ୍ଜିବରେଲ
Synonyms
  • ଅଲ୍ଟର୍ନିଫୋଲିଏBesseyବେସେଏ[୨]
  • ଏଣ୍ଡୋଗେନେଡିସି.[୩]
  • ଲିଲିଏନେ ତଖ୍ତ.[୪][୫]
  • ଲିଲିଏଟେ କ୍ରୋଙ୍କ୍ୱିଷ୍ଟ, ତଖ୍ତ. & ୱ.ଜିମ୍ମ.[a][୧]
  • ଲିଲିଇଡେ ତଖ୍ତ.[b][୫][୮]
  • ଲିଲିଓପ୍ସିଡା Batsch[୯]
  • ମୋନୋକୋଟିଲ୍ଯେଏଇକ୍ଲର[୧୦]
  • ମୋନୋକୋଟିଲେଡୋନେଇ.ମୋରେନ ଏକ୍ଷ ମେଜ[୧୧][c]
  • ମୋନୋକୋଟିଲେଡନ୍ସ

ଏକବୀଜପତ୍ରୀ ଉଦ୍ଭିଦମାନଙ୍କର ମଞ୍ଜିରେ କେବଳ ଗୋଟିଏ ବୀଜପତ୍ର ରହିଥାଏ । ଏଗୁଡ଼ିକ ସାଧାରଣତଃ ଆବୃତବୀଜୀ ସପୁଷ୍ପକ ଉଦ୍ଭିଦ । ଏକବୀଜପତ୍ରୀର ଉଦାହରଣ - ଧାନ, ଗହମ, ମକା, ବାଜରା, ଆଖୁ, ବାଉଁଶ, ନଡିଆ, ପିଆଜ, ସବାଇଘାସ ଇତ୍ୟାଦି l

୨୦୦୯ ମସିହାର ଏପିଜି ୩ ପ୍ରଣାଳୀରେ ଏକବୀଜପତ୍ରୀକୁ ଏକ ବିଭାଗ ବୋଲି ସ୍ୱୀକାର କରାଯାଇଛି କିନ୍ତୁ କୌଣସି ସ୍ତର ଦିଆଯାଇ ନାହିଁ । ଏକବୀଜପତ୍ରୀ ବିଭାଗରେ ପ୍ରାୟ ୬୦,୦୦୦ରୁ ଉର୍ଦ୍ଧ୍ୱ ଜାତିର ଉଦ୍ଭିଦ ରହିଛନ୍ତି । ଜାତିସଂଖ୍ୟା ଦୃଷ୍ଟିରୁ ଓର୍କିଡାସି କୁଳ ସର୍ବବୃହତ । ଏହି କୁଳରେ ପ୍ରାୟ ୨୦,୦୦୦ରୁ ଉର୍ଦ୍ଧ୍ବ ଜାତି ରହିଛି । ଏହାର ପ୍ରାୟ ଅଧା ଜାତିର ଉଦ୍ଭିଦ ପୋଆସି କୁଳରେ ଅଛନ୍ତି ।

ଆଧାର


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।