ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା

୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରେ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବ୍ୟକ୍ତି ବିଶେଷଙ୍କ ତାଲିକା:[୧]

ନାମକାର୍ଯ୍ୟକାଳସୂଚନା
ରଘୁବର ଦାସ୧୮ ଅକ୍ଟୋବର ୨୦୨୩ଠାରୁ ଏପର୍ଯ୍ୟନ୍ତ
ଗଣେଶୀ ଲାଲ୨୬.୦୫.୨୦୧୮[୨]ଠାରୁ ୧୮ ଅକ୍ଟୋବର ୨୦୨୩
ସତ୍ୟ ପାଳ ମଲିକ୨୧.୦୩.୨୦୧୮ଠାରୁ ୨୫.୦୫.୨୦୧୮ଅତିରିକ୍ତ ଦାୟିତ୍ୱ
ଏସ. ସି. ଜମିର୦୯.୦୩.୨୦୧୩ଠାରୁ ୨୦.୦୩.୨୦୧୮
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ୨୧ ଅଗଷ୍ଟ ୨୦୦୭ଠାରୁ ୯ ମାର୍ଚ୍ଚ ୨୦୧୩
ରାମେଶ୍ୱର ଠାକୁର୧୭ ନଭେମ୍ବର ୨୦୦୪ଠାରୁ ୨୧ ଅଗଷ୍ଟ ୨୦୦୭
ଏମ୍.ଏମ୍. ରାଜେନ୍ଦ୍ରନ୧୫.୧୧.୧୯୯୯ଠାରୁ ୧୭.୧୧.୨୦୦୪
ସି. ରଙ୍ଗରାଜନ୨୭.୦୪.୧୯୯୮ଠାରୁ ୧୪ ନଭେମ୍ବର ୧୯୯୯
କେ. ଭି. ରଘୁନାଥ ରେଡ୍ଡୀ୧୩.୧୨.୧୯୯୭ଠାରୁ ୨୭.୦୪.୧୯୯୮
ଗୋପାଳ ରାମାନୁଜମ୧୩.୦୨.୧୯୯୭ଠାରୁ ୧୩.୧୨.୧୯୯୭
କେ. ଭି. ରଘୁନାଥ ରେଡ୍ଡୀ୩୧ ଜାନୁଆରୀ ୧୯୯୭ଠାରୁ ୧୨ ଫେବୃଆରୀ ୧୯୯୭
ଗୋପାଳ ରାମାନୁଜମ୧୮.୦୬.୧୯୯୫ଠାରୁ ୩୦ ଜାନୁଆରୀ ୧୯୯୭
ବି. ସତ୍ୟନାରାୟଣ ରେଡ୍ଡୀ୦୧.୦୬.୧୯୯୩ଠାରୁ ୧୭.୦୬.୧୯୯୫
ସୟଦ ନୁରୁଲ ହାସନ୦୧.୦୨.୧୯୯୩ଠାରୁ ୩୧.୦୫.୧୯୯୩
ଯଜ୍ଞଦତ୍ତ ଶର୍ମା୦୭.୦୨.୧୯୯୦ଠାରୁ ୦୧.୦୨.୧୯୯୩
ସୟଦ ନୁରୁଲ ହାସନ୨୦.୧୧.୧୯୮୮ଠାରୁ ୦୬.୦୨.୧୯୯୦
ବିଶ୍ୱମ୍ବର ନାଥ ପାଣ୍ଡେ୧୭.୦୮.୧୯୮୩ଠାରୁ ୨୦.୧୧.୧୯୮୮
ଚେପ୍ପୁଦିର ମୁଥାନ ପୂନାଚା୦୧.୦୯.୧୯୮୨ଠାରୁ ୧୭ ଅଗଷ୍ଟ ୧୯୮୩
ରଙ୍ଗନାଥ ମିଶ୍ର୨୫ ଜୁନ ୧୯୮୨ଠାରୁ ୩୧ ଅଗଷ୍ଟ ୧୯୮୨କାର୍ଯ୍ୟକାରୀ
ଚେପ୍ପୁଦିର ମୁଥାନ ପୂନାଚା୦୪.୧୧.୧୯୮୦ଠାରୁ ୨୪.୦୬.୧୯୮୨
ସୁକାନ୍ତ କିଶୋର ରାୟ୦୧.୧୦.୧୯୮୦ଠାରୁ ୦୩.୧୧.୧୯୮୦କାର୍ଯ୍ୟକାରୀ
ଚେପ୍ପୁଦିର ମୁଥାନ ପୂନାଚା୩୦.୦୪.୧୯୮୦ଠାରୁ ୩୦.୦୯.୧୯୮୦
ଭଗବତ ଦୟାଲ ଶର୍ମା୨୩.୦୯.୧୯୭୭ଠାରୁ ୩୦.୦୪.୧୯୮୦
ହରିଚରଣ ସିଂହ ବ୍ରାର୦୭.୦୨.୧୯୭୭ଠାରୁ ୨୨.୦୯.୧୯୭୭
ଶିବ ନାରାୟଣ ଶଙ୍କର୧୭.୦୪.୧୯୭୬ଠାରୁ ୦୭.୦୨.୧୯୭୭
ଆକବର ଅଲୀ ଖାଁ୨୫.୧୦.୧୯୭୪ଠାରୁ ୧୭.୦୪.୧୯୭୬
ଗତିକୃଷ୍ଣ ମିଶ୍ର୨୧.୦୮.୧୯୭୪ଠାରୁ ୨୫.୧୦.୧୯୭୪କାର୍ଯ୍ୟକାରୀ
ବସପ୍ପା ଦନପ୍ପା ଜତ୍ତି୦୮.୧୧.୧୯୭୨ଠାରୁ ୨୦.୦୮.୧୯୭୪
ଗତିକୃଷ୍ଣ ମିଶ୍ର୦୧.୦୭.୧୯୭୨ଠାରୁ ୦୮.୧୧.୧୯୭୨କାର୍ଯ୍ୟକାରୀ
ଯୋଜେନ୍ଦ୍ର ସିଂହ୨୦.୦୯.୧୯୭୧ଠାରୁ ୩୦.୦୬.୧୯୭୨
ଶକୁନ୍ତଳା ଶାହ ଅନ୍ସାରୀ୩୧.୦୧.୧୯୬୮ଠାରୁ ୨୦.୦୯.୧୯୭୧
ଅଯୋଧ୍ୟା ନାଥ ଖୋସ୍ଲା୧୨.୦୯.୧୯୬୬ଠାରୁ ୩୦.୦୧.୧୯୬୮
ଖଲୀଲ୍ଲ ଅହମ୍ମଦ୦୫.୦୮.୧୯୬୬ଠାରୁ ୧୧.୦୯.୧୯୬୬
ଅଯୋଧ୍ୟା ନାଥ ଖୋସ୍ଲା୧୬.୦୯.୧୯୬୨ଠାରୁ ୦୫.୦୮.୧୯୬୬
ଯଶବନ୍ତ ନାରାୟଣ ସୁକ୍ଥାଙ୍କର୩୧.୦୭.୧୯୫୭ଠାରୁ ୧୫.୦୯.୧୯୬୨
ଭୀମସେନ ସଚାରା୧୨.୦୯.୧୯୫୬ଠାରୁ ୩୧.୦୭.୧୯୫୭
ପି. ଏସ୍. କୁମାରସ୍ୱାମିରାଜା୧୦.୦୨.୧୯୫୪ଠାରୁ ୧୧.୦୯.୧୯୫୬
ସୟିଦ ଫଜଲ ଅଲି୦୭.୦୬.୧୯୫୨ଠାରୁ ୦୯.୦୨.୧୯୫୪
ଏମ୍. ଆସଫ ଅଲି୧୮.୦୭.୧୯୫୧ଠାରୁ ୦୬.୦୬.୧୯୫୨
ଭି. ପି. ମେନନ୦୬.୦୫.୧୯୫୧ଠାରୁ ୧୭.୦୭.୧୯୫୧
ଏମ୍. ଆସଫ ଅଲି୨୧.୦୬.୧୯୪୮ଠାରୁ ୦୫.୦୫.୧୯୫୧
କୈଳାସ ନାଥ କାଟଜୁ୧୫.୦୮.୧୯୪୭ଠାରୁ ୨୦.୦୬.୧୯୪୮
ଚନ୍ଦୁଲାଲ ତ୍ରିବେଦୀ୦୧.୦୪.୧୯୪୬ଠାରୁ ୧୪.୦୮.୧୯୪୭
ହାଥୋର୍ନ ଲୁଇସ୦୧.୦୪.୧୯.୪୧ଠାରୁ ୩୧.୦୩.୧୯୪୬
ଜନ ଅଷ୍ଟିନ ହବ୍ୱାକ୦୮.୧୨.୦୯୩୮ଠାରୁ ୩୧.୦୩.୧୯୪୧
ଜର୍ଜ ଟାଉନ୍ସେଣ୍ଡ ବଙ୍ଗ୧୧.୦୮.୧୯୩୮ଠାରୁ ୦୭.୧୨.୧୯୩୮
ଜନ ଅଷ୍ଟିନ ହବ୍ୱାକ୦୧.୦୪.୦୯୩୬ଠାରୁ ୧୧.୦୮.୧୯୩୮

ଆଧାର