କପା
କପା ବା କାର୍ପାସ ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି।
Tree cotton | |
---|---|
Seed capsules on a cultivated specimen in Osaka, Japan | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ୟୁଡିକୋଟ |
ଗୋଷ୍ଠୀ: | ରୋସିଡ |
Order: | Malvales |
Family: | Malvaceae |
Genus: | Gossypium |
ଜାତି: | G. arboreum |
ବାଇନୋମିଆଲ ନାମ | |
Gossypium arboreum | |
Synonyms[୧] | |
|
ବିଭିନ୍ନ ଭାଷାରେ ନାମ
- ଇଉରୋପ
- ଫ୍ରେଞ୍ଚ - Coton Bamieh
- ଜର୍ମାନ - Coton castellamare
- ଏସିଆ
- ବ୍ରହ୍ମଦେଶ (ବର୍ମିଜ) - Wa-gon
- ସିଂହଳ - ପୁଲୁଂଗ
- ଭାରତ
ଭାଷା | ନାମ |
---|---|
ଓଡ଼ିଆ | କପା, କାର୍ପାସ |
ସଂସ୍କୃତ | ଅନାଗ୍ନିକା |
ହିନ୍ଦୀ | ରୁଇ |
କନ୍ନଡ଼ | ଅମ୍ବାରା |
ତାମିଲ | ପଂଜି |
ତେଲୁଗୁ | ପିଂଜା |
ବଙ୍ଗଳା | କପାସ |
ମରାଠି | କପାସ |
ମାଲୟାଲମ | ପନ୍ଗ୍ନି |
ପ୍ରୟୋଗ
ସାମାନ୍ୟ
ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ । [୨]
ଔଷଧୀୟ
- ପରିସ୍ରା ସମ୍ବନ୍ଧୀ ରୋଗରେ (ଚେର)
- ପ୍ରସବପରେ ଗର୍ଭାଶୟର ସଂକୋଚନ କରିପାଇଁ
- ଅତିରଜ (ମାସିକ ଧର୍ମସମୟରେ ଅତ୍ୟଧିକ ରକ୍ତସ୍ରାବ) (ମଞ୍ଜି)
- ଅଜୀର୍ଣ୍ଣ, ହଇଜା, କ୍ଷୁଦ୍ରାନ୍ତ୍ରର ପ୍ରଦାହ (ପତ୍ର)
- କ୍ଷତ ଓ ପୋଡ଼ା ଘା’ରେ (ପତ୍ରର ଅର୍କ, ଫୁଲ)
ଆଧାର
ଅଧିକ ତଥ୍ୟ
- Media related to କପା at Wikimedia Commons
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ