କିଶୋର କୁମାର

ଦିବଂଗତ ଅଭିନେତା ଏବଂ ଗାୟକ

କିଶୋର କୁମାର(୪ ଅଗଷ୍ଟ ୧୯୨୯-୧୩ ଅକ୍ଟୋବର ୧୯୮୭) ଭାରତୀୟ ବଲିଉଡର ଏକ ଧାରରେ ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ,ଲେଖକ,ପ୍ରଜଯୋକ,ନିର୍ଦ୍ଦେଶକ,ଫିଲ୍ମ ଲେଖକ ଥିଲେ । ହିନ୍ଦୀ ଭାଷା ବ୍ୟତୀତ ସେ ବଙ୍ଗାଳୀ, ଗୁଜରାଟୀ, କାନାଡା, ଭୋଜପୁରୀ, ମାଲୟାଲମ, ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ ମଧ୍ୟ କଣ୍ଠ ଦାନ କରିଛନ୍ତି । ୮ ଥର ସେ ଫିଲ୍ମ ଫେୟାର ଜିତି ରେକର୍ଡ ସୃଷ୍ଟି କରିଥିଲେ ଯାହା ଆଜି ପର୍ଜନ୍ତ୍ୟ ମଧ୍ୟ ରେକର୍ଡ କେହି ଭାଙ୍ଗି ପାରି ନାହାନ୍ତି । ମଧ୍ୟପ୍ରଦେଶ ସରକାରଙ୍କଠାରୁ ସେ ଲତା ମଙ୍ଗେସ୍କର ଆୱାର୍ଡ ପାଇଥିଲେ ଓ ସେହି ବର୍ଷଠାରୁ ମଧ୍ୟପ୍ରଦେଶ ସରକାର ଏକ ନୂଆ ପୁରସ୍କାର ଘୋଷଣା କରିଥିଲା ଯାହାର ନାମ ଥିଲା କିଶୋର କୁମାର ଆୱାର୍ଡ

କିଶୋର କୁମାର
আভাষ কুমার গঙ্গোপাধ্যায়
ଜନ୍ମ
Abhas Kumar Ganguly

(1929-08-04)୪ ଅଗଷ୍ଟ ୧୯୨୯
Khandwa, Central Provinces and Berar, British India
ମୃତ୍ୟୁ୧୩ ଅକ୍ଟୋବର ୧୯୮୭(1987-10-13) (ବୟସ ୫୮)
ବୃତ୍ତି(ସମୂହ)Singer, lyricist, composer, actor, film producer, director, screenwriter
ସକ୍ରିୟ ବର୍ଷ1946–1987
ବୈବାହିକ-ସାଥୀ(s)Ruma Guha Thakurta (1950–1958)
Madhubala (1960–1969)
Yogeeta Bali (1975–1978)
Leena Chandavarkar
(1980–1987; his death)
ସନ୍ତାନAmit Kumar
Sumit Kumar
ସମ୍ପର୍କୀୟAshok Kumar (brother)
Anoop Kumar (brother)
Sati Devi (sister)
See Ganguly family
See Mukherjee-Samarth family

ବ୍ୟକ୍ତିଗତ ଜୀବନ

କିଶୋର କୁମାର ବଙ୍ଗାଳୀ ଗାଙ୍ଗୁଲୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୁଞ୍ଜଲାଲ ଗାଙ୍ଗୁଲୀ ପେଷାରେ ଜଣେ ଓକିଲ ଥିଲେ । ତାଙ୍କ ମାଙ୍କ ନାମ ଥିଲା ଗୌରି ଦେବୀ । ଚାରି ଭାଇ ଭଉଣୀ ଅଶୋକ,ସତୀ ଦେବୀ ଓ ଅନୁପ ଆଦିଙ୍କ ମଧ୍ୟରେ କିଶୋର ଥିଲେ ସାନ । ଅଶୋକ ଓ ଅନୁପ ଫିଲ୍ମ ହିରୋ ଥିଲେ । ଗିତିକାର କେ.ଲ ସଇଗଲ ତାଙ୍କ ଗୁରୁ ଥିଲେ । କ୍ରିଷ୍ଟିଆନ କଲେଜ, ଇନ୍ଦୋରରୁ ସେ ସ୍ନାତକ ହାସଲ କରିଥିଲେ ।

ଉପାଧି

ଫିଲ୍ମ ଫେୟାର ଆୱାର୍ଡ

ବିଜେତା:

ବର୍ଷଗୀତଫିଲ୍ମସଙ୍ଗୀତ ନିର୍ଦ୍ଦେଶକଲେଖକ
୧୯୬୯"ରୂପ୍ ତେରା ମାସ୍ତାନା''ଆରାଧନାସଚିନ ଦେବ ବର୍ମନଆନନ୍ଦ ବକ୍ସି
୧୯୭୫"ଦିଲ୍ ଏସା କିସି ନେ ମାରା"ଅମାନୁଷଶ୍ଯାମଲ ମିତ୍ରାଇନ୍ଦିବର
୧୯୭୮"ଖାଇକେ ପାନ୍ ବନା ରସ୍ ୱାଲା"ଡନ୍କଲ୍ୟାଞ୍ଜି ଅନନ୍ଦ୍ଜିଅଞ୍ଜନ
୧୯୮୦"ହଜର୍ ରହେ ମୁଦକେ ଦେଖେ"ଥୋଡିସି ବେବ୍ୱଫାଇଖାୟାମଗୁଲଜାର
୧୯୮୨"ପାଗ୍ ଘୁଙ୍ଗରୁ ବାନ୍ଧ୍"ନାମକ ହଲାଲବାପି ଲାହିରୀଅଞ୍ଜନ
୧୯୮୩"ଅଗର ତୁମ ନା ହୋତେ"ଅଗର ତୁମ ନା ହୋତେରାହୁଲ ଦେବ ବର୍ମନଗୁଲସନ ବରବା
୧୯୮୪''ମଞ୍ଜିଲେ ଅପନୀ ଜଗହ ହେ"ସରାବିବାପି ଲାହିରୀଅଞ୍ଜନ
୧୯୮୫"ସାଗର କିନାରେ"ସାଗରସଚିନ ଦେବ ବର୍ମନଜାଭେଦ ଅଖତର

Nominated:

YearSongFilmMusic DirectorLyricist
1971"Zindagi Ek Safar"AndazShankar JaikishanHasrat Jaipuri
1971"Yeh Jo Mohabbat Hai"Kati PatangRahul Dev BurmanAnand Bakshi
1972"Chingari Koi Bhadke"Amar PremRahul Dev BurmanAnand Bakshi
1973"Mere Dil Mein Aaj"Daag: A Poem of LoveLaxmikant-PyarelalSahir Ludhianvi
1974"Gaadi Bula Rahi Hai"DostLaxmikant-PyarelalAnand Bakshi
1974"Mera Jeevan Kora Kagaz"Kora KagazKalyanji AnandjiM.G.Hashmat
1975"Main Pyaasa Tum"FaraarKalyanji AnandjiRajendra Krishan
1975"O Manjhi Re"KhushbooRahul Dev BurmanGulzar
1977"Aap Ke Anurodh"AnurodhLaxmikant-PyarelalAnand Bakshi
1978"O Saathi Re"Muqaddar Ka SikandarKalyanji AnandjiAnjaan
1978"Hum Bewafa Harghiz"ShalimarRahul Dev BurmanAnand Bakshi
1979"Ek Rasta Hai Zindagi"Kaala PattharRajesh RoshanSahir Ludhianvi
1980"Om Shanthi Om"KarzLaxmikant-PyarelalAnand Bakshi
1981"Hameh Tumse Pyar"KudratRahul Dev BurmanMajrooh Sultanpuri
1981"Chhookar Mere Mann Ko"YaraanaRajesh RoshanAnjaan
1983"Shayad Meri Shaadi"SoutenUsha KhannaSawan Kumar
1984"De De Pyar De"SharaabiBappi LahiriAnjaan
1984"Inteha Ho Gayi"SharaabiBappi LahiriAnjaan
1984"Log Kehete Hai (Mujhe Naulakha Manga De)"SharaabiBappi LahiriAnjaan
Bengal Film Journalists' Association Awards

Winner:

  • 1971 - Best Male Playback Singer for Aradhana[୧]
  • 1972 - Best Male Playback Singer for Andaz[୨]
  • 1973 - Best Male Playback Singer for Hare Rama Hare Krishna[୩]
  • 1975 - Best Male Playback Singer for Kora Kagaz[୪]

ଆଧାର