କୁମ୍ଭାଟୁଆ

ପକ୍ଷୀ ର ଏକ ପ୍ରଜାତି

କୁମ୍ଭାଟୁଆ ( ଇଂରାଜୀରେ Greater Coucal ବା Crow pheasant, ଜୀବ ବିଜ୍ଞାନ ନାମ Centropus sinensis[୩]) ହେଉଛି କୋଇଲି ପ୍ରଜାତିର ଏକ ସ୍ୱଜୀବି ବିହଂଗ । ଭାରତୀୟ ଉପମଦେଶ ତଥା ଦକ୍ଷିଣ ପୂର୍ବ ଏସିଆରେ ପରିବ୍ୟାପ୍ତ ଏହି ଚଢେ‍ଇକୁ କେତେ ଗୁଡିଏ ଉପ ପ୍ରଜାତିରେ ବିଭାଗୀକରଣ କରାଯାଇଥାଏ, ଯେଉଁଥିରୁ କିଛିଂକୁ ସମ୍ପୁର୍ଣ୍ଣ ପ୍ରଜାତିରେ ବିବେଚନା କରାଯାଏ । ସେମାନେ ଦେଖିବାକୁ ବଡ଼ କାଉ ଭଳି କିଂତୁ ଲମ୍ବା ଲାଂଜ, ତମ୍ବା ମାଟିଆ ରଂଗର ଡେଣା ଏବଂ ସେମାନେ ଜଂଗଲଠାରୁ ଆରମ୍ଭ କରି, ଚାଷ ଜମି ଓ ସହରୀ ଉଦ୍ୟାନ ଭଳି ବ୍ୟାପ୍ତ ପରିବେଶରେ ଦେଖାଯାଆଂତି ।

କୁମ୍ଭାଟୁଆ
Conservation status

Least Concern  (IUCN 3.1)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Animalia
ସଙ୍ଘ:Chordata
ବର୍ଗ:Aves
ଗଣ:Cuculiformes
କୁଳ:Cuculidae
ପ୍ରଜାତି:Centropus
ଜାତି:C. sinensis
ବାଇନୋମିଆଲ ନାମ
Centropus sinensis
(Stephens, 1815)[୨]
Centropus sinensis + Centropus toulou

ଏମାନେ ଭଲ ଭାବରେ ଉଡିପାରଂତି ନାହିଁ, ଖଣ୍ଡିଉଡା ଦେ‍ଇ ଏମାନେ ଚଳ ପ୍ରଚଳ ହୁଅଂତି । ଅଧିକାଂଶ ସମୟ ସେମାନଂକୁ ମାଟି ଉପରେ ଚାଲି ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖାଯାଏ । ଏମାନେ ବିଭିନ୍ନ ପୋକ ଜୋକ, ଅଣ୍ଡା ଆଦି ଖାଇ ଥାଆଂତି ।


ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ