ଗୁରୁବାର

ଗୁରୁବାର ହେଲା ସପ୍ତାହର ଏକ ଦିନ ଯାହା ବୁଧବାର ପରେ ଓ ଶୁକ୍ରବାର ପୂର୍ବରୁ ଆସେ । ଗୁରୁ ଅର୍ଥାତ ଦେବଗୁରୁ ବୃହଷ୍ପତିଙ୍କ ନାମରେ ଏହା ନାମିତ ବୋଲି ବିଶ୍ୱାସ କରାଯାଏ [୧][୨]

ଆଧାର