ବୁଧବାର

ବୁଧବାର ମଙ୍ଗଳବାର ଆଉ ଗୁରୁବାର ମଝିରେ ଆସୁଥିବା ଏକ ଦିନ । ବୁଧବାର ସପ୍ତାହର ଚତୁର୍ଥ ଦିନ । ଏହା ମଙ୍ଗଳବାର ପରେ ଏବଂ ଗୁରୁବାର ପୂର୍ବରୁ ଆସିଥାଏ । ଏହି ବୁଧବାର ଦିନଟି ଭଗବାନ ବୁଦ୍ଧଙ୍କ ନାମରେ ନାମିତ ହୋଇଛି ବୋଲି ବିଶ୍ୱାସ କରାଯାଏ ।[୧] ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ନାମକ ଏକ ଗ୍ରହର ନାମ ସହ ଏହାର ନାମ ମଧ୍ୟ ଜଡ଼ିତ ଅଛି ।[୨]

ଆଧାର

ବାହାର ତଥ୍ୟ